"କବିସୂର୍ଯ୍ୟ ବଳଦେବ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish କବିସୂର୍ଯ୍ୟ ବଳଦେବ ରଥ ପୃଷ୍ଠାଟି ବଳଦେବ ରଥକୁ ଲେଉଟାଇଲେ: ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ପ୍ରସଙ୍ଗର ଶିରୋନାମ ବ୍ୟକ୍ତିଙ୍କ ନାମ ହେବ । ଉପାଧୀ ରହିତ ନାମ । ଉପାଧୀ ଭିତରେ ରହିପାରିବ ଆଉ redirect ହେବ
ଟିକେNo edit summary
୨୧ କ ଧାଡ଼ି:
}}
 
'''କବିସୂର୍ଯ୍ଯ ବଳଦେବ ରଥ''' (୧୭୮୯ - ୧୮୪୫) ଜଣେ ଗଞ୍ଜାମ ଜିଲ୍ଲାର ଜଣେଭାରତୀୟ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଥିଲେ ଓ ସେ '''କବିସୂର୍ଯ୍ୟ''' ନାମରେ ପରିଚିତ ଥିଲେ । ସେ [[ଓଡ଼ିଆଗଞ୍ଜାମ ସାହିତ୍ୟ|ରୀତି ଯୁଗଜିଲ୍ଲା]]ର କବି[[ବଡ଼ଖେମୁଣ୍ଡି ଗଡ଼]]ରେ ସେଜନ୍ମ କବିସୂର୍ଯ୍ୟନେଇଥିଲେ ଭାବେ ପରିଚିତଓଡ଼ିଆ [[ଓଡ଼ିଆ ଏକାଧାରରେସାହିତ୍ୟ|ରୀତି ଯୁଗ]]ର ଜଣେ ପ୍ରସିଦ୍ଧ କବି ଓ ସଙ୍ଗୀତକାର ଭାବରେ ସେ ଓଡ଼ିଆ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା ମଧ୍ୟ କରିଥିଲେ । ସେ ଗଞ୍ଜାମ ଜିଲ୍ଲାର ଜଣାଶୁଣା [[ଢୁମ୍ପା ସଙ୍ଗୀତ|ଢୁମ୍ପା ସଙ୍ଗୀତକୁସଙ୍ଗୀତର]] କବିସୂର୍ଯ୍ୟପ୍ରତିଷ୍ଠାତା ଆରମ୍ଭ କରିଥିଲେସେ ଅନେକ ଢୁମ୍ପା ଗୀତ ମଧ୍ୟ ରଚନା କରିଥିଲେ । ୧୮୪୫ ମସିହାରେ<ref name="Garg1992">{{cite book|author=Gaṅgā Rām Garg|title=Encyclopaedia of the Hindu World|url=http://books.google.com/books?id=w9pmo51lRnYC&pg=PA78|year=1992|publisher=Concept Publishing Company|isbn=978-81-7022-374-0|pages=78–}}</ref> ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
[[File:Janana Baladeba Ratha (Odia).ogg|thumb|ଜଣେ ବ୍ୟକ୍ତିଙ୍କଦ୍ୱାରା କବିସୂର୍ଯ୍ୟ ବଳଦେବ ରଥଙ୍କ "କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି" ଜଣାଣ ଗାନ]]
[[File:Baladev Rath statue at Berhampur.jpg|thumb| ବ୍ରହ୍ମପୁର ଆସ୍କା ରୋଡ଼ ନିକଟରେ ଥିବା ବଳଦେବ ରଥଙ୍କ ପ୍ରତିମୂର୍ତି]]
 
