"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଓଡ଼ିଆ ସଂଖ୍ୟା
ଅତିବଡ଼ି ଉପାଧି
୧୭ କ ଧାଡ଼ି:
| occupation = କବି
}}
ଅତିବଡ଼ି '''ଜଗନ୍ନାଥ ଦାସ''' (୧୪୮୭-୧୫୪୭) ''(କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)''<ref>{{cite web |url= http://orissadiary.com/personality/poet/JAGANNATHA_DAS.asp |title=ATIBADI JAGANNATHA DAS, POET THE GREAT |first= |last= |work=orissadiary.com |quote=Historians differ and opine that he was born in 1490 ‘Bhadra Shukla Pakhya’, Radhastami Day about 5 kms away from Puri, in Kapileswarpur Sashana. As per ‘Odissa Sahitya Academy Publication titled Jagannath Das written by Bhagabana Panda, the done of birth of poet Sait Jagannath Das is 1491 and he had a life span of 59 years (1491-1550). Others opine that his exact span of life was sixty years (1492-1552). |accessdate=7 November 2012}}</ref> ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] କବି ଓ ସାଧକ ଥିଲେ । ସେ [[ଓଡ଼ିଆ ସାହିତ୍ୟ]]ର [[ପଞ୍ଚସଖା]]ଙ୍କ (ପାଞ୍ଚ ଜଣ [[ଭକ୍ତି ଆନ୍ଦୋଳନ|ଭକ୍ତ]]କବିଙ୍କ ସମାହାର; [[ଅଚ୍ୟୁତାନନ୍ଦ ଦାସ]], [[ବଳରାମ ଦାସ]], [[ଶିଶୁ ଅନନ୍ତ ଦାସ]], [[ଯଶୋବନ୍ତ ଦାସ]]) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । [[ଚୈତନ୍ୟ ମହାପ୍ରଭୁ|ଚୈତନ୍ୟ ଦେବଙ୍କ]] ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ [[ଓଡ଼ିଆ ଭାଗବତ]]ର ରଚନା କରିଥିଲେ ।<ref name=Utkalaprasanga>{{cite journal|last=Acharya|first=Shrinibasa|title=ଅତିବଡ଼ୀ ଜଗନ୍ନାଥ ଦାସ|journal=ଉତ୍କଳ ପ୍ରସଙ୍ଗ|issue=July 2016|pages=53-59|url=http://odisha.gov.in/e-magazine/utkalprasanga/2016/July/Julyoriya.htm|accessdate=3 August 2016}}</ref>
 
== ଜୀବନ କାଳ ==