"ଶିବସୁନ୍ଦର ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଅଧିକ ତଥ୍ୟ |
Hellohappy (ଆଲୋଚନା | ଅବଦାନ) ତଥ୍ୟପେଟି, ଅଧିକ ତଥ୍ୟ |
||
୧ କ ଧାଡ଼ି:
{{ଛୋଟ|Shiv Sunder Das}}
{{Infobox cricketer
| name = ଶିବସୁନ୍ଦର ଦାସ
| honorific_prefix =
| honorific_suffix =
| image =
| image_size = 250px
| alt =
|
| full_name =
| birth_date = {{birth date and age|df=yes|1977|11|05}}
| birth_place = [[ଭୁବନେଶ୍ୱର]], [[ଓଡ଼ିଶା]]
| death_date = <!-- {{death date and age 17|df=yes|YYYY|MM|DD|YYYY|MM|DD}} -->
| death_place =
| nickname = ବୁଢ଼ା
| height = <!-- X ft Y in, XXX cm, or X.XX m (automatic conversion) -->
| heightft =
| heightinch =
| heightcm =
| heightm =
| batting = ଡାହାଣହାତି
| bowling = ଡାହାଣହାତି ମଧ୍ୟମଗତି
| role = ବ୍ୟାଟର
| website = <!-- {{URL|example.com}} -->
|
| country = ଭାରତ
|
|
|
|
|
| lasttestdate = ୨୨ ମଇ
| lasttestyear = ୨୦୦୨
| lasttestagainst = ୱେଷ୍ଟ ଇଣ୍ଡିଜ
| odidebutdate = ୫ ଅକ୍ଟୋବର
| odidebutyear = ୨୦୦୧
| odidebutagainst = ଦକ୍ଷିଣ ଆଫ୍ରିକା
| odicap = ୧୩୮
| lastodidate = ୨୬
| lastodiyear = ୨
| lastodiagainst = ନ୍ୟୁଜିଲାଣ୍ଡ
| odishirt =
| club1 =
| year1 = <!-- (or: | years1 = ) -->
|
| columns = ୪
| column1 = ଟେଷ୍ଟ କ୍ରିକେଟ
| matches1 = ୨୩
| runs1 = ୧୩୨୬
| bat avg1 = ୩୪.୮୯
| 100s/50s1 = ୨/୯
| top score1 = ୧୧୦
| deliveries1 = ୬୬
| wickets1 = –
| bowl avg1 = –
| fivefor1 = –
| tenfor1 = –
| best bowling1 = –
| catches/stumpings1 = ୩୪/-
| column2 = ଏକଦିବସୀୟ ଖେଳ
| matches2 = ୪
| runs2 = ୩୯
| bat avg2 = ୧୩.୦୦
| 100s/50s2 = -/-
| top score2 = ୩୦
| deliveries2 = –
| wickets2 = –
| bowl avg2 = –
| fivefor2 = –
|
| best bowling2 = –
| catches/stumpings2 = -/-
| column3 = ପ୍ରଥମଶ୍ରେଣୀ
| matches3 = ୧୮୦
| runs3 = ୧୦୯୦୮
| bat avg3 = ୩୮.୬୮
| 100s/50s3 = ୨୪/୫୨
| top score3 = ୩୦୦*
| deliveries3 = ୩୮୨
| wickets3 = ୪
|
| fivefor3 = ୦
| tenfor3 = ୦
| best bowling3 = ୧/୦
| catches/stumpings3 = –
| column4 = ଲିଷ୍ଟ ଏ
| matches4 = ୮୧
| runs4 = ୨୪୨୧
| bat avg4 = ୩୨.୭୧
| 100s/50s4 = ୪/୧୩
| top score4 = ୧୩୩*
| deliveries4 = ୧୯୦
| wickets4 = –
| bowl avg4 = –
| fivefor4 = ୦
| tenfor4 = ୦
| best bowling4 = –
| catches/stumpings4 = –
| source = http://www.espncricinfo.com/india/content/player/28010.html Cricinfo
| date = ୨୩ ଜାନୁଆରୀ
| year = ୨୦୧୯
}}
