"ପ୍ରାଥମିକ ହୃତ୍‌ପିଣ୍ଡ ଅର୍ବୁଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "User:Mr. Ibrahem/Heart tumor"
(କିଛି ବଦଳିନାହିଁ)

୧୯:୨୮, ୧୯ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ହୃତ୍‌ପିଣ୍ଡ ଅର୍ବୁଦ କୁହାଯାଏ ଯେତେବେଳେ ହୃତ୍‌ପିଣ୍ଡ ଭିତରେ କୌଣସି ଅସ୍ୱାଭାବିକ ବୃଦ୍ଧି ହୁଏ ।[୩] ଏହି ବୃଦ୍ଧି କୋମଳ ବା କର୍କଟ ରୋଗ ହୋଇପାରେ | [୩] କପାଟିକା ହୃଦ୍‌ରୋଗ, ପେରିକାର୍ଡ଼ିଆଲ ଇଫ୍ୟୁଜନ, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ହୃଦ୍‌ପାତ ଇତ୍ୟାଦି ଲକ୍ଷଣଗୁଡ଼ିକ ଏଥିରେ ଦେଖାଯାଇପାରେ | [୧]

Heart tumor
Cardiac cancer, heart cancer, heart tumour
ବିଭାଗOncology, cardiology
ଲକ୍ଷଣNone, valvular heart disease, pericardial effusion, heart arrythmias, heart failure[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, biopsy[୧]
ସଠିକ ରୋଗ ନିର୍ଣ୍ଣୟInfectious endocarditis, thrombus[୧]
ଚିକିତ୍ସାConservative, surgery, palliative care[୧][୨]
ପୁନଃପୌନିକUncommon[୧]

ଏହି ରୋଗକୁ ପ୍ରାଥମିକ ବା ସେକେଣ୍ଡାରୀ ଭାବରେ ଦୁଇ ଭାଗରେ ବିଭକ୍ତ କରାଯାଏ । [୧] ପ୍ରାଥମିକ ଅର୍ବୁଦରେ ମିକ୍ସୋମା, ଲାଇପୋମା, ପାପିଲାରି ଫାଇବ୍ରୋଏଲାଷ୍ଟୋମା, ରାବ୍ଡୋମାୟୋମା, ଫାଇବ୍ରୋମା ଓ ଆଞ୍ଜିଓସାର୍କୋମା ରୋଗ ଅନ୍ତର୍ଭୁକ୍ତ କରାଯାଏ । [୧] ପ୍ରାଥମିକ ଅର୍ବୁଦର ପ୍ରାୟ ୯୦% କର୍କଟ ରୋଗ ନୁହେଁ। [୧] ମେଲାନୋମା, ଲିମ୍ଫୋମା, ଫୁସଫୁସ, ସ୍ତନ କିମ୍ବା ଗ୍ରାସନଳୀ କର୍କଟରୁ ହୃତ୍‌ପିଣ୍ଡକୁ ବିସ୍ତାର ହୋଇପାରେ। [୧] ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [୧]

ଅର୍ବୁଦର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ | [୧] ମିକ୍ସୋମା, ଆଞ୍ଜିଓସାର୍କୋମା ଏବଂ କିଛି ପାପିଲାରୀ ଫାଇବ୍ରୋବ୍ଲାଷ୍ଟୋମା ରୋଗ ଅସ୍ତ୍ରୋପଚାର କରି ଅପସାରଣ କରାଯାଇପାରେ। [୧] ଲାଇପୋମା ଏବଂ ରାବଡୋମାୟୋମା ରୋଗରେ କ୍ୱଚିତ୍ ହସ୍ତକ୍ଷେପ ଆବଶ୍ୟକ ହୁଏ | [୧] କର୍କଟଗୁଡ଼ିକରେ କେମୋଥେରାପି ବା ବିକିରଣ ଥେରାପି ଆବଶ୍ୟକ ହୁଏ ।[୨]

ହୃତ୍‌ପିଣ୍ଡର ପ୍ରାଥମିକ ଅର୍ବୁଦଗୁଡ଼ିକ ବିରଳ ଥାଏ ଓ 0.୩ % ରୁ କମ୍ ଲୋକଙ୍କଠାରେ ଦେଖାଯାଏ, ସେକେଣ୍ଡାରୀ ଅର୍ବୁଦ ଅପେକ୍ଷାକୃତ ସାଧାରଣ ଅଟେ। [୧] ସେକେଣ୍ଡାରୀ ଅର୍ବୁଦର ଫଳାଫଳ ସାଧାରଣତଃ ଖରାପ ହୁଏ | [୨] ହୃତ୍‌ପିଣ୍ଡ ଅର୍ବୁଦ ଅତିକମରେ ସନ ୧୮୩୫ରେ ଆଲବର୍ସ ବର୍ଣ୍ଣନା କରିବା ପରଠାରୁ ବର୍ଣ୍ଣନା କରାଯାଇଛି | [୪]  

ଆଧାର

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Rodriguez Ziccardi, M; Tariq, MA; Limaiem, F (January 2020). "Cardiac Cancer". PMID 30725829. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ "Cardiac Tumors - Cardiovascular Disorders". Merck Manuals Professional Edition. Retrieved 19 February 2021.
  3. ୩.୦ ୩.୧ "Overview of Heart Tumors - Heart and Blood Vessel Disorders". Merck Manuals Consumer Version. Retrieved 19 February 2021. ଆଧାର ଭୁଲ: Invalid <ref> tag; name "Mer2021Pt" defined multiple times with different content
  4. Burke, Allen; Virmani, Renu (1996). Tumors of the Heart and Great Vessels (in ଇଂରାଜୀ). Armed Forces Institute of Pathology. p. 1. ISBN 978-1-881041-20-7.