"ଜ୍ଞାନୀ ଦେବାଶିଷ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବହି ସଂଖ୍ୟା ଯୋଗ ହେଲା ।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଅଧିକ ତଥ୍ୟ
୧୬ କ ଧାଡ଼ି:
| resting_place_coordinates =
| monuments =
| residence = ନୟାଗଡ଼
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ]]
| citizenship = ଭାରତୀୟ
| education = ଓଡ଼ିଆ ଭାଷାରେ ଡକ୍ଟରେଟ
Line ୪୭ ⟶ ୪୫:
'''ଜ୍ଞାନୀ ଦେବାଶିଷ ମିଶ୍ର''', ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଓ ସାହିତ୍ୟ ସମାଲୋଚକ ।<ref>http://www.telegraphindia.com/1160617/jsp/odisha/story_91645.jsp#.V3ERyRIwDZc</ref> ସେ ୨୦୧୬ମସିହାରେ "କେନ୍ଦ୍ର ସାହିତ୍ୟ ଏକାଡେମୀ" ଯୁବ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । <ref>http://www.newindianexpress.com/nation/Sahitya-Akademi-announces-awards-for-young-writers-and-childrens-literature/2016/06/17/article3485865.ece</ref>
 
ଜ୍ଞାନୀ ଦେବାଶିଷ ୧୯୮୫ମସିହାରେ ନୟାଗଡ଼ ଜିଲ୍ଲାର ଚାହାଳିଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିବା ଜ୍ଞାନୀ, କଲେଜ ବେଳକୁ କବିତା ପ୍ରତି ବେଶି ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ସେ ୨୦୧୫ ମସିହାରେ ବିଶ୍ୱଭାରତୀ ଶାନ୍ତିନିକେତନରୁ ପିଏଚଡ଼ି ହାସଲ କରିଛନ୍ତି । ''୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ (ତୁଳନାତ୍ମକ ଅଧ୍ୟୟନ’)'' ତାଙ୍କ ପିଏଚଡ଼ି ଗବେଷଣାର ସନ୍ଦର୍ଭ ଥିଲା । ସେ ବର୍ତ୍ତମାନ [[ରେଭେନ୍ସା ବିଶ୍ୱବିଦ୍ୟାଳୟ]]ର ଓଡ଼ିଆ ଭାଷା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । <ref>http://www.ravenshawuniversity.ac.in/FacultyInfo.php?faculty=NLJA+fQBGB1KFMQLSSc8cyIS9G0vRgXsEnRoBL8boi0=</ref> କବିତା ବ୍ୟତୀତ, ଜ୍ଞାନୀ ନାଟ୍ୟ ସମାଲୋଚନା କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି ।
 
== ରଚନାବଳୀ ==
=== କବିତା ===
* ଦାଗ(କବିତା) - (ଟାଇମପାସ୍ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୩୩ଟି କବିତା ସ୍ଥାନ ପାଇଛି )<ref>http://thewire.in/43370/raghu-karnads-account-of-indians-in-ww-ii-wins-sahitya-akademi-yuva-puraskar/</ref>
* ତଥାପି ଜୀବନ(କବିତା)
* ପୟରେ ନ ଲାଗଇ ଧୂଳି (କବିତା)
=== ସମାଲୋଚନା ===
* ଅଭିନୟରେ ଜୀବନଚର୍ଯ୍ୟା(ସମାଲୋଚନା)
* ସମୟ ସହ କେଇ ପାଦ(ସମାଲୋଚନା)
=== ସମ୍ପାଦନା ===
* ନଟ ନାଟ୍ୟ ନାଟ୍ୟାୟନ(ସମାଲୋଚନାସମ୍ପାଦନା)
* ଶୂର ଦେଓଙ୍କ କାନଭାସ(ସମ୍ପାଦନା)<ref>{{cite news|accessdate=27 June 2016|newspaper=ସମ୍ବାଦ ୨୬/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦}}</ref>
* ମେଘତଳର ଜ୍ୟୋତ୍ସ୍ନା : ପୂତନା (ମିଳିତ ଭାବେ), ପଶ୍ଚିମା ପବ୍ଲିକେଶନ୍ସ୍, ଭୁବନେଶ୍ୱର,୨୦୨୦<ref>{{cite web |title=ଜ୍ଞାନୀ ଦେବାଶିଷ ମିଶ୍ର |url=https://ravenshawuniversity.ac.in/?page_id=34085 |website=www.ravenshawuniversity.ac.in |publisher=ରେଭେନ୍ସା ବିଶ୍ୱବିଦ୍ୟାଳୟ |accessdate=18 January 2022}}</ref>
*ପୟରେ ନ ଲାଗଇ ଧୂଳି (କବିତା)
 
== ପୁରସ୍କାର ଓ ସମ୍ମାନ ==