"ଫେବୃଆରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେ ବନାନ ଶୁଦ୍ଧି
୧ କ ଧାଡ଼ି:
{{ଛୋଟ|February}}{{February calendar|float=right}}
'''ଫେବୃଆରୀ''' ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଦ୍ଵିତୀୟ [[ମାସ]] । ସାଧାରଣତଃ ଫେବୃଆରୀ ମାସ ୨୮ ଦିନିଆ ହୋଇଥାଏ । ତେବେ ଅଧିବର୍ଷରେ ଏହା ୨୯ ଦିନିଆ ହୋଇଥାଏ । ଅତଏବ ବାରମାସ ମଧ୍ୟରେ ଫେବୃଆରୀ ହେଉଛି ବର୍ଷର ସବୁଠାରୁ ଛୋଟ ମାସ ।
ଲାଟିନ ଶବ୍ଦ "februum" (ଲାଟିନ ମାସ-februumFebruarius) ଆଧାରରେ ବର୍ଷର ଏହି ଦ୍ଵିତୀୟ ମାସ ନାମିତ ।<ref name="Indiatoday.in">{{cite web |last1=DelhiSeptember 26 |first1=India Today Web Desk New |title=How did the month names originate? |url=https://www.indiatoday.in/education-today/gk-current-affairs/story/origin-of-month-names-343331-2016-09-26 |website=India Today |accessdate=6 February 2022 |language=en}}</ref> ରୋମାନ କ୍ୟାଲେଣ୍ଡରରେ ଜାନୁଆରୀ ଏବଂ ଫେବୃଆରୀ ଏହି ଦୁଇ ମାସ ହିଁ ଶେଷରେ ଯୋଡା ଯାଇଥିଲା ।
 
== ପାଳିତ ଦିବସ ==
"https://or.wikipedia.org/wiki/ଫେବୃଆରୀ"ରୁ ଅଣାଯାଇଅଛି