"ମାଇ ଭାଗି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଇନଫୋ ବକ୍ସ
୧ କ ଧାଡ଼ି:
{{Infobox person
{{ତିଆରି ଚାଲିଛି}}
| name = ମାଇ ଭାଗି
'''ମାଇ ଭାଗି''' ([[ଉର୍ଦ୍ଦୁ ଭାଷା|ଉର୍ଦ୍ଦୁ]]: مائی بھاگی; ଜନ୍ମ ନାମ: '''ଭାଗ ଭାରୀ''') (ଖ୍ରୀ.ଅ. ୧୯୨୦ - ୭ ଜୁଲାଇ ୧୯୮୬) ଜଣେ [[ପାକିସ୍ତାନ|ପାକିସ୍ତାନୀ]] ଲୋକ-ସଂଗୀତଜ୍ଞା ଥିଲେ । ସେ ମୁଖ୍ୟତଃ ଥାରୀ ଓ ସିନ୍ଧୀ ଭାଷାରେ ସଙ୍ଗୀତ ଗାୟନ କରୁଥିଲେ ।<ref>{{Cite web|url=http://en.dailypakistan.com.pk/lifestyle/mai-bhagi-being-remembered-on-death-anniversary/|title=Mai Bhagi being remembered on death anniversary|date=2016-07-07|website=Daily Pakistan Global|language=en|access-date=2022-02-01}}</ref> ସେ ପାକିସ୍ତାନର ସିନ୍ଧରେ ଥିବା [[ଥାର]] ସ୍ଥିତ ଅନ୍ତର୍ଗତ ମିଥିଠାରେ ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ । [[ରେଡ଼ିଓ ପାକିସ୍ତାନ]] ପାଇଁ ରେକର୍ଡ଼ ହୋଇଥିବା ଲୋକଗୀତ "''ଖଡ଼ୀ ନିମ କେ ନିଚେ''" ପାଇଁ ସେ ପ୍ରଥମେ ଜନପ୍ରିୟ ହୋଇଥିଲେ । ୧୯୮୬ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ଲୋକସଂଗୀତ ଗାୟନ ଓ ପରିବେଷଣ ଜାରିରଖିଥିଲେ ।
| birth_date = ଖ୍ରୀ.ଅ. ୧୯୨୦<ref name="Dawn"/>
| birth_place = [[ବ୍ରିଟିଶ ଶାସନ]]ରେ [[ମିଠି]] ନିକଟସ୍ଥ [[ଡିପ୍ଲୋ, ସିନ୍ଧ]] ପାଖରେ (ଅଧୁନା [[ଠାରପାରକର ଜିଲ୍ଲା]], [[ସିନ୍ଧ]], [[ପାକିସ୍ତାନ]])
| death_date = ୭ ଜୁଲାଇ ୧୯୮୬ (୬୬ ବର୍ଷ)<ref name="Dawn"/>
| image = File:Mai bhagi.jpg
| caption = ୧୯୭୦ ଦଶକରେ ମାଇ ଭାଗି
| years_active = ୧୯୬୮ - ୧୯୮୬
| birth_name = ଭାଗଭାରୀ
| death_place = [[ଠାରପାରକର ଜିଲ୍ଲା]], [[ସିନ୍ଧ]], [[ପାକିସ୍ତାନ]]
| occupation = ଲୋକଗାୟିକା
| awards = [[ପ୍ରାଇଡ଼ ଅଫ ପରଫର୍ମାନ୍ସ]] ପୁରସ୍କାର (୧୯୮୧)
}}
'''ମାଇ ଭାଗି''' ([[ଉର୍ଦ୍ଦୁ ଭାଷା|ଉର୍ଦ୍ଦୁ]]: مائی بھاگی; ଜନ୍ମ ନାମ: '''ଭାଗ ଭାରୀ''') (ଖ୍ରୀ.ଅ. ୧୯୨୦ - ୭ ଜୁଲାଇ ୧୯୮୬) ଜଣେ [[ପାକିସ୍ତାନ|ପାକିସ୍ତାନୀ]] ଲୋକ-ସଂଗୀତଜ୍ଞା ଥିଲେ । ସେ ମୁଖ୍ୟତଃ ଥାରୀ ଓ ସିନ୍ଧୀ ଭାଷାରେ ସଙ୍ଗୀତ ଗାୟନ କରୁଥିଲେ ।