"ଦିଗରାଜ ବ୍ରହ୍ମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର
୩୧ କ ଧାଡ଼ି:
}}
 
'''ଦିଗରାଜ ବ୍ରହ୍ମା''' (ଜନ୍ମ: ୧୩ ଅପ୍ରେଲ ୧୯୪୯) ଓଡ଼ିଶାର ଜଣେ ସାହିତ୍ୟିକ ଓ ଶିକ୍ଷାବିତ୍ । ସେ ବିଶେଷତଃ ଶିଶୁସାହିତ୍ୟ ପ୍ରସ୍ତୁତି, ପାଠ୍ୟପୁସ୍ତକ ପ୍ରଣୟନ ଓ ଗବେଷଣା କ୍ଷେତ୍ରରେ କାମ କରିଛନ୍ତି ।<ref>{{cite news |title=ଡକ୍ଟର ଦିଗରାଜ ବ୍ରହ୍ମାଙ୍କ 'ମୋ ସ୍ମୃତିର ଆଲେଖ୍ୟ' - Odisha Live |url=https://m.dailyhunt.in/news/india/oriya/odisha+live-epaper-odishliv/daktara+digaraja+brahmanka+mo+smrutira+aalekhya-newsid-79613043 |accessdate=18 November 2020 |work=OdishaLIVE |publisher=Dailyhunt |date=10 January 2020 |language=en}}</ref> ୨୦୨୧ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ''ବାଳ ସାହିତ୍ୟ ପୁରସ୍କାର'' ଲାଭ କରିଥିଲେ ।
 
== ବ୍ୟକ୍ତିଗତ ଜୀବନ ==
୧୦୬ କ ଧାଡ଼ି:
# ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ସାହିତ୍ୟ ସମ୍ମାନ ୨୦୧୯
# ସାଧୁ ଦୟାନିଧି ଦାସ ସେବା ସମ୍ମାନ, ମହିମା ଜ୍ଞାନ ମନ୍ଦିର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୨୦୨୦
# ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ ଭୁବନେଶ୍ୱର ୨୦୨୦
# କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୨୧<ref>{{cite web |title=PRESS RELEASE : BAL SAHITYA PURASKAR 2021 |url=http://sahitya-akademi.gov.in/pdf/Pressrelease_BSP-2021.pdf |website=www.sahitya-akademi.gov.in/ |publisher=Sahity Akademi |accessdate=30 December 2021}}</ref>
 
== ଆଧାର ==