"ଶାନ୍ତି ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
ମୃତ୍ୟୁ
୫ କ ଧାଡ଼ି:
| imagesize = 150px
| caption = ଡ: ଶାନ୍ତି ଦାସ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
| birth_date = {{Birth date and age|df=yes|1934|04|18|df=y}}
| birth_place = ଗୋପାଳ ଗାଁ, ବାଲେଶ୍ୱର ଜିଲ୍ଲା
| death_date = {{Death date and age|df=yes|2022|01|16|1934|04|18}}
| death_date = <!-- {{Death date and age|YYYY|MM|DD|YYYY|MM|DD}} (enter DEATH date then BIRTH date (e.g., ...|1908|31|8|1967|28|2}} use both this parameter and |birth_date to display the person's date of birth, date of death, and age at death) -->
| death_place =
| death_cause =
୧୮ କ ଧାଡ଼ି:
}}
 
'''ଶାନ୍ତି ଦେବୀ''' (ଜନ୍ମ : ୧୮ ଅପ୍ରେଲ ୧୯୩୪-୧୬ ଜାନୁଆରୀ ୨୦୨୨) ଜଣେ ପଦ୍ମଶ୍ରୀ ଏବଂ ଜମୁନାଲାଲ ବଜାଜ ପୁରସ୍କାର ବିଜେତା ସମାଜସେବୀ ଥିଲେ । ସେ ଜଣେ ଗାନ୍ଧିବାଦୀ ସମାଜସେବୀ ଏବଂ ''ସେବା ସମାଜ, ଗୁଣପୁର''ର ପ୍ରତିଷ୍ଠାତା ।<ref name=jamnalalbajajfoundation>{{cite web|title=Recipient of Jamnalal Bajaj Award for Uplift and Welfare of Women and Children-1994|url=http://www.jamnalalbajajfoundation.org/Media/pdf/JBA_1994_Bio_Shanti_Devi.pdf|accessdate=23 November 2015}}</ref> ବିନୋବା ଭାବେଙ୍କ "ଅହିଂସାର ଅନ୍ୱେଷଣ" ପୁସ୍ତକର ସେ [[ଓଡ଼ିଆ ଭାଷା|ଓଡ଼ିଆ]] ଅନୁବାଦ କରିଥିଲେ ।
 
== ପ୍ରାଥମିକ ଜୀବନ ==
ଶାନ୍ତି ଦେବୀ, ୧୮ ଅପ୍ରେଲ ୧୯୩୪ ମସିହାରେ [[ବାଲେଶ୍ୱର ଜିଲ୍ଲା]]ର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ ।<ref>{{cite web |title=୨୧ର ପ୍ରତିଭା |url=http://epaper.prameyanews.com/uploads/epaper/2021-01/6015bbe05d662.jpg |website=epaper.prameyanews.com |accessdate=10 February 2021 |archiveurl=https://web.archive.org/web/20210210022427/http://epaper.prameyanews.com/uploads/epaper/2021-01/6015bbe05d662.jpg |archivedate=୧୦ ଫେବୃଆରୀ ୨୦୨୧ |date=୩୧ ଜାନୁଆରୀ ୨୦୨୧}}</ref> ପିତାଙ୍କ ନାମ ଥିଲା ରାଜେନ୍ଦ୍ର ମୋହନ ଦାସ ଓ ମା'ଙ୍କ ନାମ ନେତ୍ରମଣି ଦେବୀ । ଦାଦା ରବୀନ୍ଦ୍ର ମୋହନ ଦାସ ଓ ଖୁଡ଼ି ଗୋଦାବରୀ ଦେବୀ ସମାଜସେବାରେ ବ୍ରତୀ ଥିଲେ । [[ମହାତ୍ମା ଗାନ୍ଧୀ]]ଙ୍କ ଓଡ଼ିଶା ଗସ୍ତକାଳରେ ଖୁଡ଼ି ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ପଢ଼ାଉଥିଲେ ।<ref>{{cite news|title=ବ୍ୟକ୍ତିତ୍ୱ|url=http://odishanewsnitidin.com/index.php?ID=20&PubId=4&schedule=2018-03-17&PageId=34604&PageNum=9|accessdate=20 March 2018|newspaper=ନିତିଦିନ ୧୭/୦୩/୨୦୧୮ ପୃଷ୍ଠା ୯}}</ref> ପିଲାଟି ଦିନରୁ ଶାନ୍ତି ଦେବୀ [[ମହାତ୍ମା ଗାନ୍ଧୀ|ଗାନ୍ଧିଜୀ]] ଏବଂ [[ବିନୋବା ଭାବେ]]ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶାନ୍ତି ଦେବୀ ଇଣ୍ଟରମିଡିଏଟ ପାସ କଲାପରେ କଲେଜ ଛାଡ଼ି ସମାଜ ସେବା ନିମିତ୍ତ ସ୍ୱାମୀ [[ରତନ ଦାସ]]ଙ୍କ<ref name="Singh2001">{{cite book|author=Nagendra Kr Singh|title=Encyclopaedia of women biography: India, Pakistan, Bangladesh|url=https://books.google.com/books?id=wZMrAQAAIAAJ|year=2001|publisher=A.P.H. Pub. Corp.|isbn=978-81-7648-264-6}}</ref> ସହ କୋରାପୁଟ ଜିଲ୍ଲାକୁ ଚାଲିଆସିଲେଚାଲିଆସିଥିଲେ । ୧୯୫୩ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାର ସଂଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବା କରି ନିଜର ସମାଜ ସେବା ଆରମ୍ଭ କରିଥିଲେ ।
 
