"ପ୍ରଦୀପ କୁମାର ମାଝୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
୬୨ କ ଧାଡ଼ି:
=== ଓଡ଼ିଶା ଯୁବ କଂଗ୍ରେସ ସଭାପତି ===
ଓଡ଼ିଶା ଯୁବ କଂଗ୍ରେସର ସଭାପତି ଭାବରେ ପ୍ରଦୀପ ମାଝୀ ଓଡ଼ିଶାରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ । ସାରା ରାଜ୍ୟରେ 'ଟାଲେଣ୍ଟ ହଣ୍ଟ'ର ଆୟୋଜନ କରି ଯୁବଗୋଷ୍ଠୀଙ୍କୁ କଂଗ୍ରେସ ଦଳରେ ଯୋଗ ଦେବାକୁ ପ୍ରେରିତ କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ହୋଇଥିବା ଦୁର୍ନିତିକୁ ନେଇ ସେ [[ନବୀନ ପଟ୍ଟନାୟକ]] ସରକାର ବିରୋଧର ସ୍ୱର ଉତ୍ତୋଳନ କରିଥିଲେ<ref>{{Cite web|url=http://www.orissadiary.com/Nabrangpur/ShowDistrictNews.asp?id=36098|title=Odisha: MP Pradeep Majhi raises apprehension over Diarrhea death in Nabarangpur district|archive-url=https://web.archive.org/web/20141027234030/http://orissadiary.com/Nabrangpur/ShowDistrictNews.asp?id=36098|archive-date=27 October 2014|access-date=27 August 2012}}</ref> ଏବଂ ଚାଷୀଙ୍କ ପାଇଁ ଋଣ ଛାଡ଼ ପାଇଁ ସେ ତାଙ୍କ ସମର୍ଥକଙ୍କ ସହିତ ରାଜ୍ୟ ସଚିବାଳୟ ନିକଟରେ ଅନସନ ମଧ୍ୟ କରିଥିଲେ <ref>[http://www.aii.unimelb.edu.au/events/visit-pradeep-majhi-indian-mp VISIT OF PRADEEP MAJHI INDIAN MP] {{Webarchive|url=https://web.archive.org/web/20110409162307/http://www.aii.unimelb.edu.au/events/visit-pradeep-majhi-indian-mp|date=9 April 2011}}</ref>
=== ୨୦୦୯ ଲୋକସଭା ନିର୍ବାଚନ ===
|