"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
'''ବୃହତ୍ବଡ଼ ଫ୍ଲେମିଙ୍ଗୋଏରା''' (''ବୈଜ୍ଞାନିକ ନାମ: Phoenicopterus roseus'') ସର୍ବାଧିକ ଦେଖା ଯାଉଥିବା [[ଏରା]] ପ୍ରଜାତି । ଏମାନେ ମୁଖ୍ୟତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । ଏମାନଙ୍କୁ ସ୍ଥାନୀୟ ଲୋକେ ପଦ୍ମନାଡ଼ି ମଧ୍ୟ କୁହନ୍ତି।
[[File:Flamants rose lac de Tunis.jpg|thumb]]
 
== ବର୍ଣ୍ଣନା ==
ଏହି ପ୍ରଜାତିର ଏରା ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଚ୍ଚ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି । ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 
"https://or.wikipedia.org/wiki/ବଡ଼_ଏରା"ରୁ ଅଣାଯାଇଅଛି