"ଅଚ୍ୟୁତାନନ୍ଦ ମହାନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୫୨ କ ଧାଡ଼ି:
}}
 
'''ଅଚ୍ୟୁତାନନ୍ଦ ମହାନନ୍ଦ''' (୨୧ ଅପ୍ରେଲ ୧୯୨୪ - ୧୫ ଅପ୍ରେଲ ୧୯୯୧) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୧୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର, କଣ୍ଟାବାଞ୍ଝି ଓ [[ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୧ମ ଓଡ଼ିଶା ବିଧାନ ସଭା|୧ମ]], [[୨ୟ ଓଡ଼ିଶା ବିଧାନ ସଭା|୨ୟ]], [[୩ୟ ଓଡ଼ିଶା ବିଧାନ ସଭା|୩ୟ]], [[୪ର୍ଥ ଓଡ଼ିଶା ବିଧାନ ସଭା|୪ର୍ଥ]] ଓ [[୫ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ଜନ୍ମ, ପରିବା ଓ ଶିକ୍ଷା ==