"ଆଲୋଚନା:ବାହ୍ୟଯୋନୀ କର୍କଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଆଲୋଚନା କରାଗଲା ।
(ଆଲୋଚନା କରାଗଲା ।)
ଟ୍ୟାଗ: 2017 source edit
 
@[[ବ୍ୟବହାରକାରୀ:Subas Chandra Rout|ସୁବାସ ସାର]], ଆପଣ ଲେଖିଥିବା ଅନୁସାରେ ବାହ୍ୟଯୋନୀ - vulvar, ଯୋନୀପଥ - vaginal । ପ୍ରଥମଟି ଓଡ଼ିଆ ଉଇକିପିଡ଼ିଆରେ ଅଛି । କିନ୍ତୁ ଦ୍ୱିତୀୟଟି ପ୍ରଥମକୁ ଘୁଞ୍ଚାଯାଇଛି । କଣ ହେବାକଥା ଦୟାକରି ଲେଖିବେ କି? ଆମ ଭିତରୁ ଉଇକିଡାଟା ଜାଣିଥିବା କେହି ଜଣେ ବଦଳାଇପାରିବ । ଏବେ ବୁଝାପଡ଼ୁନି ଯେ କଣ ହେବା ଉଚିତ? କାହା ସହ କଣ ଲିଙ୍କ ହେଲେ ଠିକ ହେବ? [[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୧୭:୨୦, ୧୨ ଅକ୍ଟୋବର ୨୦୨୧ (IST)
 
@[[ବ୍ୟବ‌ହାରକାରୀ:Psubhashish|(ଆଳାପ)]] ମୁଁ ବୁଝିପାରୁନି କେମିତି ହେଉଛି । ଆଗରୁ ଅନେକ ଥର ଏକା ଭଳି ପ୍ରସଙ୍ଗ ନାମ ଆସିଥଲା, କିନ୍ତୁ ନାମ ପରିବର୍ତ୍ତନ କରିଦେଲେ ଉଇକିଡାଟାରେ ଦୁଇଟିଯାକ ରହିଯାଏ । ଏଥର କାହିଁକି ଏପରି ହେଉଛି, ମୁଁ ନିଜେ ଜାଣିପାରୁନି । ଉଇକିଡାଟା ଆରମ୍ଭ ହେବା ଦିନୁ ଏଭଳି ଅବସ୍ଥା କେବେ ହୋଇନଥିଲା । ତେବେ ଅନ୍ୟ କେହି ଜଣେ ଯୋନୀପଥ କର୍କଟକୁ କିଛି ବଦଳେଇ ଦେଲେ ଯଦି ହେଇଯିବ ତାହେଲେ ଆମ ସମସ୍ୟା ରହିବନି । ମୁଁ ବାହ୍ୟଯୋନୀ କର୍କଟ ଲେଖିଲେ ବି ଏହା ମୋର 'ପେଜେସ କ୍ରିଏଟେଡ' ତାଲିକାରେ ବି ଆସୁନି।
୧୧,୮୫୭

ଗୋଟି ସମ୍ପାଦନା