"ଦେବବ୍ରତ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ସାହିତ୍ୟିକ
Content deleted Content added
ଦେବବ୍ରତ ଦାସ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୪:୨୮, ୩୧ ଡିସେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ଦେବବ୍ରତ ଦାସ, ଜଣେ ଓଡ଼ିଆ ଗାଳ୍ପିକ । ସେ ୨୦୨୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।[୧]

ଦେବବ୍ରତ ଦାସ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧

ରଚନାବଳୀ

  • ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ
  • ଆଉଜଣେ ଆମ୍ରପାଲି
  • ମାୟା
  • ଚାଲ ରୂପା ଗାଁ ଦେଖିଆସିବା ଚାଲ[୨]

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୧ (ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ପାଇଁ)

ଆଧାର

  1. "PRESS RELEASE : SAHITYA AKADEMY YUVA PURASKARA 2021" (PDF). www.sahitya-akademi.gov.in/. Sahitya Akademi. Retrieved 31 December 2021. {{cite web}}: |archive-url= is malformed: save command (help)
  2. "ହୃଷୀକେଶ ମଲ୍ଲିକଙ୍କୁ ଅକାଦେମି ପୁରସ୍କାର". No. ସମ୍ବାଦ ୩୧/୧୨/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 December 2021. Retrieved 31 December 2021.