"ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ଅପ୍ରାସଙ୍ଗିକ ତଥ୍ୟ କଢ଼ାଗଲା ।
୧ କ ଧାଡ଼ି:
{{ଛୋଟ|Thursday}}
'''ଗୁରୁବାର''' ହେଲା ସପ୍ତାହର ଏକ ଦିନ ଯାହା [[ବୁଧବାର]] ପରେ ଓ [[ଶୁକ୍ରବାର]] ପୂର୍ବରୁ ଆସେ ।
'''ଗୁରୁବାର''' ହେଲା ସପ୍ତାହର ଏକ ଦିନ ଯାହା [[ବୁଧବାର]] ପରେ ଓ [[ଶୁକ୍ରବାର]] ପୂର୍ବରୁ ଆସେ । ଗୁରୁବାର ଦିନ [[ଲକ୍ଷ୍ମୀ|ମା'ଲକ୍ଷ୍ମୀ]] ଓ ଭଗବାନ [[ବିଷ୍ଣୁ|ବିଷ୍ଣୁଙ୍କୁ]] ପୂଜା କରାଯାଏ । ଗ୍ରହରାଜ [[ବୃହସ୍ପତି]] ହେଉଛନ୍ତି ଏହି ଦିବସର ଆରାଧ୍ୟ ଦେବତା । ଏହି କାରଣରୁ ଗୁରୁବାରକୁ ବୃହସ୍ପତିବାର ମଧ୍ୟ କୁହାଯାଏ । ଶାନ୍ତି ନିମନ୍ତେ ଚୈତ୍ର, ଭାଦ୍ରବ ଏବଂ କାର୍ତ୍ତିକ ମାସରେ ବ୍ରତ କରାଯାଏ । ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ମାଣବସା ଗୁରୁବାର ଓ ବର୍ଷର ଯେଉଁ-ଯେଉଁ ଗୁରୁବାର ଶୁକ୍ଳପକ୍ଷ ଦଶମୀ ତିଥିରେ ପଡ଼େ, ସେହି ଦିନମାନଙ୍କରେ ସୁଦଶା ବ୍ରତ କରାଯାଏ । ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ସେହି ରଙ୍ଗର ସାମଗ୍ରୀ ଦାନ କରାଯାଏ ।
 
== ଆଧାର ==
"https://or.wikipedia.org/wiki/ଗୁରୁବାର"ରୁ ଅଣାଯାଇଅଛି