"ପ୍ରଦୀପ କୁମାର ମାଝୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୨ କ ଧାଡ଼ି:
}}
 
'''ପ୍ରଦୀପ ମାଝୀ''' (ଜନ୍ମ: ୨୨ ଫେବୃଆରୀ ୧୯୭୬) ଜଣେ ଭାରତୀୟ ରାଜନେତା । ସେ [[ନବରଙ୍ଗପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର ପ୍ରାର୍ଥୀ ଭାବରେ [[୧୫ଶ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶା ଯୁବ କଂଗ୍ରେସର ରାଜ୍ୟ ସଭାପତି ଭାବରେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଭାବରେ କାର୍ଯ୍ୟ କରିଥିଲେ ।<ref>{{Cite web|url=http://scratchmysoul.com/viewprofile.aspx?authkey=LzOur0xU8JNp5ZNYqWtjdA==|title=360° profile of Pradeep Kumar Majhi|year=2012|website=scratchmysoul.com|access-date=5 July 2012|quote=Chairman, Zilla Parishad( 2007–09)}}</ref><ref>{{Cite web|url=http://www.orissa.oriyaonline.com/zilla_parishad_presidents.html|title=List of all Presidents of Zilla Parishad in Orissa &#124; orissa.oriyaonline.com|year=2012|website=orissa.oriyaonline.com|access-date=5 July 2012|quote=Nabrangpur: Pradip Kumar Majhi: INC}}</ref>
 
୧୫ଶ ଲୋକ ସଭାରେ ସେ ସଂସଦ ଭିତରେ ସମୁଦାୟ ୧୧୬୦ ଥର ପ୍ରଶ୍ନ ପଚାରିଥିଲେ, ଯାହାକି ଲୋକ ସଭା କାର୍ଯ୍ୟକାଳରେ ପଚରାଯାଇଥିବା ତୃତୀୟ ସର୍ବାଧିକ ପ୍ରଶ୍ନ । ଦ ଉଇକ୍ ପତ୍ରିକା ଅନୁସାରେ ସେ ତାଙ୍କର ପ୍ରଥମ ଦୁଇ ବର୍ଷରେ ହିଁ ୫୦୧ଟି ପ୍ରଶ୍ନ ପଚାରିଥିଲେ ।<ref name=":0">[http://www.breakingnewsonline.net/politics/8543-congress-mp-pradeep-majhi-asked-501-questions-in-2-years.html Congress MP Pradeep Majhi asked 501 Questions in 2 Years] {{Webarchive|url=https://web.archive.org/web/20110731143412/http://www.breakingnewsonline.net/politics/8543-congress-mp-pradeep-majhi-asked-501-questions-in-2-years.html|date=31 July 2011}}</ref>
 
== ପ୍ରାରମ୍ଭିକ ଜୀବନ ==
୫୨ କ ଧାଡ଼ି:
ପ୍ରଦୀପ ମାଝୀ ଦିଲ୍ଲରେ ଓକିଲାତି ପଢ଼ୁଥିବାବେଳେ ୨୦୦୨ ମସିହାରେ [[ନବରଙ୍ଗପୁର]] [[କୁପୋଷଣ|ଜିଲ୍ଲାର ଶିଶୁମାନଙ୍କର ପୁଷ୍ଟିହୀନତା]] ଯୋଗୁଁ ମୃତ୍ୟୁ ବିଷୟରେ ଜାଣିବାକୁ ପାଇବାପରେ ତାଙ୍କ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେତେବେଳର ସର୍ବଭାରତୀୟ କଂଗ୍ରେସ କମିଟର ଉପାଧକ୍ଷ [[ରାହୁଲ ଗାନ୍ଧୀ|ରାହୁଳ ଗାନ୍ଧୀ]]<nowiki/>ଙ୍କ ଦ୍ୱାରା ଭୁବନେଶ୍ୱେରରେ ଆୟୋଜିତ 'ଟାଲେଣ୍ଟ ସର୍ଚ୍ଚ ଫର୍ ୟୁଥ୍' ଜରିଆରେ ସେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଲୋକ ଲୋଚନକୁ ଅସିଥିଲେ । ସେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ପରିଷଦ ସଭ୍ୟ ଭାବରେ ପ୍ରଥମେ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।
 
ସେ ରାହୁଳ ଗାନ୍ଧୀଙ୍କ ଅତି ନିକଟର ଥିଲେ<ref>[http://www.mumbaimirror.com/index.aspx?Page=article&sectname=Columnists%20-%20Sunday%20Read&sectid=82&contentid=20090524200905240243596304cfa905a Team Rahul]</ref> ଏବଂ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ । [[ମନମୋହନ ସିଂହ]]<nowiki/>ଙ୍କ ୨ୟ ସରକାରରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି ଥିବା ସତ୍ତ୍ୱେ ଲୋକ ସଭାରେ ତାଙ୍କ ଉପସ୍ଥାନ ୭୫ ପ୍ରତିଶତରୁ ଅଧିକ ଥିଲା ଏବଂ ପ୍ରଥମ ଦୁଇ ବର୍ଷ ମଧ୍ୟରେ ସେ ସଂସଦରେ ୫୦୧ ଥର ପ୍ରଶ୍ନ ପଚାରିଥିଲେ, ଯାହାକି ଦ ଉଇକ୍ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା ।<ref name=":0" />
[http://orissadiary.com/ShowOriyaOrbit.asp?id=13666 Young Congress MP Pradeep Majhi from Orissa takes lead in asking questions in Lok Sabha]</ref>
 
=== ଜିଲ୍ଲା ପରିଷଦ ସଭାପତି ===