"ନିଳୟ ପଟଳ ତ୍ରୁଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ନିଳୟ ପଟଳ ତ୍ରୁଟି ଏକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଯେଉଁଥିରେ ଦୁଇ ନିଳୟ ମଧ୍ୟରେ ଥିବା ପଟଳ କାନ୍ଥରେ ଏକ ଛିଦ୍ର ରହ
Content deleted Content added
Created by translating the page "User:Mr. Ibrahem/Ventricular septal defect"
(କିଛି ବଦଳିନାହିଁ)

୦୯:୨୪, ୧୫ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ନିଳୟ ପଟଳ ତ୍ରୁଟି (ଇଂରାଜୀ ଭାଷାରେ Ventricular septal defec/ VSD ) ହେଉଛି ଏକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଯେଉଁଥିରେ ଦୁଇ ନିଳୟ ମଧ୍ୟରେ ଥିବା ପଟଳ କାନ୍ଥରେ ଏକ ଛିଦ୍ର ରହିଥାଏ | [୧] ଶିଶୁମାନଙ୍କର ଏହି ରୋଗ ଥିଲେ କୌଣସି ଲକ୍ଷଣ ନ ଥାଇପାରେ ଅଥବା ଅଣନିଶ୍ୱାସ, ଖାଇବା ଅସୁବିଧା ଏବଂ ଅତ୍ୟଧିକ ଝାଳ ବୋହିପାରେ ।[୨] ରୋଗ ଜଟିଳ ହେଲେ ଫୁସଫୁସ ଉଚ୍ଚ ରକ୍ତଚାପ, ଅନିୟମିତ ହୃତ୍ ସ୍ପନ୍ଦନ, ଏଣ୍ଡୋକାର୍ଡ଼ାଇଟିସ

Ventricular septal defect
Types: 1) conoventricular 2) perimembranous
3) inlet 4) muscular[୧]
ବିଭାଗCardiac surgery
ଲକ୍ଷଣNone, shortness of breath, poor feeding, excessive sweating[୨]
ଆକ୍ରାନ୍ତ ସମୟPresent at birth[୧]
କାରଣUsually unknown[୧]
ବିପଦ କାରକInfluenza or rubella during pregnancy, alcohol or cocaine during pregnancy[୨]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a heart murmur, confirmed by ultrasound of the heart[୧]
ସଠିକ ରୋଗ ନିର୍ଣ୍ଣୟAtrial septal defect, atrioventricular septal defect[୨]
ଚିକିତ୍ସାObservation, surgery[୨]
ପୁନଃପୌନିକ3 per 1,000 newborns[୨]

, ଏଣ୍ଡୋକାର୍ଡାଇଟିସ୍ କିମ୍ବା ହୃଦ୍‌ପାତ ହୋଇପାରେ । [୨]

ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | [୧] ସଙ୍କଟ କାରକ ମଧ୍ୟରେ ଗର୍ଭାବସ୍ଥାରେ ଇନ୍‌ଫ୍ଲୁଏଞ୍ଜା ଏବଂ ରୁବେଲା ଭଳି କେତେକ ସଂକ୍ରମଣ, ମଦ୍ୟପାନ କିମ୍ବା କୋକେନ ବ୍ୟବହାର ଏବଂ ହୋଳ୍ଟ-ଓରାମ ସିଣ୍ଡ୍ରୋମ ଭଳି ଜେନେଟିକ ସ୍ଥିତି ଅନ୍ତର୍ଭୁକ୍ତ। [୨] ସାଧାରଣତଃ ଏକ ଏକ ପୃଥକ ତ୍ରୁଟି ଭାବରେ ଘଟେ କିନ୍ତୁ ହୃତ୍‌ପିଣ୍ଡର ଅନ୍ୟାନ୍ୟ ଜନ୍ମ ଦୋଷ ସହିତ ଜଡିତ ହୋଇପାରନ୍ତି ଯେପରିକି ଟେଟ୍ରାଲୋଜି ଅଫ ଫ୍ୟାଲଟ ଏବଂ ମହାଧମନୀର ପରିବର୍ତ୍ତିତ ସ୍ଥାନ | [୨] ହୃତ୍‌ପିଣ୍ଡର ମରମର ଶବ୍ଦ ଶୁଣାଯାଉଥିଲେ ଏହି ରୋଗ ସନ୍ଦେହ କରାଯାଏ ଓ ଅଲଟ୍ରାସାଉଣ୍ଡ ଦ୍ୱାରା ନିଶ୍ଚିତ କରାଯାଇପାରେ। [୧]

ଜୀବନର ପ୍ରଥମ ବର୍ଷରେ ୯୦% ତୃଟି ସ୍ୱତଃ ବନ୍ଦ ହୋଇଯାଏ | [୨] ତୃଟିର ଆକାର ବଡ଼ ଥିଲେ ବା ଲକ୍ଷଣ ପ୍ରକାଶିତ ହେଉଥିଲେ ଅସ୍ତ୍ରୋପଚାର କରାଯାଇପାରେ | [୨] ଅସ୍ତ୍ରୋପଚାର ଫଳାଫଳ ସାଧାରଣତଃ ଭଲ ଅଟେ | [୨] ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ପ୍ରାୟ ୩ ଜଣ ଏହି ରୋଗରେ ପ୍ରଭାବିତ ହୋଇଥାଆନ୍ତି | [୨] ପିଲାମାନଙ୍କର ସମସ୍ତ ହୃତ୍‌ପିଣ୍ଡ ଜନ୍ମ ଦୋଷର ପ୍ରାୟ ୩୭% ଏହି ରୋଗ‌ ଯୋଗୁ ଥାଏ | [୨] ଏହି ଅବସ୍ଥା ପ୍ରଥମେ ୧୮୪୭ ମସିହାରେ ଡାଲ୍ରିମ୍ପଲ୍ ବର୍ଣ୍ଣନା କରିଥିଲେ | [୨]  

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Congenital Heart Defects - Facts about Ventricular Septal Defect | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 20 November 2019. Retrieved 6 February 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Dakkak, W; Oliver, TI (January 2020). "Ventricular Septal Defect". PMID 29261884. {{cite journal}}: Cite journal requires |journal= (help)