'''ଶିବସୁନ୍ଦର ଦାସ''' (ଜନ୍ମ- ୫ ନଭେମ୍ବର ୧୯୭୭) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଡାହାଣ-ହାତି ଖେଳାଳି । ସେ ପ୍ରଥମ-ଶ୍ରେଣୀ କ୍ରିକେଟରେ [[ଓଡ଼ିଶା]] ପକ୍ଷରୁ ଖେଳନ୍ତି । ଶିବସୁନ୍ଦର ପ୍ରଥମେ ୨୦୦୦ ମସିହାରେ [[ବେଙ୍ଗାଳୁରୁ]]ଠାରେ ଜାତୀୟ କ୍ରିକେଟ ଶିବିରରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେ [[ଭାରତ]] ତରଫରୁ ମଧ୍ୟ ଖେଲିବାର ସୁଯୋଗ ପାଇଥିଲେ । ସେ [[ଓଡ଼ିଶା]] କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ
== ଆନ୍ତର୍ଜାତୀୟ କ୍ରିକେଟରେ ଅବଦାନ ==
ଶିବସୁନ୍ଦର ୨୦୦୦ ମସିହାରେ ଏନସିଏ(ଜାତୀୟ କ୍ରିକେଟ ଏକାଡେମୀ)ରେ ପ୍ରଶିକ୍ଷଣ ନିମନ୍ତେ ଚୟନ ହୋଇଥିଲେ ।<ref>{{cite news|first = Partab| last = Ramchand| title= First list of NCA trainees|url = http://feedsuk.cricinfo.com/link_to_database/ARCHIVE/CRICKET_NEWS/2000/APR/029816_CI_15APR2000.html| publisher = [[Cricinfo]]| date = 2000-04-15| accessdate = 2007-02-08}}</ref> ସେହି ବର୍ଷ ସେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ମଧ୍ୟ ଆରମ୍ଭ କରିଥିଲେ । ଭାରତ ତରଫରୁ ୨୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ କ୍ରିକେଟରେ ସେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକଷ ମୋଟ ୧,୩୨୬ ରନ କରିଥିଲେ । ଏହି ୨ ଶତକ ସେ ଜିମ୍ବାୱେ ବିରୋଧରେ ହାସଲ କରିଥିଲେ ଓ ସେହି ସିରିଜରେ ତାଙ୍କୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର ମିଳିଥିଲା ।<ref name="OTD"/> ଏକଦିବସୀୟ ମ୍ୟାଚରେ ତାଙ୍କୁ କମ ସୁଯୋଗ ମିଳିଥିଲା ଓ ସେ ମାତ୍ର ୪ଟି ମ୍ୟାଚ ଖେଳି ୩୯ରନ ସ୍କୋର କରିଥିଲେ ।
୨୦୦୨ ମସିହାରେ ୱେଷ୍ଟ ଇଣ୍ଡିଜ ଗସ୍ତପାଇଁ ଶିବ ସୁନ୍ଦର ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏହି ସିରିଜରେ ସେ ଭଲ ପ୍ରଦର୍ଶନ କରି ନପାରିବାରୁ ଆଗାମୀ ଇଂଲଣ୍ଡ ଗସ୍ତପାଇଁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଏହି ସହିତ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜୀବନର ଯବନିକା ପଡ଼ିଥିଲା ।<ref name="OTD">{{Cite web|url=http://www.espncricinfo.com/magazine/content/story/149204.html |title=India's golden boy |accessdate=7 November 2017 |work=ESPN Cricinfo}}</ref>
୨୦୨୧ ମଇ ମାସରେ ତାଙ୍କୁ ଭାରତୀୟ ମହିଳା ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ମିଳିଥିଲା ।<ref>{{cite news |title=ଶିବସୁନ୍ଦର ଜାତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ ପ୍ରଶିକ୍ଷକ |url=https://sambadepaper.com/imageview_263660_05740987_4_71_18-05-2021_12_i_1_sf.html |accessdate=18 May 2021 |issue=ସମ୍ବାଦ ୧୮/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨ |publisher=ଇଷ୍ଟର୍ଣ୍ଣ ମିଡିଆ |date=18 May 2021 |archiveurl=https://web.archive.org/web/20210518054141/https://sambadepaper.com/imageview_263660_05740987_4_71_18-05-2021_12_i_1_sf.html |archivedate=18 May 2021}}</ref>
|