"ରିଭାରୋକ୍ସାବାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଡ୍ରଗ ବାକ୍ସ ଯୋଗ କରାଗଲା
ଟ୍ୟାଗ: 2017 source edit
Fix refrence
୬୪ କ ଧାଡ଼ି:
}} 
 
'''ରିଭାରୋକ୍ସାବାନ (ଇଂରାଜୀ ଭାଷାରେ Rivaroxaban),''' ବ୍ରାଣ୍ଡ ନାମ ଜାରେଲ୍ଟୋ/ '''Xarelto, ଏକ ରକ୍ତ ପତଳାକାରୀ ଔଷଧ ଯାହା ରକ୍ତ ଜମାଟ ପ୍ରତିରୋଧ ନିମନ୍ତେ ଦିଆଯାଏ ।''' <ref name="AHFS2019">{{Cite web|url=https://www.drugs.com/monograph/rivaroxaban.html|title=Rivaroxaban Monograph for Professionals|website=Drugs.com|publisher=American Society of Health-System Pharmacists|access-date=3 March 2019}}</ref> ନିର୍ଦ୍ଦିଷ୍ଟ ଭାବରେ ଏହା [[ଡିପ ଭେନ ଥ୍ରୋମ୍ବୋସିସ|ଗଭୀର ଶିରା ଥ୍ରୋମ୍ବୋସିସ୍]] ଏବଂ [[ପଲ୍‌ମୋନାରି ଏମ୍ବୋଲିଜ୍ମ|ଫୁସଫୁସ ଏମ୍ବୋଲିଜ୍ମ]]<nowiki/>ର ଚିକିତ୍ସା ପାଇଁ ଓ ରକ୍ତ ଜମାଟ ପ୍ରତିରୋଧ ନିମନ୍ତ [[ଆଟ୍ରିଆଲ ଫିବ୍ରିଲେସନ|ଆଟ୍ରିଆଲ୍ ଫାଇବ୍ରିଲେସନ]] ଏବଂ ହିପ କିମ୍ବା ଆଣ୍ଠୁ ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ବ୍ୟବହୃତ ହୁଏ | <ref name="AHFS2019autogen1">{{cite web |title=Rivaroxaban Monograph for Professionals |url=https://www.drugs.com/monograph/rivaroxaban.html |website=Drugs.com |publisher=American Society of Health-System Pharmacists |access-date=3 March 2019 }}</ref> ଏହା ପାଟିରେ ଦିଆଯାଏ | <ref name="AHFS2019autogen1">{{cite web |title=Rivaroxaban Monograph for Professionals |url=https://www.drugs.com/monograph/rivaroxaban.html |website=Drugs.com |publisher=American Society of Health-System Pharmacists |access-date=3 March 2019 }}</ref>
 
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୁଏ | <ref name="AHFS2019autogen1">{{cite web |title=Rivaroxaban Monograph for Professionals |url=https://www.drugs.com/monograph/rivaroxaban.html |website=Drugs.com |publisher=American Society of Health-System Pharmacists |access-date=3 March 2019 }}</ref> ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡ ହେମାଟୋମା ଏବଂ [[ଆନାଫାଇଲାକ୍‌ସିସ|ଆନାଫାଇଲକ୍‌ସିସ]] ହୋଇପାରେ | <ref name="AHFS2019autogen1">{{cite web |title=Rivaroxaban Monograph for Professionals |url=https://www.drugs.com/monograph/rivaroxaban.html |website=Drugs.com |publisher=American Society of Health-System Pharmacists |access-date=3 March 2019 }}</ref> [[ଗର୍ଭାବସ୍ଥା|ଗର୍ଭାବସ୍ଥାରେ]] ଏବଂ [[ସ୍ତନ୍ୟପାନ|ସ୍ତନ୍ୟପାନରେ]] ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। <ref name="Preg2019">{{Cite web|url=https://www.drugs.com/pregnancy/rivaroxaban.html|title=Rivaroxaban Use During Pregnancy|website=Drugs.com|language=en|access-date=3 March 2019}}</ref> ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସ‌ହିତ ଅଳ୍ପ ପ୍ରତିକ୍ରିୟା ହୁଏ । <ref name="Kiser2017">{{Cite book|url=https://books.google.de/books?id=byYmDwAAQBAJ&pg=PA11|title=Oral Anticoagulation Therapy: Cases and Clinical Correlation|last=Kiser|first=Kathryn|date=2017|publisher=Springer|isbn=9783319546438|page=11|language=en}}</ref> ଏହା ଫ୍ୟାକ୍ଟର ଏକ୍ସଏର କାର୍ଯ୍ୟକଳାପକୁ ଅବରୋଧ କରି କାର୍ଯ୍ୟ କରେ | <ref name="AHFS2019autogen1">{{cite web |title=Rivaroxaban Monograph for Professionals |url=https://www.drugs.com/monograph/rivaroxaban.html |website=Drugs.com |publisher=American Society of Health-System Pharmacists |access-date=3 March 2019 }}</ref>
 
