"ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୧/ନିୟମାବଳୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Start tab |tab-1=ମୁଖ୍ୟପୃଷ୍ଠା |link-1=ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୧ |tab-2= ନିୟମାବଳୀ |link-2=ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୧/ନିୟମାବଳୀ |tab-3= ଆଲୋଚନା |link-3=ଉଇକିପିଡ଼ିଆ ଆଲୋଚନା:ଏସିଆ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୩:୩୯, ୨୬ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

 ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି 

ନିୟମାବଳୀ

ଏସିଆ ମାସ ଗଣ-ସମ୍ପାଦନା ପାଇଁ ଏହି ନିୟମଗୁଡ଼ିକ ମାନିବା ନିତ୍ୟାନ୍ତ ଆବଶ୍ୟକ;

  • ଜଣେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରସଙ୍ଗ (କେବଳ ନୂଆ ପ୍ରସଙ୍ଗ) ୧ ନଭେମ୍ବର ୨୦୨୧ରୁ ୩୦ ନଭେମ୍ବର ୨୦୨୧ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ ।
  • ଏହି ଗଣ-ସମ୍ପାଦନାରେ ଗଢ଼ୁଥିବା ନୂଆ ପ୍ରସଙ୍ଗ ଏସିଆ ମ‌ହାଦେଶର ହୋଇଥିବା ଆବଶ୍ୟକ, ମାତ୍ର ଭାରତ ବାହାରେ ହୋଇଥିବ ।
  • ଆରମ୍ଭ କରିଥିବା ନୂଆ ପ୍ରସଙ୍ଗଟି ଅତିକମରେ ୩,୦୦୦ ବାଇଟ୍‌ସ୍‌ର ଏବଂ ୩୦୦ ଶବ୍ଦର ହୋଇଥିବା ଆବଶ୍ୟକ ।
  • ପ୍ରସଙ୍ଗ ତିଆରି କରିସାରିବା ପରେ ଏହାକୁ ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ିବାକୁ ପଡ଼ିବ ।
  • ଏକ ଉପଯୁକ୍ତ ପ୍ରସଙ୍ଗରେ ଅତିକମରେ ଗୋଟିଏ ଫଟୋ ଥିବା ଆବଶ୍ୟକ ।
  • ପ୍ରସଙ୍ଗଟି ଉଇକିପିଡ଼ିଆର ନିୟମାବଳୀକୁ ମାନୁଥିବା ଆବଶ୍ୟକ ।
  • ପ୍ରତ୍ୟେକ ପ୍ରସଙ୍ଗରେ ଉପଯୁକ୍ତ ଆଧାର ଥିବା ଆବଶ୍ୟକ । କୌଣସି ଦ୍ୱନ୍ଦ ଥିବା ବାକ୍ୟରେ ଆଧାର ରହିବା ନିତାନ୍ତ ଆବଶ୍ୟକ ।
  • ଅନୁବାଦ କରୁଥିଲେ ପ୍ରସଙ୍ଗ‌ଟି ସମ୍ପୂର୍ଣ୍ଣ ଭାବେ ମେସିନଦ୍ୱାରା ଅନୁବାଦ ନ ହୋଇ ଉତ୍ତମ ରୂପେ ମାନବିକ ସମ୍ପାଦନାଦ୍ୱାରା ଉନ୍ନତ ହୋଇଥିବ ।
  • କୌଣସି ପ୍ରକାର ତୃଟି ଥିବା ପ୍ରସଙ୍ଗ ଗ୍ରହଣୀୟ ହେବ ନାହିଁ ।
  • ଗଢ଼ୁଥିବା ପ୍ରସଙ୍ଗ ତ‌ଥ୍ୟପୂର୍ଣ୍ଣ ହେବା ଆବଶ୍ୟକ ।
  • ଏହି ଗଣ-ସମ୍ପାଦନାରେ ଲେଖାଯାଇଥିବା ସମସ୍ତ ଗ୍ରହଣୀୟ ପ୍ରସଙ୍ଗ ଅନ୍ୟ ଗୋଷ୍ଠୀର ଆୟୋଜକମାନେ ମଧ୍ୟ ଦେଖିବେ ।

ପ୍ରସଙ୍ଗ Submit କରନ୍ତୁ

ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିଲାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ । ଅଧିକ ତ‌ଥ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।