"ଗ୍ରାଣ୍ଡମାଷ୍ଟର (ଚେସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଚେସ using HotCat
ଟିକେNo edit summary
୧ କ ଧାଡ଼ି:
{{ଆଧାର ନାହିଁ|date=ଜାନୁଆରୀ ୨୦୨୨}}
{{ଛୋଟ|Grandmaster (chess)}}
'''ଚେସ ଗ୍ରାଣ୍ଡ ମାଷ୍ଟର''' ( ଜି. ଏମ. ) [[ବିଶ୍ୱ]] [[ଚେସ]] ଖେଳାଳିମାନଙ୍କ ପାଈଁ ସବୁଠାରୁ ବଡ ଉପାଧି । ବିଶ୍ୱ ଚେସ ମହାସଂଘ (FIDE) ଏହି ଉପାଧି ଉଭୟ ପୁରୁଷ ଓ ମହିଳା ଚେସ ଖେଳାଳିମାନଙ୍କୁ ଦେଇଥାଏ । ଯେ କୌଣସି ଖେଳାଳି ଥରେ ଏହି ଆଖ୍ୟା ପାଇଲେ , ତାହା ପୁରା ଜୀବନ ପାଇଁ ବୈଧ ରୁହେ। କୌଣସି ଖେଳାଳି ଏଲୋ ମାପକ ପଦ୍ଧତିରେ ୨୫୦୦ ପଏଣ୍ଟ ପାଇଲେ, [[ବିଶ୍ୱ ଚେସ ମହାସଂଘ]] ତାହାଙ୍କୁ ଚେସ ଗ୍ରାଣ୍ଡ ମାଷ୍ଟରର ଆଖ୍ୟା ଦିଅନ୍ତି ।