== ସମାଜସେବା ==
ସଂଖଳାପଦର ଗ୍ରାମରେ ଶାନ୍ତିଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେବାର ଦେଖି ସେ ୧୯୬୪ ମସିହାରେ ରାୟଗଡ଼ାଠାରେ ମାତ୍ର ସାତ ଜଣ ଆଦିବାସୀ ଝିଅଙ୍କୁ ନେଇ '''ସେବା ସମାଜ''' ନାମକ ଏକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କଲେକରିଥିଲେ ।<ref>{{cite web |title=ସମାଜର କଲ୍ୟାଣ ଓ ଶାନ୍ତିପାଇଁ ସମର୍ପିତା : ଶାନ୍ତି ଦେବୀ |url=http://www.theprajatantra.org/prajatantra/uploads/epaper/2021-02/601df1bb67663.jpg |website=theprajatantra.org |accessdate=19 February 2021 |archiveurl=https://web.archive.org/web/20210219020057/http://www.theprajatantra.org/prajatantra/uploads/epaper/2021-02/601df1bb67663.jpg |archivedate=୧୯ ଫେବୃଆରୀ ୨୦୨୧}}</ref> ୧୯୭୫ ମସିହାରେ ୨୫ଜଣ ଆଦିବାସୀ ପିଲାଙ୍କୁ ନେଇ ସେ ପୁଣି ଆଉ ଏକ ଆଶ୍ରମ ଗୁଣପୁରଠାରେ ପ୍ରତିଷ୍ଠା କଲେକରିଥିଲେ । ପୁଣି ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ବାତ୍ୟା ପ୍ରପୀଡିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡାଠାରେ ଅନ୍ୟ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା ହେଲାକରିଥିଲେ
 
ସେ ୧୯୯୩ ଫେବୃଆରୀରେ ଗୁଣପୁର ନିକଟସ୍ଥ ଲିମାମେଡାଠାରେ ଆଦିବାସୀ ଝିଅଙ୍କ ନିମନ୍ତେ ଏକ ଅନାଥାଶ୍ରମ ପ୍ରତିଷ୍ଠା କଲେକରିଥିଲେ । ଅନାଥାଶ୍ରମରେ ଶିଶୁ କନ୍ୟାଙ୍କ ସାମଗ୍ରିକ ବିକାଶ ଏବ ଛତିଶଗଡ଼ ଏବଂ ଓଡ଼ିଶାର ମାଓବାଦୀ ଅଂଚଳରେ ଶାନ୍ତି ପାଇଁ ତାଙ୍କର ମହତ୍ତ୍ୱପୂର୍ଣ୍ଣ ମହତ ଅବଦାନ ରହିଛିରହିଥିଲା ।<ref>http://odishasuntimes.com/51566/5-women-leaders-shortlisted-maa-ghara-woman-peacemaker-award/</ref><ref>http://cached.newslookup.com/cached.php?ref_id=468&siteid=2386&id=6055945&t=1399850155</ref>
 
== ମୃତ୍ୟୁ ==
୨୦୨୨ ମସିହା ଜାନୁଆରୀ ୧୬ ତାରିଖରେ ଗୁଣୁପୁରୁର ସେବା ସମାଜଠାରେ ତାଙ୍କର ପରଲୋକ ଘଟିଥିଲା ।<ref>{{cite web |title=ଅନାଥ ହେଇଗଲା 'ସେବା ସମାଜ'; ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ |url=https://zeenews.india.com/hindi/zeeodisha/districts/gandhibadi-leader-padma-shri-awardee-shanti-devi-passes-away-at-84-in-gunupur/1072660 |website=www.zeenews.india.com |publisher=ଜି ନ୍ୟୁଜ |accessdate=17 January 2022 |archiveurl=https://web.archive.org/web/20220117062215/https://zeenews.india.com/hindi/zeeodisha/districts/gandhibadi-leader-padma-shri-awardee-shanti-devi-passes-away-at-84-in-gunupur/1072660 |archivedate=17 January 2022}}</ref>
 
== ସମ୍ମାନ ଓ ପୁରସ୍କାର ==
Line ୪୦ ⟶ ୪୩:
 
[[ଶ୍ରେଣୀ:୧୯୩୪ ଜନ୍ମ]]
[[ଶ୍ରେଣୀ:ଜୀବିତ୨୦୨୨ ବ୍ୟକ୍ତିମୃତ୍ୟୁ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]