"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Abhilash2001kar ପୃଷ୍ଠାଟିକୁ ବୃହତ୍ ଫ୍ଲେମିଙ୍ଗୋରୁ ବଡ଼ ଏରାକୁ ଘୁଞ୍ଚାଇଲେ
No edit summary
୧ କ ଧାଡ଼ି:
The '''ବୃହତ୍ ଫ୍ଲେମିଙ୍ଗୋ''' (''Phoenicopterus roseus'') ସର୍ବାଧିକ ଦେଖା ଯାଉଥିବା ଫ୍ଲେମିଙ୍ଗୋ[[ଏରା]] ପ୍ରଜାତି । ଏମାନେ ମୁଖ୍ଯତଃମୁଖ୍ୟତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । 
[[File:Flamants rose lac de Tunis.jpg|thumb]]
== ବର୍ଣ୍ଣନା ==
ଏହି ପ୍ରଜାତିର ଫ୍ଲେମିଙ୍ଗୋଏରା ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛଉଚ୍ଚ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି । ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 
 
ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟରେ ବତକ ପରି ଶବ୍ଦ କରିଥାଏ । 
"https://or.wikipedia.org/wiki/ବଡ଼_ଏରା"ରୁ ଅଣାଯାଇଅଛି