"ସୁରେନ୍ଦ୍ରନାଥ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଆଧାର ଓ ତଥ୍ୟ
୪୦ କ ଧାଡ଼ି:
== ସାହିତ୍ୟ ସର୍ଜନା ==
ସୁରେନ୍ଦ୍ରନାଥ, ୮ଟି ଉପନ୍ୟାସ, ୩ଟି କ୍ଷୁଦ୍ରଗଳ୍ପ ସଂକଳନ, ୫ଟି ପ୍ରବନ୍ଧ ଓ ୨ଟି କବିତା ପୁସ୍ତକ ରଚନା କରିଛନ୍ତି । ସେ ଉପନିଷଦ, ରାମାୟଣ ଓ ଜାତକ କଥା ଆଦି ଗ୍ରନ୍ଥକୁ [[ସଂସ୍କୃତ]] ଓ [[ପାଲି ଭାଷା]]ରୁ ଅନୁବାଦ କରିଛନ୍ତି ।
 
=== ରଚନାବଳୀ ===
* ଶର୍ମିଷ୍ଠା
* କୁନ୍ତୀ
* କୁନ୍ତି
* ମନ୍ଥରା
* ଧର୍ମ ଓ ସଂସ୍କୃତି
* ଯୋଜନଗନ୍ଧା
* କୃଷ୍ଣା
* ରାବଣ
* କର୍ଣ୍ଣ
* ଜାନକୀ
* ବୌଦ୍ଧ ଜାତକ ଗଳ୍ପ
* ସଂସ୍କାର ଓ ସଂସ୍କୃତି
 
== ସମ୍ମାନ ଓ ପୁରସ୍କାର ==
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ]] - ୨୦୦୮<ref>{{cite web |title=BHASHA SAMMAN AWARDEES |url=https://sahitya-akademi.gov.in/awards/bhasha%20samman_suchi.jsp |website=www.sahitya-akademi.gov.in |publisher=sahitya akademi |accessdate=18 January 2022}}</ref>
* ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ - ୧୯୯୭ (ମନ୍ଥରା ଉପନ୍ୟାସ)<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/English/sahitya-award7.php |website=www.odishasahityaakademi.org/ |publisher=ଓଡ଼ିଶା ସାହିତ୍ୟ ଏକାଡ଼େମୀ |accessdate=18 January 2022}}</ref>
* ସାରଳା ସାହିତ୍ୟ ସମ୍ମାନ