"ମଙ୍ଗଳୁ ଚରଣ ବିଶ୍ୱାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ:Pages_with_citations_using_unsupported_parameters Fixing
ମୃତ୍ୟୁ
୬ କ ଧାଡ଼ି:
|alt =
|birth_name = ମଙ୍ଗଳୁ ଚରଣ ବିଶ୍ୱାଳ
|birth_date = {{Birth date and age|df=y|1935|05|04|df=y}}
|birth_place =
|death_date = {{Death date and age|df=y|2022|01|11|1935|05|04}}
|death_place = ବାର ଡ଼ୁଙ୍ଗୁରୀ, [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]]
|death_place =
|death_cause =
|resting_place =
୨୮ କ ଧାଡ଼ି:
}}
 
'''ମଙ୍ଗଳୁ ଚରଣ ବିଶ୍ୱାଳ'''(ଜନ୍ମ : ୪ ମେ ୧୯୩୫ - ୧୧ ଜାନୁଆରୀ ୨୦୨୧), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଓ କୋଶଳୀ ଭାଷାରେ ଲେଖୁଥିବା ସାହିତ୍ୟିକ ଏବଂଥିଲେ । ଶିକ୍ଷକତା ବୃତ୍ତିରେ ସେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତଲାଭ ଶିକ୍ଷକକରିଥିଲେ । ଗଳ୍ପ, କବିତା, ନାଟକ, ଶିଶୁସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ପ୍ରବେଶ ରହିଛିରହିଥିଲା ।<ref name="MenonNair1999">{{cite book|author1=Navin Menon|author2=Bhavana Nair|title=Children's literature in India|url=http://books.google.com/books?id=29JjAAAAMAAJ|year=1999|publisher=Children's Book Trust|isbn=978-81-7011-872-5}}</ref>
 
== ଜୀବନୀ ==
ମଙ୍ଗଳୁ ଚରଣ ୧୯୩୫ ମସିହା ମେ ୪ ତାରିଖରେ [[ସମ୍ବଲପୁର ଜିଲ୍ଲା]]ର ପିତାପଲିଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ପିତାଙ୍କ ନାମ ଥିଲା ଶ୍ରୀବତ୍ସ ଓ ମାତାଙ୍କ ନାମ ଭଗବତୀ । ୧୯୫୫ ମସିହାରେ ସେ ଶୈଳବାଳାଙ୍କୁ ବିବାହ କରିଥିଲେ । ବିବାହ ଉପରାନ୍ତେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୫୬ ମସିହାରେ [[ହୀରାକୁଦ ବନ୍ଧ]] ନିର୍ମାଣ ଯୋଗୁ ତାଙ୍କ ଗ୍ରାମ ପାଣିରେ ଲିନ ହୋଇଥିଲା ଓ ତାଙ୍କ ପରିବାରକୁ ବିସ୍ଥାପିତ ହେବାକୁ ପଡିଥିଲା । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ, ସେ ଶିକ୍ଷକତାକୁ ହିଁ ନିଜର ବୃତ୍ତି ଭାବରେ ଜାରି ରଖିଥିଲେ । ୩୮ବର୍ଷର ଶିକ୍ଷକତା ମଧ୍ୟରେ ସେ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।<ref name="MahantiMahānti1993">{{cite book|author1=Jagannatha Mahanti|author2=Jagannātha Mahānti|author3=Oḍiśā Sāhitya Ekāḍemī|title=Children's literature of Orissa|url=http://books.google.com/books?id=zepjAAAAMAAJ|year=1993|publisher=Orissa Sahitya Akademi}}</ref>
୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ତାଙ୍କର, ବାର ଡ଼ୁଙ୍ଗୁରୀସ୍ଥିତ ବାସଭବନରେ ପରଲୋକ ଘଟିଥିଲା ।<ref>{{cite web |title=ଆରପାରିରେ ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣ |url=https://odishareporter.in/odisha/famous-literary-mangalu-charan-passes-away-705626 |website=www.odishareporter.in |publisher=odisha reporter |accessdate=11 January 2022 |archiveurl=http://web.archive.org/web/20220111092603/https://odishareporter.in/odisha/famous-literary-mangalu-charan-passes-away-705626 |archivedate=11 January 2022}}</ref>
 
== ସାହିତ୍ୟ କୃତି ==
ମଙ୍ଗଳୁ ଚରଣ ୫୬ଟି ପୁସ୍ତକ ନିଜେ ରଚନା କରିଛନ୍ତିକରିଥିଲେ ଓ ୩୫୦ଟି ପୁସ୍ତକର ମୁଖବନ୍ଧ ରଚନା କରିଛନ୍ତିକରିଥିଲେ । ତାଙ୍କର ପ୍ରଥମ କବିତା "ଧୂମାଳ" ୧୯୫୧ ମସିହାରେ [[କଲିକତା]]ରୁ ପ୍ରକାଶିତ "ଯୁଗଭାରତୀ" ପତ୍ରିକାରେ ପ୍ରକାଶ ପାଇଥିଲା । ସେତେବେଳକୁ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ସେହିବର୍ଷ ତାଙ୍କର ପ୍ରଥମ କବିତା ସଂକଳନ "ବସନ୍ତ ଆସିଲା ଫେରି" ମଧ୍ୟ ପ୍ରକାଶ ପାଇଥିଲା ।
=== କବିତା ===
* ବସନ୍ତ ଆସିଲା ଫେରି
Line ୬୯ ⟶ ୭୦:
[[ଶ୍ରେଣୀ:ଓଡ଼ିଆ ଲେଖକ]]
[[ଶ୍ରେଣୀ:୧୯୩୫ ଜନ୍ମ]]
[[ଶ୍ରେଣୀ:୨୦୨୨ ମୃତ୍ୟୁ]]
[[ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ଲୋକ]]