"ମାଇ ଭାଗି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜୀବନୀ, ସମ୍ମାନ
ଆଧାର ଫିକ୍ସ
୩ କ ଧାଡ଼ି:
 
== ଜୀବନୀ ==
ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ବିଶାଳ ଥାର ମରୁଭୂମି ଅନ୍ତର୍ଗତ ମିଥିଠାରେ ମାଇ ଭାଗି ୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ୱାନହ୍ୟୁନ ଫକିର ଏବଂ ମାଆଙ୍କ ନାମ ଥିଲା ଖାଦିଜା ମଗନହାର ।<ref name="Dawn" /> ସେ ଥାର ମରୁଭୂମିର ଏକ ଗ୍ରାମରେ ବଢ଼ିଥିଲେ । ମାଇ ଭାଗିଙ୍କ ଜନ୍ମ ନାମ ଥିଲା "ଭାଗ ଭାରୀ" (ଏହାର ଅର୍ଥ ହେଲା "ଜଣେ ଭାଗ୍ୟଶାଳୀ ବ୍ୟକ୍ତି") । ତାଙ୍କ ପିତାମାତା ଉଭୟ ଆଞ୍ଚଳିକ ଗାୟକ-ଗାୟିକା ଥିଲେ ।<ref name="Dawn2Dawn" /> ଏକ ଶିଶୁ ଭାବରେ ସେ ପିଲାଦିନରୁ ଥାରୀ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ୧୬ ବର୍ଷ ବୟସରେ ଲୋକ ଗାୟକ ହୋଥି ଫକିରଙ୍କୁ ବିବାହ କରିଥିଲେ ।<ref name="pioneer" /> ରେକର୍ଡ଼ ନିର୍ମାତା ଏବଂ ପାକିସ୍ତାନୀ ଲୋକ ଗାୟିକା [[ଆବିଦା ପରବୀ|ଆବିଦା ପରବୀନଙ୍କ]] ସ୍ୱାମୀ [[ଶେଖ ଗୁଲାମ ହୁସେନ]] ତାଙ୍କୁ [[ରେଡିଓ ପାକିସ୍ତାନ]] ଷ୍ଟୁଡିଓରେ ଗୀତ ରେକର୍ଡ଼ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ ଦେଇଥିଲେ ଏବଂ ରେଡିଓରେ ତାଙ୍କ ରେକର୍ଡ ବାଜିଥିଲା ।<ref name="pioneer3pioneer" /> ତାଙ୍କର ଲୋକଗୀତ "ଖଡ଼ୀ ନିମ କେ ନିଚେ" (''ଏକ ନିମ ଗଛ ତଳେ'') ପାକିସ୍ତାନୀ ଲୋକଙ୍କ ମଧ୍ୟରେ ଏକ ସୁପରହିଟ ଗୀତ ହୋଇଥିଲା ଏବଂ ତାଙ୍କ ଜନପ୍ରିୟତା ଏହା ପରେ ବଢ଼ିଥିଲା । ଏହାପରେ ପାକିସ୍ତାନ ସରକାର ତାଙ୍କୁ ବିଦେଶ ଗସ୍ତ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେ ୧୯୮୬ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସଂଗୀତ ପରିବେଷଣ ଜାରିରଖିଥିଲେ ।<ref name="Dawn3Dawn">{{cite web|url=https://www.dawn.com/news/1106484/|title=12 songs from Pakistan’s mountains, deserts, shrines and streets|website=Dawn (newspaper), Updated 15 May 2014, Retrieved 9 May 2020}}</ref>
 
== ସମ୍ମାନ ==
* ୧୯୮୧ରେ [[ପାକିସ୍ତାନର ରାଷ୍ଟ୍ରପତି|ପାକିସ୍ତାନର ରାଷ୍ଟ୍ରପତିଙ୍କଠାରୁ]] [[ପ୍ରାଇଡ଼ ଅଫ ପରଫର୍ମାନ୍ସ]] ପୁରସ୍କାର<ref>[https://www.samaa.tv/pakistan/2011/07/thar-s-nightingale-mai-bhagi-s-death-anniversary-today/ Mai Bhagi's award info on Samaa TV News website] Published 7 July 2011, Retrieved 9 May 2020</ref><ref name="pioneer2pioneer">[http://thepioneer.com.pk/30th-death-of-anniversary-of-mai-baghi-being-observed-today/ 30th Death Anniversary of Mai Bhagi observed] {{Webarchive|url=https://web.archive.org/web/20191230122750/http://thepioneer.com.pk/30th-death-of-anniversary-of-mai-baghi-being-observed-today/|date=2019-12-30}} Published 8 July 2016, Retrieved 9 May 2020</ref>
 
* [[ସଚଲଶାହ ସାରମସ୍ତଅବଦୁଲ ଲତିଫ ଭିଟ୍ଟାଇ]] ପୁରସ୍କାର<ref name="pioneer2pioneer" />
* ୧୯୮୧ରେ [[ପାକିସ୍ତାନର ରାଷ୍ଟ୍ରପତି|ପାକିସ୍ତାନର ରାଷ୍ଟ୍ରପତିଙ୍କଠାରୁ]] [[ପ୍ରାଇଡ଼ ଅଫ ପରଫର୍ମାନ୍ସ]] ପୁରସ୍କାର<ref>[https://www.samaa.tv/pakistan/2011/07/thar-s-nightingale-mai-bhagi-s-death-anniversary-today/ Mai Bhagi's award info on Samaa TV News website] Published 7 July 2011, Retrieved 9 May 2020</ref><ref name="pioneer2">[http://thepioneer.com.pk/30th-death-of-anniversary-of-mai-baghi-being-observed-today/ 30th Death Anniversary of Mai Bhagi observed] {{Webarchive|url=https://web.archive.org/web/20191230122750/http://thepioneer.com.pk/30th-death-of-anniversary-of-mai-baghi-being-observed-today/|date=2019-12-30}} Published 8 July 2016, Retrieved 9 May 2020</ref>
* [[ଶାହସଚଲ ଅବଦୁଲ ଲତିଫ ଭିଟ୍ଟାଇସାରମସ୍ତ]] ପୁରସ୍କାର<ref name="pioneer2pioneer" />
* [[ସଚଲ ସାରମସ୍ତ]] ପୁରସ୍କାର<ref name="pioneer2" />
 
== ଆଧାର ==
"https://or.wikipedia.org/wiki/ମାଇ_ଭାଗି"ରୁ ଅଣାଯାଇଅଛି