"ଉପେନ୍ଦ୍ର ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୭ କ ଧାଡ଼ି:
| caption =
| pseudonym =
| birth_name = ଉପେନ୍ଦ୍ର ତ୍ରିପାଠୀ
| birth_date = {{Birth date|df=y|1903|09|10}}
| birth_place = ମୁରାରିପୁର, [[ଯାଜପୁର ଜିଲ୍ଲା|ଯାଜପୁର]]
| death_date = ୧୯୯୪{{Death date and age|df=y|1994|12|23|1903|09|10}}
| death_place =
| resting_place =
| occupation = ଶିଶୁ ସାହିତ୍ୟିକ, ଶିକ୍ଷକ
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = [[ଭାରତ|ଭାରତୀୟ]]
| citizenship = [[ଭାରତ|ଭାରତୀୟ]]
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = [[ଭାରତ|ଭାରତୀୟ]]
| education =
| alma_mater =
Line ୩୮ ⟶ ୩୬:
}}
 
ଉପେନ୍ଦ୍ର ତ୍ରିପାଠୀ (୧୦ ସେପ୍ଟେମ୍ବର ୧୯୦୩ - ୨୩ ଡିସେମ୍ବର ୧୯୯୪), ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]] ଶିଶୁ ସାହିତ୍ୟିକ ।<ref>http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL072</ref> ଶିଶୁସାହିତ୍ୟକୁ, ପାଠ୍ୟପୁସ୍ତକ ଓ ଶିକ୍ଷା-ସାହିତ୍ୟ ବାହରେ, ଓଡ଼ିଆ ସାହିତ୍ୟର ଏକ ମୌଳିକ ଧାରା ଭାବରେ ପ୍ରତିଷ୍ଠା କରିବାର ଶ୍ରେୟ ଉପେନ୍ଦ୍ର ତ୍ରିପାଠୀଙ୍କୁ ଯାଏ ।
 
ଉପେନ୍ଦ୍ର ତ୍ରିପାଠୀ, ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ, ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref name="MohantyPatnaik">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|title=Cultural Heritage of &#91;Orissa&#93;: Jajpur|url=http://books.google.com/books?id=PCpuAAAAMAAJ|publisher=State Level Vyasakabi Fakir Mohan Smruti Samsad}}</ref> ପିଲାଦିନରୁ ପଢିବାରେ ତାଙ୍କର ଖୁବ ଆଗ୍ରହ ଥିଲା । ନିଜ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ [[ମଧୁସୂଦନ ରାଓ]]ଙ୍କ ''ସାହିତ୍ୟ କୁସୁମ'' ଓ [[ମଧୁସୂଦନ ଦାସ]]ଙ୍କ "ଭାରତ ଇତିହାସ" ବହି ଦୁଇଟି ପଢିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ, ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା, ସେହି ସମୟରେ ଲେଖିଥିଲେ ।
Line ୪୭ ⟶ ୪୫:
 
== ରଚନାବଳୀ ==
{{div col|3colwidth=20em}}
* କୁହୁକୁହୁ
* ରୁଣୁଝୁଣୁ
Line ୬୯ ⟶ ୬୭:
* ଶିଶୁତୋଷ ରାମାୟଣ<ref>ସମ୍ବାଦ ୧୦/୦୯/୨୦୧୪ ପୃଷ୍ଠା ୮ରେ ପ୍ରକାଶିତ ଦାଶ ବେନହୁରଙ୍କ ଲେଖା "ସାହିତ୍ୟର କୁଆଁରାବରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ</ref>
* ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ
* ଗୋଟାଏ କଲମ ଟୋପାଏ କାଳି (ଆତ୍ମଚରିତ)
{{Div col end}}
== ସମ୍ମାନ ଓ ପୁରସ୍କାର ==
* ରାଷ୍ଟ୍ରପତି ପୁରସ୍କାର ଶିଶୁ ସାହିତ୍ୟ ନିମନ୍ତେ - ୧୯୫୪(ଘଣ୍ଟିଘାଗୁଡ଼ି ପୁସ୍ତକ ପାଇଁ)
* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୧-୭୨<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା |url=http://odishasahityaakademi.org/ovation1.php |publisher=ଓଡ଼ିଶା ସାହିତ୍ୟ ଏକାଡେମୀ |accessdate=31 January 2022}}</ref>
<!-- *ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବେଙ୍ଗ ବାହାଦୂର ଓ ଚିତ୍ର ଏବଂ ନିଶାରାକ୍ଷସୀ ପୁସ୍ତକ ପାଇଁ)<ref>http://sambadepaper.com/Details.aspx?id=495502&boxid=1044744</ref> -->
* ଶାରଳା ସମ୍ମାନ - ୧୯୮୮<ref>{{cite news|title=ଚିର ଶିଶୁ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ|url=http://sambadepaper.com/Details.aspx?id=192277&boxid=2357304|accessdate=10 September 2015|newspaper=ସମ୍ବାଦ ୧୦/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪|date=10 September 2015}}</ref>
 
== ଆଧାର ==
{{ଆଧାରReflist|30em}}
{{Authority control}}
 
[[ଶ୍ରେଣୀ:୧୯୦୩ ଜନ୍ମ]]
[[ଶ୍ରେଣୀ:୧୯୯୪ ମୃତ୍ୟୁ]]
[[ଶ୍ରେଣୀ:ଯାଜପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟଶିଶୁ ସାହିତ୍ୟିକ]]
[[ଶ୍ରେଣୀ:ସାହିତ୍ୟିକ]]