'''ରିଭାରୋକ୍ସାବାନ''' ୨୦୦୭ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୨୦୧୧ ମସିହାରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା <ref>{{Cite web|url=https://www.drugs.com/availability/generic-xarelto.html|title=Generic Xarelto Availability|website=Drugs.com|access-date=9 May 2017}}</ref> ଯୁକ୍ତରାଷ୍ଟ୍ରରେ ଏହା ୨୦୨୪ ମସିହା ପର୍ଯ୍ୟନ୍ତ ସାଧାରଣ ଔଷଧ ଭାବରେ ଉପଲବ୍ଧ ହେବ ନାହିଁ | <ref>{{Cite web|url=https://www.accessdata.fda.gov/Scripts/cder/ob/patent_info.cfm?Product_No=004&Appl_No=022406&Appl_type=N|title=Orange Book: Approved Drug Products with Therapeutic Equivalence Evaluations|website=www.accessdata.fda.gov|access-date=2019-04-24}}</ref> <ref>{{Cite news|url=https://www.bloomberg.com/news/articles/2018-07-13/bayer-j-j-win-ruling-that-upholds-patent-for-xarelto-drug|title=Bayer, J&J Win Ruling That Upholds Patent for Xarelto Drug|date=2019-04-22|access-date=2019-04-24}}</ref> ଏକ ମାସ ଯୋଗାଣ ନିମନ୍ତେ ବ୍ରିଟେନରେ ୨୦୨୦ ମସିହାରଏଏନଏଚଏସର £ ୫୦ ଏହା ବାବଦରେ ଖର୍ଚ୍ଚ ହୋଇଥିଲା । <ref name="BNF80">{{Cite book|title=BNF|date=September 2020 - March 2021|publisher=BMJ Group and the Pharmaceutical Press|isbn=978-0-85711-369-6|edition=80|location=London|pages=137-139}}</ref> ଆମେରିକାରେ ଏହି ପରିମାଣର ହୋଲସେଲ୍ ମୂଲ୍ୟ ଆମେରିକୀୟ 430 ଡଲାର ଥିଲା ।<ref name="NADAC2019">{{Cite web|url=https://data.medicaid.gov/Drug-Pricing-and-Payment/NADAC-as-of-2019-02-27/s7c9-pfa6|title=NADAC as of 2019-02-27|website=Centers for Medicare and Medicaid Services|access-date=3 March 2019}}</ref> ୨୦୧୭ ମସିହାରେ ଏହା ଆମେରିକାର ୧୦୯ ତମ ସାଧାରଣ ଔଷଧ ଥିଲା, ଯେଉଁଥିରେ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | <ref name="ref">{{Cite web|url=https://clincalc.com/DrugStats/Top300Drugs.aspx|title=The Top 300 of 2020|website=ClinCalc|access-date=11 April 2020}}</ref> <ref name="ref1">{{Cite web|url=https://clincalc.com/DrugStats/Drugs/Rivaroxaban|title=Rivaroxaban - Drug Usage Statistics|website=ClinCalc|access-date=11 April 2020}}</ref>
୭୩ କ ଧାଡ଼ି:
<references />
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]
[[Category:Translated from MDWiki]]