"ଭାସ୍ୱତୀ ବସୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉଇକିକରଣ
ଟିକେNo edit summary
୧ କ ଧାଡ଼ି:
{{ଅଧାଗଢ଼ା}}
{{ଛୋଟ|Bhaswati Basu}}
{{Infobox person
Line ୩୬ ⟶ ୩୫:
 
==ଅଭିନୟ ଜୀବନ==
ଭାସ୍ୱତୀ ବସୁ ୨୦୦୫ ମସିହାରେ [[ରାଜୁ ମିଶ୍ର]]ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚିତ୍ର [[ଜୀବନ ମୃତ୍ୟୁ]] ଦେଇ ପ୍ରଥମ କରି ଓଡ଼ିଆ ଚଳଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ୨୦୦୬ରେ ମୁକ୍ତିଲାଭ କରିଥିବା [[କଥାନ୍ତର]] । ଏହାର ନିର୍ଦ୍ଦେଶନା ଦେଇଥିଲେ [[ହିମାଂଶୁ ଖଟୁଆ]] ଓ ଏଥିରେ ତାଙ୍କର ସହ କଳାକାରମାନେ ଥିଲେ [[ଅନୁ ଚୌଧୁରୀ]], [[ଦେବପ୍ରସାଦ ଦାସଦାଶ]], [[ଚୌଧୁରୀ ଜୟପ୍ରକାଶ ଦାସ]], [[ଚୌଧୁରୀ ବିକାଶ ଦାସ]], [[ମିହିର ସ୍ୱାଇଁ]], [[ଚକ୍ରଧର ଜେନା]], [[ମାମୁନି ମିଶ୍ର]] ପ୍ରମୁଖ । ସେ ୨୦୧୭ର ଓଡ଼ିଆ କଥାଚିତ୍ର [[କ୍ଷଣିକା- ଦ ଲସ୍ଟ ଆଇଡି‌ଆ]]ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ [[ଚୌଧୁରୀ ବିକାଶ ଦାସ]], [[ସୁଶାନ୍ତ ମିଶ୍ର]], [[ଅମୃତା ଚୌଧୁରୀ]], [[ସ୍ୱସ୍ତିକ ଚୌଧୁରୀ]], [[ହୃଷିକେଶ ଭୋଇ]] ଆଦି କଳାକାରମାନେ ଏହାର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
===କଥାଚିତ୍ର===