"ପ୍ରସୂତି ରକ୍ତସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପ୍ରସୂତି ରକ୍ତସ୍ରାବ ନାମ ଦିଆଯାଏ ୨୪ ସପ୍ତାହ ଗର୍ଭାବସ୍ଥା ପରେ ବା ପ୍ରସବ ସମୟରେ, କିମ୍ବା ପ୍ରସବ ପରେ ଯଦି ରକ୍ତ
Content deleted Content added
Created by translating the page "User:Mr. Ibrahem/Obstetrical bleeding"
(କିଛି ବଦଳିନାହିଁ)

୧୨:୪୭, ୧୬ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

 

Obstetrical bleeding
Maternal bleeding, obstetrical hemorrhage, maternal hemorrhage
ବିଭାଗObstetrics
କାରଣLate pregnancy: Cervicitis, placenta previa, placental abruption, uterine rupture[୧][୨]
After childbirth: Poor contraction of the uterus, retained products of conception, bleeding disorders[୧]
ଔଷଧRhIG, corticosteroids, oxytocin[୩][୪]
ଚିକିତ୍ସାIntravenous fluids, blood products[୩]
ପୁନଃପୌନିକ8.7 million (2015)[୫]
ମୃତ୍ୟୁ ସାନ୍ଦ୍ରତା83,000 (2015)[୬]

ପ୍ରସୂତି ରକ୍ତସ୍ରାବ ନାମ ଦିଆଯାଏ ୨୪ ସପ୍ତାହ ଗର୍ଭାବସ୍ଥା ପରେ ବା ପ୍ରସବ ସମୟରେ, କିମ୍ବା ପ୍ରସବ ପରେ ଯଦି ରକ୍ତସ୍ରାବ ହୁଏ । [୧]୨୪ ସପ୍ତାହ ପୂର୍ବରୁ ରକ୍ତସ୍ରାବ ହେଲେ ତାହାକୁ ପ୍ରାକ ଗର୍ଭ ରକ୍ତସ୍ରାବ କୁହାଯାଏ | [୨] ରକ୍ତସ୍ରାବ ସାଧାରଣଥ ଯୋନିପଥରେ ହୁଏ ଓ କ୍ୱଚିତ ଉଦର ମଧ୍ୟରେ ଥାଏ | [୭] ଜଟିଳ ଅବସ୍ଥା ହେଲେ ଅବଧିପୁର୍ବ ପ୍ରସବ ଏବଂ ଭ୍ରୁଣ ମୃତ୍ୟୁ ହୋଇପାରେ | [୧]

ପ୍ରସବ ପୂର୍ବରୁ ଏବଂ ପ୍ରସବ ସମୟରେ, ଜରାୟୁ ମୁଖ ପ୍ରଦାହ, ପ୍ଲାସେଣ୍ଟା ପ୍ରିଭିଆ, ପ୍ଲାସେଣ୍ଟାଲ୍ ଆବରପସନ ଏବଂ ଗର୍ଭାଶୟ ଫାଟିବା ଯୋଗୁ ରକ୍ତସ୍ରାବ ହୁଏ | [୧] [୨] ପ୍ରସବ ପରେ, ଉତ୍ତମ ଜରାୟୁ ସଙ୍କୋଚନ ନହେଲେ, ଗର୍ଭ ପଦାର୍ଥ ଜରାୟୁରେ ରହିଗଲେ ଏବଂ ରକ୍ତସ୍ରାବ ବେମାରୀ ଥିଲେ ରକ୍ତସ୍ରାବ ହୁଏ । [୧] ପ୍ରସବ ପୂର୍ବରୁ ଏହାର କାରଣ ଜାଣିବା ନିମନ୍ତେ ଜୀବାଣୁମୁକ୍ତ ସ୍ପେକୁଲମ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରାଯାଇପାରେ | [୩]

ଗୁରୁତ୍ୱପୂର୍ଣ୍ଣ ରକ୍ତସ୍ରାବର ଚିକିତ୍ସାରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ରକ୍ତ ଦ୍ରବ୍ୟ ଦିଆଯାଏ ।[୩] ବିଯୁକ୍ତାତ୍ମକ ଆରଏଚ ଥିଲେ ଆରଏଚଆଇଜି ଦିଆଯାଏ | [୩] ୩୪ ସପ୍ତାହରୁ କମ୍ ଗର୍ଭବତୀଙ୍କୁ କର୍ଟିକୋସ୍ଟିରଏଡ ଦେବାକୁ ପରାମର୍ଶ ଦିଆଯାଏ | [୩] ଅନ୍ୟାନ୍ୟ ଚିକିତ୍ସା ଏହାର ମୂଳ କାରଣ ଉପରେ ନିର୍ଭର କରେ | [୩] ପ୍ରସବ ପରେ ଅକ୍ସିଟୋସିନ, କିମ୍ବା ମିଥାଇଲଏର୍ଗୋନୋଭିନ ବ୍ୟବହାର କରାଯାଇପାରେ | [୪]