== ଜୀବନଜୀବନୀ ==
 
=== ବଂଶାବଳୀ ===
=== ପ୍ରାରମ୍ଭିକ ଜୀବନ ===
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ [[ପୁରୀ ଜିଲ୍ଲା]]ର ମଣିପୁର ଶାସନରୁ ଆସି [[ବଡ଼ଖେମୁଣ୍ଡି ଗଡ଼]]ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ [[ଓଡ଼ିଶା]]ର [[ଗଞ୍ଜାମ ଜିଲ୍ଲା]]ର [[ବଡ଼ଖେମୁଣ୍ଡି ଗଡ଼]]ରେ ଜନ୍ମ ନେଇଥିଲନେଇଥିଲେ ।<ref>{{cite web |title=ଜିଲ୍ଲା ସମ୍ବନ୍ଧରେ |url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/|title=ଜିଲ୍ଲା ସମ୍ବନ୍ଧରେ|website=ganjam.nic.in |accessdate=13 August 2018}}</ref><ref>[http://orissadiary.com/personality/poet/Kabi%20Surya%20Baladeba%20Rath.asp Kabi Surya Baladeba Rath]</ref> ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ;କରୁଥିଲେ ମାତ୍ର ଦଶବର୍ଷଲୋକକଥା ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁଅନୁଯାୟୀ ତାଙ୍କୁ ଅଜାମାତ୍ର ତ୍ରିପୁରାରି୧୦ ହୋତାଙ୍କବର୍ଷ (କେତେକଙ୍କହୋଇଥିବା ମତରେବେଳେ ଓତା)ତାଙ୍କ ଯତ୍ନରେମା'ଙ୍କ ରହି ବିଦ୍ୟା ଶିକ୍ଷା କରିବାକୁଦେହାନ୍ତ ହୋଇଥିଲା । [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ମା'ଙ୍କ ଦର୍ଶନଦେହାନ୍ତ ଉଦ୍ଦେଶ୍ୟରେଖବର [[ପୁରୀ]]ଶୁଣି ଯାଇଯେତେବେଳେ ସେଏକାକୀ ଆପଣାରଅନୁଭବ କବିପ୍ରତିଭାକରୁଥୁଲେ ଲାଗିତାଙ୍କ ଅଜା [[ପୁରୀତ୍ରିପୁରାରୀ ଓତା|ତ୍ରୀପୁରାରି ହୋତା]] ଗଜପତି(ଓତା) ରାଜାତାଙ୍କର ମୁକୁନ୍ଦଦେବଙ୍କସବୁ ଠାରୁଲାଳନପାଳନର 'କବିସୂର୍ଯ୍ୟଦାୟିତ୍ୱ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେନେଇଥିଲେ <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯</ref>
 
==== ବଂଶାବଳୀ ====
{{chart/start}}
{{chart| | | | | | | | | |Shrin| |Shrin=ଶ୍ରୀନିବାସ ରଥ}}
Line ୩୯ ⟶ ୪୩:
{{chart| | | | | | | | | | | | | |!| |}}
{{chart| | | | | | | | | | | | |Ganes| |Ganes=ଗଣେଶ୍ୱର}}
{{chart/end}}
{{Break}}
 
=== କବିସୂର୍ଯ୍ୟ ଉପାଧି ===
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ [[ପୁରୀ ଜିଲ୍ଲା]]ର ମଣିପୁର ଶାସନରୁ ଆସି [[ବଡ଼ଖେମୁଣ୍ଡି ଗଡ଼]]ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ [[ଓଡ଼ିଶା]]ର [[ଗଞ୍ଜାମ ଜିଲ୍ଲା]]ର [[ବଡ଼ଖେମୁଣ୍ଡି ଗଡ଼]]ରେ ଜନ୍ମ ନେଇଥିଲ ।<ref>{{cite web |title=ଜିଲ୍ଲା ସମ୍ବନ୍ଧରେ |url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/ |website=ganjam.nic.in |accessdate=13 August 2018}}</ref><ref>[http://orissadiary.com/personality/poet/Kabi%20Surya%20Baladeba%20Rath.asp Kabi Surya Baladeba Rath]</ref> ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ (କେତେକଙ୍କ ମତରେ ଓତା) ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା । [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କ ଦର୍ଶନ ଉଦ୍ଦେଶ୍ୟରେ [[ପୁରୀ]] ଯାଇ ସେ ଆପଣାର କବିପ୍ରତିଭା ଲାଗି [[ପୁରୀ]]ର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯</ref>
[[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କ ଦର୍ଶନ ଉଦ୍ଦେଶ୍ୟରେ [[ପୁରୀ]] ଯାଇଥିବା ବେଳେ [[ପୁରୀ]]ର ଗଜପତି ରାଜା ମୁକୁନ୍ଦଦେବ ତାଙ୍କ କବିପ୍ରତିଭା ଲାଗି ତାଙ୍କୁ "କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର" ଉପାଧି ଦେଇଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯</ref>
କବିସୂର୍ଯ୍ୟ [[ବଳଦେବ ରଥ]]ଙ୍କ ବିଷୟରେ ଅନ୍ୟ ଏକ ମଧୁର କିମ୍ବଦନ୍ତୀ ରହିଛି ଏବଂ ତା ହେଉଛି ସେ ଠାକୁରାଣୀ [[ଭୂବନେଶ୍ୱରୀ]]ଙ୍କ କ୍ଷୀର ପାନ କରିବା କଥା । ଆଉ ଯାହା ବିଶ୍ୱାସ କରାଯାଏ ଯେ, ବଳଦେବ ମାଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟର ପରିଚୟ ବହନ କରିଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ତାଙ୍କ ମା ପରଲୋକ ଗମନ କରିଥିଲେ । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା [[ତ୍ରିପୁରାରୀ ଓତା|ତ୍ରୀପୁରାରି ଓତା]] ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ । ଏଇଠାରୁ ବଳଦେବ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।<ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
 
