"ପ୍ରଶାନ୍ତ ପାଢ଼ୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ remove religion from person
ଅଧିକ ତଥ୍ୟ
ଟ୍ୟାଗ: Disambiguation links
୧୩ କ ଧାଡ଼ି:
|resting_place =
|resting_place_coordinates = <!-- {{Coord|LAT|LONG|display=inline,title}} -->
|residence = ଭୁବନେଶ୍ୱର
|nationality = {{flag|ଭାରତୀୟ}}
|other_names =
Line ୨୯ ⟶ ୨୮:
}}
 
'''ପ୍ରଶାନ୍ତ ପାଢୀ''' ( ଜନ୍ମ : ୨୬ ଜୁନ ୧୯୬୧ ), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ସେ ଉଭୟ ଭଜନ ଓ ଆଧୁନିକ ଗୀତର ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି । ୨୦ଟିରୁ ଅଧିକ ଓଡ଼ିଆ କଥାଚିତ୍ର ଓ ଅନେକ ବଙ୍ଗଳା କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।
'''ପ୍ରଶାନ୍ତ ପାଢୀ''', ଜଣେ ପ୍ରଖ୍ୟାତ [[ଓଡ଼ିଆ ଭାଷା|ଓଡ଼ିଆ]] ସଙ୍ଗୀତକାର,ଗାୟକ । ସେ ୧୯୬୧ ମସିହା, ଜୁନ ୨୬ ତାରିଖରେ [[ଓଡ଼ିଶା]]ର [[ବ୍ରହ୍ମପୁର]]ଠାରେ ଜନ୍ମଗ୍ରହଣ କରିଥିଲେ। ସେ [[ସୋନପୁର]]ର ଏମ.ଆର. ହାଇସ୍କୁଲରେ ପାଠ ପଢିଥିଲେ ଓ [[ପାରଳାଖେମୁଣ୍ଡି]]ର ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକ ଉପାଧି ଲାଭ କରିଥିଲେ । ପିଲାଟି ଦିନରୁ ସେ ସଙ୍ଗୀତ ଓ [[ହାରମନିୟମ]] ବଜାଇବାରେ ମଧ୍ଯ ଶିକ୍ଷା ଗ୍ରହଣ କରିଥିଲେ ।
 
== ବ୍ୟକ୍ତିଗତ ଜୀବନ ==
'''ପ୍ରଶାନ୍ତ ପାଢୀ''', ଭଜନ ଆଲବମରେ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ ଓ ଖୁବ ସଫଳତା ମଧ୍ଯ ଅର୍ଜନ କରିଥିଲେ । ଭଜନ ବ୍ୟତିତ ବହୁ ଆଧୁନିକ ଆଲବମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୮ ମସିହାରେ, [[ନନ୍ଦିନୀ ଆଇ ଲଭ ୟୁ]] ଚଳଚ୍ଚିତ୍ର ମାଧ୍ୟମରେ ସେ [[ଓଡ଼ିଆ ସିନେମା ଜଗତ]]କୁ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତ ଖୁବ ଲୋକପ୍ରିୟ ହୋଇଥିଲା ଓ '''ପ୍ରଶାନ୍ତ ପାଢୀ'''ଙ୍କୁ ଅନେକ ସଫଳତା ଆଣିଦେଇଥିଲା ।<ref>http://www.odishaviews.in/prasant-padhi-a-versatile-music-directorcomposer-and-accomplished-singer/</ref>
ପ୍ରଶାନ୍ତ ୧୯୬୧ ମସିହା, ଜୁନ ୨୬ ତାରିଖରେ [[ଓଡ଼ିଶା]]ର [[ପାରଳାଖେମୁଣ୍ଡି]] ଅନ୍ତର୍ଗତ ଦେବିତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଇତାମାତାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଥିଲା । ପିତା ଜଣେ କୃଷ୍ଣଲିଳା ଓ କୀର୍ତ୍ତନ ଗାୟକ ମଧ୍ୟ ଥିଲେ । ପିଲାଟି ଦିନରୁ ପ୍ରଶାନ୍ତ ସଙ୍ଗୀତ ଓ [[ହାରମନିୟମ]] ବଜାଇବା ପାଇଁ ମଧ୍ୟ ଶିକ୍ଷାରମ୍ଭ କରିଥିଲେ । ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା, କିଶୋର ପଟ୍ଟନାୟକ, ଉମାମଣି ପଟ୍ଟନାୟକ, ଭକ୍ତବତ୍ସଳ ପାତ୍ର, ପୁଷ୍ପାବେଣୀ ପଟ୍ଟନାୟକ ଓ ଗୁରୁ ଗୋଷ୍ଠଚନ୍ଦ୍ର ପାତ୍ର ଆଦି ଗୁରୁଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ସେ [[ସୋନପୁର]]ର ଏମ.ଆର. ହାଇସ୍କୁଲରେ ପାଠ ପଢିଥିଲେ ଓ [[ପାରଳାଖେମୁଣ୍ଡି]]ର ଶ୍ରୀ କୃଷ୍ନଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।
 
