"କବିସୂର୍ଯ୍ୟ ବଳଦେବ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
୨୧ କ ଧାଡ଼ି:
}}
 
କବିସୂର୍ଯ୍ୟ '''ବଳଦେବ ରଥ''' (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ ସାହିତ୍ୟ|ରୀତି ଯୁଗ]]ର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର [[ଢୁମ୍ପା ସଙ୍ଗୀତ|ଢୁମ୍ପା ସଙ୍ଗୀତକୁ]] କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ<ref name="Garg1992">{{cite book|author=Gaṅgā Rām Garg|title=Encyclopaedia of the Hindu World|url=http://books.google.com/books?id=w9pmo51lRnYC&pg=PA78|year=1992|publisher=Concept Publishing Company|isbn=978-81-7022-374-0|pages=78–}}</ref> ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
[[File:Janana Baladeba Ratha (Odia).ogg|thumb|ଜଣେ ବ୍ୟକ୍ତିଙ୍କଦ୍ୱାରା କବିସୂର୍ଯ୍ୟ ବଳଦେବ ରଥଙ୍କ "କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି" ଜଣାଣ ଗାନ]]
[[File:Baladev Rath statue at Berhampur.jpg|thumb| ବ୍ରହ୍ମପୁର ଆସ୍କା ରୋଡ଼ ନିକଟରେ ଥିବା ବଳଦେବ ରଥଙ୍କ ପ୍ରତିମୂର୍ତି]]