"ବିରଜୁ ମହାରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୫ କ ଧାଡ଼ି:
| associated_acts =
| website = {{url|birjumaharaj-kalashram.com}}
| death_place = [[ଦିଲ୍ଲୀ]]
}}
'''ବ୍ରିଜମୋହନ ନାଥ ମିଶ୍ର''' (୪ ଫେବୃଆରୀ ୧୯୩୮-୧୭ ଜାନୁଆରୀ ୨୦୨୨) [[କଥକ ନୃତ୍ୟ|କଥକ]] ନର୍ତ୍ତକ ଓ ଗୁରୁ ଥିଲେ । ''ପଣ୍ଡିତ ବିରଜୁ ମହାରାଜ'' ନାମରେ ସେ ପରିଚିତ ଥିଲେ । ସେ ଲକ୍ଷ୍ନୌର କାଳିକା-ବିନ୍ଦାଦିନ ଘରାନାରୁ ଥିଲେ । ତାଙ୍କ ପରିବାର କଥକର ''ମହାରାଜ'' ପରିବାର ଭାବରେ ପରିଚିତ ଥିଲେ । ତାଙ୍କ ପିତା [[ଅଚ୍ଚନ ମହାରାଜ]] ଜଣେ ବିଶିଷ୍ଟ କଥକ ଗୁରୁ ଥିଲେ । ତାଙ୍କ ପରିବାରରୁ [[ଶମ୍ଭୁ ମହାରାଜ]] ଓ [[ଲଚ୍ଛୁ ମହାରାଜ]] ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଥିଲେ । ସେ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ ଓ ସେହି ସଙ୍ଗୀତ ପରିବେଷଣ ମଧ୍ୟ କରୁଥିଲେ ।<ref name=enc>{{cite book|last=Kaui|first=Banotsarg-Boghaz |editor=Subodh Kapoor|title=The Indian encyclopaedia: biographical, historical, religious, administrative, ethnological, commercial and scientific. Volume 3|url=https://books.google.com/books?id=bfyA327hG8EC&q=Kathak+Kendra&pg=PA915|year=2002|publisher=Genesis Publishing|isbn=81-7755-257-0|page=198}}</ref>