"ବ୍ୟବହାରକାରୀ:Hpsatapathy/ପରଖଘର-xx" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
 
୧ କ ଧାଡ଼ି:
ସୂଚନା
ଶିଶୁ ଦିବସ-୨୦୨୧ ଉପଲକ୍ଷେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଲୟଙ୍କ ଆଦେଶକ୍ରମେ ତଥା ରାୟଗଡ଼ା ପରିବାର ଅଦାଲତଙ୍କ ତତ୍ତ୍ଵାବଧାନରେ ଆସନ୍ତା ୧୪।୧୧।୨୦୨୧ ତାରିଖରେ ବ୍ଳକ ସ୍ତରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଟିତ ହେବ । ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ତିନିଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ବିବେଚିତସେମାନଙ୍କ ଚିତ୍ର ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କୁ ପଠାଯିବ । ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ଚିତ୍ରଟିଚିତ୍ର ଆସନ୍ତା ବର୍ଷର ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନ ପାଇବ । ରାୟଗଡା ସବଡିଭିଜନର ଗ୍ରାମୀଣ ଏବଂ ସହରାଞ୍ଚଳର ୮ ବର୍ଷରୁ ୧୪ ବର୍ଷ ମଧ୍ୟରେ ସମସ୍ତ ପ୍ରତିଯୋଗୀ ଏଥିରେ ଭାଗ ନେଇ ପାରିବେ । ଏହି ପ୍ରତିଯୋଗୀତାର ଅନ୍ୟାନ୍ୟ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।
 
* ପ୍ରତିଯୋଗୀତାର ବିଷୟବସ୍ତୁ: ଶିଶୁପାଇଁ ପରିବାରର ମହତ୍ତ୍ଵ (Significance of family for children)
* ସ୍ଥାନ : ରାୟଗଡା ସବଡ଼ିଭିଅଜନରସବଡ଼ିଭିଜନର ଚାରୋଟି ବ୍ଳକ ଯଥା:-ରାୟଗଡାରାୟଗଡାସ୍ଥିତ GCD High School, କାଶୀପୁରକାଶୀପୁରସ୍ଥିତ Govt. High School Kashipur, କୋଲନରାକୋଲନରାସ୍ଥିତ Jagadamba High School, Kolnara ଏବଂ କଲ୍ୟାଣସିଙ୍ଗପୁରକଲ୍ୟାଣସିଙ୍ଗପୁରସ୍ଥିତ Govt. High School, K.Singpur
* ତାରିଖ: ୧୪-୧୧-୨୦୨୧, ସମୟ: ସକାଳ ୯ ରୁ ୧୧ ଘଣ୍ଟା
* ଚିତ୍ରାଙ୍କନ ପାଇଁ ଉଦ୍ଦିଷ୍ଟ ସମୟ: ୨ ଘଣ୍ଟା
* ଚିତ୍ରପଟ୍ଟର ଆକାରମାଧ୍ୟମ:- ମଧ୍ୟମ ଚିତ୍ରାଙ୍କନ କାଗଜ (Medium 1/4th Drawing sheet of minimum 300 GSM paper sheet- size 16" x 14")
* ବ୍ୟବହୃତ ରଙ୍ଗ : ପାଣି ରଙ୍ଗ(Water color), ସ୍କେଚ କଲମ( sketch pen), କ୍ରେୟନ(Crayon), ରଙ୍ଗ ପେନସିଲ, ସାଦା ପେନସିଲ, ଏକ୍ରିଲିକ ରଙ୍ଗ(Acryic paint), ଚାରକୋଲ ରଙ୍ଗ (Charcoal)
 
ପ୍ରତିଯୋଗୀତା ସମୟରେ ସମସ୍ତେ ଓଡ଼ିଶା ସରକାରଙ୍କ ସମସ୍ତ କୋଭିଡ଼-୧୯ ନିର୍ଦ୍ଦେଶାବଳୀ ପାଳନ କରିବେ ।
ଏ ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡା କିମ୍ବା ପରିବାର ଅଦାଲତ, ରାୟଗଡଙ୍କ ସହ ଯୋଗାଯୋଗ କରିପାରିବେ ।
 
ଏ ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡା ( Satrughna Mallick, Inspector of Physical education-mobile no 8917543908,and Manoj Kumar Goudo, District science supervisor- Mobile no.9938382452) କିମ୍ବା ପରିବାର ଅଦାଲତ, ରାୟଗଡଙ୍କ ( office phone nos. 06856-235544 & Counselor Mobile no. 7008801103 )ସହ ଯୋଗାଯୋଗ କରିପାରିବେ ।