"ଉଇକିପିଡ଼ିଆ:ଭିଜୁଆଲ ଏଡ଼ିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+link
ବିଷୟବସ୍ତୁକୁ "== ଆଧାର == {{ଆଧାର}} *mw:VisualEditor/Portal" ଦେଇ ପ୍ରତିବଦଳ କଲେ
ଟ୍ୟାଗସବୁ: Replaced Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{Shortcut|WP:VE}}
 
[[File:VisualEditor-logo.svg|right|300px]]
'''ଭିଜୁଆଲ ଏଡ଼ିଟର''' [[ଉଇକିମିଡ଼ିଆ ଫାଉଣ୍ଡେସନ]] ଦ୍ୱାରା ଆରମ୍ଭ ହୋଇଥିବା ଏକ ସଫ୍ଟ୍ୱାର ଯାହା ଉଇକିପିଡ଼ିଆ (ତ‌ଥା [[ମିଡ଼ିଆଉଇକି]] ବ୍ୟବ‌ହାର କରୁଥିବା ଅନ୍ୟାନ୍ୟ ପ୍ରକଳ୍ପ) ନିମନ୍ତେ ଏକ ଭିଜୁଆଲ ସମ୍ପାଦକ (ଭିଜୁଆଲ ଏଡ଼ିଟର) । ଉଇକିଟେକ୍ଟ ସିଣ୍ଟାକ୍ସ (Wikitext syntax) ବ୍ୟବ‌ହାର ନ‌କରି ମଧ୍ୟ ସମ୍ପାଦକମାନେ ଉଇକିପିଡ଼ିଆ ସମ୍ପାଦନା କରିପାରିବେ । ଭିଜୁଆଲ ଏଡ଼ିଟରରେ ଏକ ୱାର୍ଡ଼ ପ୍ରସେସରରେ ଲେଖିବା ଭଳି ହୋଇଥାଏ, ଏଥିରେ ଟାଇପ କରିବା ସଙ୍ଗେ ସଙ୍ଗେ ସଜାଣି ହୋଇଯାଇଥାଏ ।
 
ଉଇକିମିଡ଼ିଆ ଫାଉଣ୍ଡେସନ "[[:en:Beta#Computing|ବିଟା]]" ସଂସ୍କରଣ‌ଟି ସମସ୍ତ ବ୍ୟବ‌ହାରକାରୀଙ୍କ (ଲଗ ଆଉଟ କରିଥିବା ଓ ଅଜଣା ସଭ୍ୟଙ୍କ ପାଇଁ ମଧ୍ୟ‌) ପାଇଁ ଜୁଲାଇ ୨୦୧୩ ସୁଦ୍ଧା ଭିଜୁଆଲ ଏଡ଼ିଟରଟିକୁ ସକ୍ରିୟ କରିବାର ଲକ୍ଷ ରଖିଛନ୍ତି ।<ref>[[:File:VisualEditor-Parsoid - 2012-13 Q3 quarterly review deck.pdf|''VisualEditor/Parsoid Quarterly Review 2012/13 Q3'' slides]], March 2013 ('''PDF''')</ref> ଭିଜୁଆଲ ଏଡ଼ିଟରର ଏକ [[:en:A/B testing|A/B ଟେଷ୍ଟ]] କରିବା ଆମର ଆଗାମୀ ଲକ୍ଷ । ଅଧିକ ଜାଣିବା ପାଇଁ [[:en:Wikipedia:VisualEditor/A/B test|ଏଠାରେ]] ପଢ଼ିପାରିବେ ।
 
ନିଜର ମତ-ଅଭିମତ ଦେବାପାଇଁ '''[[ଉଇକିପିଡ଼ିଆ ଆଲୋଚନା:ଭିଜୁଆଲ ଏଡ଼ିଟର|ଆଲୋଚନା]]''' ପୃଷ୍ଠାକୁ ଯାଆନ୍ତୁ ।
 
== ଆଧାର ==
{{ଆଧାର}}