<ref name="dailypakistan">{{Cite web|url=http://en.dailypakistan.com.pk/lifestyle/mai-bhagi-being-remembered-on-death-anniversary/|title=Mai Bhagi being remembered on death anniversary|date=2016-07-07|website=Daily Pakistan Global|language=en|access-date=2022-02-01}}</ref> ସେ ପାକିସ୍ତାନର ସିନ୍ଧରେ ଥିବା [[ଥାର]] ସ୍ଥିତ ଅନ୍ତର୍ଗତ ମିଥିଠାରେ ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ । [[ରେଡ଼ିଓ ପାକିସ୍ତାନ]] ପାଇଁ ରେକର୍ଡ଼ ହୋଇଥିବା ଲୋକଗୀତ "''ଖଡ଼ୀ ନିମ କେ ନିଚେ''" ପାଇଁ ସେ ପ୍ରଥମେ ଜନପ୍ରିୟ ହୋଇଥିଲେ । ୧୯୮୬ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ଲୋକସଂଗୀତ ଗାୟନ ଓ ପରିବେଷଣ ଜାରିରଖିଥିଲେ ।
 
== ଜୀବନୀ ==
ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ବିଶାଳ ଥାର ମରୁଭୂମି ଅନ୍ତର୍ଗତ ମିଥିଠାରେ ମାଇ ଭାଗି ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ୱାନହ୍ୟୁନ ଫକିର ଏବଂ ମାଆଙ୍କ ନାମ ଥିଲା ଖାଦିଜା ମଗନହାର ।<ref name="Dawn"/> ସେ ଥାର ମରୁଭୂମିର ଏକ ଗ୍ରାମରେ ବଢ଼ିଥିଲେ । ମାଇ ଭାଗିଙ୍କ ଜନ୍ମ ନାମ ଥିଲା "ଭାଗ ଭାରୀ" (ଏହାର ଅର୍ଥ ହେଲା "ଜଣେ ଭାଗ୍ୟଶାଳୀ ବ୍ୟକ୍ତି") । ତାଙ୍କ ପିତାମାତା ଉଭୟ ଆଞ୍ଚଳିକ ଗାୟକ-ଗାୟିକା ଥିଲେ ।<ref name="Dawn"/> ଏକ ଶିଶୁ ଭାବରେ ସେ ପିଲାଦିନରୁ ଥାରୀ ଗୀତ ଗାଇବା ଆରମ୍ଭ କରିଥିଲେ ।<ref name="dailypakistan"/> ସେ ୧୬ ବର୍ଷ ବୟସରେ ଲୋକ ଗାୟକ ହୋଥି ଫକିରଙ୍କୁ ବିବାହ କରିଥିଲେ ।<ref name="pioneer" /> ରେକର୍ଡ଼ ନିର୍ମାତା ଏବଂ ପାକିସ୍ତାନୀ ଲୋକ ଗାୟିକା [[ଆବିଦା ପରବୀ|ଆବିଦା ପରବୀନଙ୍କ]] ସ୍ୱାମୀ [[ଶେଖ ଗୁଲାମ ହୁସେନ]] ତାଙ୍କୁ [[ରେଡିଓ ପାକିସ୍ତାନ]] ଷ୍ଟୁଡିଓରେ ଗୀତ ରେକର୍ଡ଼ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ ଦେଇଥିଲେ ଏବଂ ରେଡିଓରେ ତାଙ୍କ ରେକର୍ଡ ବାଜିଥିଲା ।<ref name="pioneer" /> ତାଙ୍କର ଲୋକଗୀତ "ଖଡ଼ୀ ନିମ କେ ନିଚେ" (''ଏକ ନିମ ଗଛ ତଳେ'') ପାକିସ୍ତାନୀ ଲୋକଙ୍କ ମଧ୍ୟରେ ଏକ ସୁପରହିଟ ଗୀତ ହୋଇଥିଲା ଏବଂ ତାଙ୍କ ଜନପ୍ରିୟତା ଏହା ପରେ ବଢ଼ିଥିଲା । ଏହାପରେ ପାକିସ୍ତାନ ସରକାର ତାଙ୍କୁ ବିଦେଶ ଗସ୍ତ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେ ୧୯୮୬ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସଂଗୀତ ପରିବେଷଣ ଜାରିରଖିଥିଲେ ।<ref name="Dawn">{{cite web|url=https://www.dawn.com/news/1106484/|title=12 songs from Pakistan’s mountains, deserts, shrines and streets|website=Dawn (newspaper), Updated 15 May 2014, Retrieved 9 May 2020}}</ref>
 
== ସମ୍ମାନ ==
"https://or.wikipedia.org/wiki/ମାଇ_ଭାଗି"ରୁ ଅଣାଯାଇଅଛି