"ସୁରେନ୍ଦ୍ରନାଥ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ଭାଷାବିତ ଓ ସାହିତ୍ୟିକ
Content deleted Content added
ସୁରେନ୍ଦ୍ରନାଥ ଶତପଥୀ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୬:୩୧, ୧୮ ଜାନୁଆରୀ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ସୁରେନ୍ଦ୍ରନାଥ ଶତପଥୀ ଜଣେ ଓଡ଼ିଆ ଭାଷାବିତ ଓ ସାହିତ୍ୟିକ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଭଳି ଅନେକ ସାହିତ୍ୟ ସମ୍ମାନର ଅଧିକାରୀ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ଉପନିଷେଦ, ଯାତକ କଥା ଓ ରାମାୟଣ ଭଳି ଗ୍ରନ୍ଥକୁ ସେ ଅନୁବାଦ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ ।

ସୁରେନ୍ଦ୍ରନାଥ ଶତପଥୀ
ବୃତ୍ତିଓଡ଼ିଶା ପ୍ରଶାସନିକ ସେବା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ସାହିତ୍ୟ ସର୍ଜନା

ସୁରେନ୍ଦ୍ରନାଥ, ୮ଟି ଉପନ୍ୟାସ, ୩ଟି କ୍ଷୁଦ୍ରଗଳ୍ପ ସଂକଳନ, ୫ଟି ପ୍ରବନ୍ଧ ଓ ୨ଟି କବିତା ପୁସ୍ତକ ରଚନା କରିଛନ୍ତି । ସେ ଉପନିଷଦ, ରାମାୟଣ ଓ ଜାତକ କଥା ଆଦି ଗ୍ରନ୍ଥକୁ ସଂସ୍କୃତପାଲି ଭାଷାରୁ ଅନୁବାଦ କରିଛନ୍ତି ।

ସମ୍ମାନ ଓ ପୁରସ୍କାର

ଆଧାର

  1. "'Bhasa Samman is an honour for my mother tongue'". www.newindianexpress.com. The New Indian Express. Retrieved 18 January 2022.