"ତ୍ରିପାଠୀ ସାହି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ 2409:4062:4E1F:E87D:0:0:5348:400E (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Hellohappyଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୭୬ କ ଧାଡ଼ି:
ଗାଁରେ ୩୯ଟି ପରିବାର ବସବାସ କରନ୍ତି ଓ ଲୋକସଂଖ୍ୟା ପ୍ରାୟ ୨୫୦ । ଗ୍ରାମବାସୀମାନେ ମୂଖ୍ୟତ କୃଷି ଓ ଗୋପାଳନ ଉପରେ ନିର୍ଭର କରି ଚଳନ୍ତି । ଗ୍ରାମର ପୂର୍ବ ଦିଗରେ ବହିଯାଇଥିବା [[ଅଳକା]] ନଦୀ ପଠା ପରିବା ଚାଷ ପାଇଁ ଖୁବ ଅନୁକୁଳ । ଜଳସେଚନ ପାଇଁ ଗ୍ରାମବାସୀମାନେ ଏକ ମାତ୍ର କେନାଲ ଉପରେ ନିର୍ଭର କରନ୍ତି । ଗ୍ରାମରେ ସରକାରଙ୍କଦ୍ୱାରା ବସାଯାଇଥିବା ନଳକୂପ ଗ୍ରାମବାସୀଙ୍କର ପାନୀୟ ଜଳର ଆବଶ୍ୟକତାକୁ ପୂର୍ଣକରିଥାଏ । ଗାଁରେ ଥିବା ଏକମାତ୍ର ପୋଖରୀକୁ ଗ୍ରାମବାସୀମାନେ ଗାଧୁଆ ପାଧୁଆ ଓ ମତ୍ସଚାଷ ପାଇଁ ବ୍ୟବହାର କରିଥାନ୍ତି । ଅଳ୍ପ କେତେକ ପରିବାର ଚାକିରି ଉପରେ ମଧ୍ୟ ନିର୍ଭର କରି ଚଳିଥାନ୍ତି ।
 
ଗାଁର ମହିଳାମାନେ 'ତ୍ରିନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ' ଗଢିଛନ୍ତି ।<ref ଗ୍ରାମରname="cdw">{{cite ଯୁବଗୋଷ୍ଠୀweb ମାନଙ୍କ|title=Fair ଦ୍ଵାରାPrice ଶ୍ରୀShop ନୀଳଚକ୍ରRegistration ନାରାୟଣ|url=https://web.archive.org/web/2016*/http://portal.foododisha.in/FPS/OnlineFPSPrint.aspx?ID=3131Fair ମଣ୍ଡଳୀPrice ଗଠିତShop ହୋଇଅଛିRegistration. . |website=Food Supplies and Consumer Welfare Department |publisher=ଓଡ଼ିଶା ସରକାର |accessdate=29 June 2021}}</ref>
 
(ରିଙ୍କୁ ସାର୍) <ref name="cdw">{{cite web |title=Fair Price Shop Registration |url=https://web.archive.org/web/2016*/http://portal.foododisha.in/FPS/OnlineFPSPrint.aspx?ID=3131Fair Price Shop Registration. . |website=Food Supplies and Consumer Welfare Department |publisher=ଓଡ଼ିଶା ସରକାର |accessdate=29 June 2021}}</ref>
 
== ଆଧାର ==