"ହାଇଡ୍ରୋମର୍ଫୋନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Fix refrence
ଟିକେ Regular Character Changes
୭୧ କ ଧାଡ଼ି:
}} 
 
'''ହାଇଡ୍ରୋମର୍ଫୋନ''' '''(ନାମ''' '''ଡିହାଇଡ୍ରୋମରଫିନନ, ବିକ୍ରୟ ନାମ''' ଡି'''ଲାଉଡିଡ୍)''' ହୋଇଥିଲା, ଏକ ଅଫିମ ଜାତୀୟ ଔଷଧ ଯାହା ମଧ୍ୟମରୁ ପ୍ରବଳ ଧରଣର [[ଯନ୍ତ୍ରଣା|ଯନ୍ତ୍ରଣାର]] ଚିକିତ୍ସା ପାଇଁ ବ୍ୟବହୃତ ହୁଏ | <ref name="AHFS2019">{{cite web |title=Hydromorphone Hydrochloride Monograph for Professionals |url=https://www.drugs.com/monograph/hydromorphone-hydrochloride.html |website=Drugs.com |publisher=American Society of Health-System Pharmacists |accessdate=15 April 2019 |language=en}}</ref> ଦୀର୍ଘକାଳୀନ [[କର୍କଟ ରୋଗ|କର୍କଟ]] ଯନ୍ତ୍ରଣା ପାଇଁ ଏହ ବ୍ୟବହାର କରିବାକୁ ସୁପାରିଶ କରାଯାଏ | <ref name="BNF76">{{Cite book|title=British national formulary: BNF 76|date=2018|publisher=Pharmaceutical Press|isbn=9780857113382|edition=76|pages=24, 456}}</ref> ଏହା ପାଟି ରେପାଟିରେ ଦିଆଯାଏ କିମ୍ବା ମାଂସପେଶୀ, ଚର୍ମ ତଳେ ବା ଶିରାଭ୍ୟନ୍ତରରେ ଇଞ୍ଜେକ୍ସନ ଆକାରରେ ବ୍ୟବହୃତ ହୋଇପାରେ | <ref name="AHFS2019" /> ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | <ref name="AHFS2019" />
 
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, [[ଅଇ]], ଗଲୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ | <ref name="AHFS2019" /> ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, ଶ୍ୱାସକ୍ରିୟା କମିଯିବା ଏବଂ [[ସେରୋଟୋନିନ ସିଣ୍ଡ୍ରୋମ|ସେରୋଟୋନିନ୍ ସିଣ୍ଡ୍ରୋମ]] ହୋଇପାରେ । <ref name="AHFS2019" /> ଏହାର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଅଏଡ ପ୍ରତ୍ୟାହାର ହୋଇପାରେ | <ref name="AHFS2019" /> [[ଗର୍ଭାବସ୍ଥା|ଗର୍ଭାବସ୍ଥାରେ]] କିମ୍ବା [[ସ୍ତନ୍ୟପାନ]] ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | <ref name="Preg2019">{{Cite web|url=https://www.drugs.com/pregnancy/hydromorphone.html|title=Hydromorphone Use During Pregnancy|website=Drugs.com|language=en|access-date=15 April 2019}}</ref> ମୁଖ୍ୟତଃ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ଓପିଅଏଡ ରିସେପ୍ଟରଗୁଡ଼ିକ ସକ୍ରିୟ କରି ହାଇଡ୍ରୋମୋର୍ଫୋନ କାମ କରେ ବୋଲି ବିଶ୍ୱାସ କରାଯାଏ | <ref name="AHFS2019" /> ପାଟିରେ ଦିଆଯାଉଥିବା ଦୁଇ ମିଗ୍ରା ହାଇଡ୍ରୋମୋର୍ଫୋନ୍ ପ୍ରାୟ ୧୦ ମିଗ୍ରା [[ମର୍ଫିନ]] ସ‌ହିତ ସମାନ । <ref name="autogen1">{{cite book|title=British national formulary: BNF 76|date=2018|publisher=Pharmaceutical Press|isbn=9780857113382|pages=24, 456|edition=76}}</ref>
 
'''ହାଇଡ୍ରୋମର୍ଫୋନ ପେଟେଣ୍ଟ ହୋଇଥିଲା ୧୯୨୩ ମସିହାରେ ।''' <ref name="Fis2006">{{Cite book|url=https://books.google.ca/books?id=FjKfqkaKkAAC&pg=PA526|title=Analogue-based Drug Discovery|last=Fischer|first=Jnos|last2=Ganellin|first2=C. Robin|date=2006|publisher=John Wiley & Sons|isbn=9783527607495|page=526|language=en}}</ref> ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | <ref name="AHFS2019" /> ଯୁକ୍ତରାଜ୍ୟରେ ଦୁଇ ମିଗ୍ରା ବଟିକା ପାଇଁ ୨୦୧୯ ସୁଦ୍ଧା ଏନଏଚଏସ £୦.୩୨ ଖର୍ଚ୍ଚ କରେ ।<ref name="autogen1" /> ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୦୭ ଡଲାର ଅଟେ । <ref name="NADAC2019">{{Cite web|url=https://data.medicaid.gov/Drug-Pricing-and-Payment/NADAC-as-of-2019-02-27/s7c9-pfa6|title=NADAC as of 2019-02-27|website=Centers for Medicare and Medicaid Services|language=en|access-date=3 March 2019}}</ref> ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୦୫ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। <ref name="ref">{{Cite web|url=https://clincalc.com/DrugStats/Top300Drugs.aspx|title=The Top 300 of 2020|website=ClinCalc|access-date=11 April 2020}}</ref> <ref name="ref1">{{Cite web|url=https://clincalc.com/DrugStats/Drugs/HydromorphoneHydrochloride|title=Hydromorphone Hydrochloride - Drug Usage Statistics|website=ClinCalc|access-date=11 April 2020}}</ref> ହାଇଡ୍ରୋମୋର୍ଫୋନ୍ ମୋର୍ଫାଇନ୍ ରୁମୋର୍ଫାଇନ୍ରୁ ତିଆରି ହୋଇଥାଏ | <ref>{{Cite book|url=https://books.google.ca/books?id=Jjc7KYWZdOYC&pg=PA25|title=Synthesis of Essential Drugs|last=Vardanyan|first=Ruben|last2=Hruby|first2=Victor|date=2006|publisher=Elsevier|isbn=9780080462127|page=25|language=en}}</ref>