=== କିମ୍ବଦନ୍ତୀ ===
== ରଚନାରେ ଭାଷା ==
କବିସୂର୍ଯ୍ୟସେ ଠାକୁରାଣୀ [[ବଳଦେବ ରଥଭୂବନେଶ୍ୱରୀ]]ଙ୍କ କ୍ଷୀର ପାନ କରିବା ବିଷୟରେ ଅନ୍ୟ ଏକ ମଧୁର କିମ୍ବଦନ୍ତୀ ରହିଛି ଏବଂ ତାଏହି କିମ୍ବଦନ୍ତୀ ହେଉଛିଅନୁସାରେ ସେ ଠାକୁରାଣୀ [[ଭୂବନେଶ୍ୱରୀ]]ଙ୍କ କ୍ଷୀର ପାନ କରିବା କଥା । ଆଉ ଯାହା ବିଶ୍ୱାସ କରାଯାଏ ଯେ, ବଳଦେବ ମାଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟରପାଣ୍ଡିତ୍ୟ ପରିଚୟ ବହନ କରିଥିଲେପାଇଥିଲେଲୋକକଥାଅନ୍ୟ ଅନୁଯାୟୀଏକ ତାଙ୍କୁକିମ୍ବଦନ୍ତୀ ଯେତେବେଳେଅନୁସାରେ ମାତ୍ର ୧୦ ବର୍ଷ ହୋଇଥିଲା ତାଙ୍କ ମା ପରଲୋକ ଗମନ କରିଥିଲେ । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା [[ତ୍ରିପୁରାରୀ ଓତା|ତ୍ରୀପୁରାରି ଓତା]] ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ । ଏଇଠାରୁ ବଳଦେବସେ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।<ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
କବିସୂର୍ଯ୍ୟଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ସୁନ୍ଦର ପ୍ରୟୋଗ ଦେଖାଯାଏ ।<ref>ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ : ଆମର ସଙ୍ଗୀତଧାରା </ref> ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ବ ଯାବନିକ ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।
 
== ରଚନାରେରଚନାର ଭାଷା ==
କବିସୂର୍ଯ୍ୟଙ୍କତାଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ସୁନ୍ଦର ପ୍ରୟୋଗ ଦେଖାଯାଏ ।<ref>ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ : ଆମର ସଙ୍ଗୀତଧାରା </ref> ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ତାଙ୍କ ରଚନାରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ଯାବନିକ ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏରହିଛି
 
== ରଚନାବଳୀ ==
Line ୬୬ ⟶ ୭୨:
=== ଗଦ୍ୟ ରଚନା ===
* ହାସ୍ୟକଲ୍ଲୋଳ
 
କବିସୂର୍ଯ୍ୟଙ୍କ ସଂପୂର୍ଣ୍ଣ ରଚନାବଳୀ [[s:ଲେଖକ:ବଳଦେବ_ରଥ|ଉଇକିପାଠାଗାରରେ]] ପଢ଼ିପାରିବେ ।
 
== ଆଧାର ==
{{ଆଧାର}}
 
{{ଓଡ଼ିଆ ସାହିତ୍ୟ}}
{{ଓଡ଼ିଶୀ ସଙ୍ଗୀତ|state=expanded}}
{{Subject bar
|book =
|portal1 =
|portal2 =
|portal3 =
|commons = y
|wikt = y
|wikt-search = କବିସୂର୍ଯ୍ଯ
|b = y
|b-search = ବଳଦେବ ରଥ ରଚନା
|q = y
|s = y
|s-search = ଲେଖକ:ବଳଦେବ ରଥ
}}
[[ଶ୍ରେଣୀ:୧୭୮୯ ଜନ୍ମ]]
[[ଶ୍ରେଣୀ:୧୮୪୫ ମୃତ୍ୟୁ]]