== ବୃତ୍ତିଗତ ଜୀବନ ==
ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବାପରେ, ଶିଳ୍ପ ବିଭାଗରେ ଚାକିରୀ ପାଇଥିଲେ ଓ [[କଟକ]]ରେ ଇଣ୍ଡଷ୍ଟ୍ରୀ ପ୍ରମୋଶନ ଅଫିସର ଭାବରେ ଚାକିରୀ ଆରମ୍ଭ କରିଥିଲେ । ଏଠାରେ ସେ ଗୁରୁ [[ଗୋପାଳ ଚନ୍ଦ୍ର ପଣ୍ଡା]]ଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । [[କଟକ]]ରେ ଚାକିରୀ କରିବା ତାଙ୍କ ସଙ୍ଗୀତ ସାଧନା ଦିଗରେ ସହଯୋଗୀ ହୋଇଥିଲା ଓ ସଙ୍ଗୀତ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାରେ ସେ ସମର୍ଥ ହୋଇଥିଲେ । କ୍ରମେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବ୍ୟସ୍ତତା ବଢ଼ିବାରୁ ସେ ଚାକିରୀ ଛାଡ଼ିଦେଇଥିଲେ ।
 
'''ପ୍ରଶାନ୍ତ ପାଢୀ''', ଭଜନ ଆଲବମରେ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ ଓ ଖୁବ ସଫଳତା ମଧ୍ଯମଧ୍ୟ ଅର୍ଜନ କରିଥିଲେ । ଭଜନ ବ୍ୟତିତ ବହୁ ଆଧୁନିକ ଆଲବମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୮ ମସିହାରେ, [[ନନ୍ଦିନୀ ଆଇ ଲଭ ୟୁ]] ଚଳଚ୍ଚିତ୍ର ମାଧ୍ୟମରେ ସେ [[ଓଡ଼ିଆ ସିନେମା ଜଗତ]]କୁ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତ ଖୁବ ଲୋକପ୍ରିୟ ହୋଇଥିଲା ଓ '''ପ୍ରଶାନ୍ତତାଙ୍କୁ ପାଢୀ'''ଙ୍କୁ ଅନେକ ସଫଳତାଲୋକଲୋଚନକୁ ଆଣିଦେଇଥିଲା ।<ref>http://www.odishaviews.in/prasant-padhi-a-versatile-music-directorcomposer-and-accomplished-singer/</ref> ୧୯୯୦ ମସିହାରେ ସେ [[ଆକାଶବାଣୀ]]ର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ ।<ref>{{cite news |title=ପ୍ରଥମ ରୋଜଗାର |url=http://dharitriepaper.in/edition/9593/chhutidina/page/9 |accessdate=11 January 2022 |agency=ଧରିତ୍ରୀ |issue=ଧରିତ୍ରୀ ଛୁଟିଦିନ ୨-୮, ୨୦୨୨ ପୃଷ୍ଠା ୯ |publisher=ଧରିତ୍ରୀ |archiveurl=https://web.archive.org/web/20220111043139/http://dharitriepaper.in/edition/9593/chhutidina/page/9 |archivedate=11 January 2022}}</ref>
 
== ଓଡ଼ିଆ କଥାଚିତ୍ରକୁ ଅବଦାନ ==
Line ୭୪ ⟶ ୭୮:
[[ଶ୍ରେଣୀ:ସଙ୍ଗୀତ]]
[[ଶ୍ରେଣୀ:ସଙ୍ଗୀତକାର]]
[[ଶ୍ରେଣୀ:ଓଡ଼ିଶାରଗଜପତି ଜିଲ୍ଲାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:୧୯୬୧ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ସଙ୍ଗୀତକାର]]