ସାଂଘାତିକ ପ୍ରସୂତି ରକ୍ତସ୍ରାବ ୨୦୧୫ ମସିହାରେ ୮.୭ ନିୟୁତ ମହିଳାଙ୍କର ହୋଇଥିଲା[୫] ଯାହା ଫଳରେ ୮୩.୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା । [୬] ରକ୍ତସ୍ରାବ ଯୋଗୁ ୨୦୦୩ରୁ ୨୦୦୯ ମଧ୍ୟରେ ମାତୃ ମୃତ୍ୟୁ ହାର ୨୭% ହୋଇଥିଲା। [୮] ପ୍ରସବ ପୂର୍ବରୁ ରକ୍ତସ୍ରାବ ପ୍ରାୟ ୨% ରୁ ୫% ଗର୍ଭଧାରଣରେ ହୋଇଥାଏ | [୧]

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Walfish, M.; Neuman, A.; Wlody, D. (December 2009). "Maternal haemorrhage". British Journal of Anaesthesia. 103: i47–i56. doi:10.1093/bja/aep303. PMID 20007990.
  2. ୨.୦ ୨.୧ ୨.୨ Stables, Dorothy; Rankin, Jean (2010). Physiology in Childbearing: With Anatomy and Related Biosciences (in ଇଂରାଜୀ). Elsevier Health Sciences. pp. 423–429. ISBN 978-0702044113.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Sakornbut, E; Leeman, L; Fontaine, P (15 April 2007). "Late pregnancy bleeding". American family physician. 75 (8): 1199–206. PMID 17477103.
  4. ୪.୦ ୪.୧ Sperling, Rhoda (2020). Obstetrics and Gynecology (in ଇଂରାଜୀ). John Wiley & Sons. ISBN 978-1-119-45007-8. Retrieved 4 November 2020.
  5. ୫.୦ ୫.୧ Vos, Theo; Allen, Christine; Arora, Megha; Barber, Ryan M.; Bhutta, Zulfiqar A.; Brown, Alexandria; Carter, Austin; Casey, Daniel C.; Charlson, Fiona J.; Chen, Alan Z.; Coggeshall, Megan; Cornaby, Leslie; Dandona, Lalit; Dicker, Daniel J.; Dilegge, Tina; Erskine, Holly E.; Ferrari, Alize J.; Fitzmaurice, Christina; Fleming, Tom; Forouzanfar, Mohammad H.; Fullman, Nancy; Gething, Peter W.; Goldberg, Ellen M.; Graetz, Nicholas; Haagsma, Juanita A.; Hay, Simon I.; Johnson, Catherine O.; Kassebaum, Nicholas J.; Kawashima, Toana; Kemmer, Laura (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: Unknown parameter |displayauthors= ignored (|display-authors= suggested) (help) ଆଧାର ଭୁଲ: Invalid <ref> tag; name "GBD2016Inc" defined multiple times with different content
  6. ୬.୦ ୬.୧ Wang, Haidong; Naghavi, Mohsen; Allen, Christine; Barber, Ryan M.; Bhutta, Zulfiqar A.; Carter, Austin; Casey, Daniel C.; Charlson, Fiona J.; Chen, Alan Zian; Coates, Matthew M.; Coggeshall, Megan; Dandona, Lalit; Dicker, Daniel J.; Erskine, Holly E.; Ferrari, Alize J.; Fitzmaurice, Christina; Foreman, Kyle; Forouzanfar, Mohammad H.; Fraser, Maya S.; Fullman, Nancy; Gething, Peter W.; Goldberg, Ellen M.; Graetz, Nicholas; Haagsma, Juanita A.; Hay, Simon I.; Huynh, Chantal; Johnson, Catherine O.; Kassebaum, Nicholas J.; Kinfu, Yohannes; Kulikoff, Xie Rachel (October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281. {{cite journal}}: Unknown parameter |displayauthors= ignored (|display-authors= suggested) (help)
  7. Chen, C; Lee, SM; Kim, JW; Shin, JH (July 2018). "Recent Update of Embolization of Postpartum Hemorrhage". Korean journal of radiology. 19 (4): 585–596. doi:10.3348/kjr.2018.19.4.585. PMID 29962865.
  8. Say, Lale; Chou, Doris; Gemmill, Alison; Tunçalp, Özge; Moller, Ann-Beth; Daniels, Jane; Gülmezoglu, A Metin; Temmerman, Marleen; Alkema, Leontine (2014). "Global causes of maternal death: a WHO systematic analysis". The Lancet Global Health. 2 (6): e323–e333. doi:10.1016/S2214-109X(14)70227-X. ISSN 2214-109X. PMID 25103301.