୧୯,୨୪୭
ଗୋଟି ସମ୍ପାଦନା
Psubhashish (ଆଲୋଚନା | ଅବଦାନ) ଟିକେ (Psubhashish ପୃଷ୍ଠାଟିକୁ ଆୟେଶା ଝୁଲ୍କାରୁ ଆୟେଶା ଜୁଲ୍କାକୁ ଘୁଞ୍ଚାଇଲେ: ପ୍ରଚଳିତ ବନାନ) |
Psubhashish (ଆଲୋଚନା | ଅବଦାନ) ଟିକେNo edit summary |
||
{{ଛୋଟ|Ayesha Jhulka}}
{{Infobox person
| name = ଆୟେଶା
| image = AyeshaJhulka.jpg
| image_size =
| caption = ୨୦୧୦ରେ ଆୟେଶା ତାଙ୍କର ସ୍ପା ଅନନ୍ତା ସେଲୁନ୍ରେ
| birth_name = ଆୟେଶା
| birth_date = {{birth date and age|df=yes|1972|07|28}}<ref>{{cite web|author=Dailybhaskar.com|url=http://daily.bhaskar.com/news/ENT-BOW-ayesha-jhulka-controversies-on-her-birthday-5066643-PHO.html|title=Remember Ayesha Jhulka? Here's what made her famous and infamous!|accessdate=14 May 2017}}</ref><ref>{{cite web|author=iluvcinema.in|url=http://www.iluvcinema.in/hindi/happy-birthday-ayesha-jhulka/|title=Happy Birthday Ayesha Jhulka!!|accessdate=14 May 2017}}</ref>
| birth_place = ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର, ଭାରତ
}}
'''ଆୟେଶା
ଆୟେଶା ୧୯୮୩ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ହିନ୍ଦୀ କଥାଚିତ୍ର କୈସେ କୈସେ ଲୋଗ୍ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ ଜଣେ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରେ ଅଭିନୟ କରିଥିଲେ ।<ref name="Ayesha"/> ଏହାର ୭ ବର୍ଷ ପରେ ୧୯୯୦ରେ ଆୟେଶାଙ୍କୁ ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ଅକ୍କିନେନି ନାଗାର୍ଜୁନଙ୍କ ସହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ । ଏହାପର ବର୍ଷ ୧୯୯୧ ମସିହାରେ ଆୟେଶାଙ୍କୁ ହିନ୍ଦୀ କଥାଚିତ୍ର କୁର୍ବାନ୍ରେ ଅଭିନେତା ସଲମାନ ଖାଁଙ୍କ ସହ ନାୟିକା ଭୂମିକରେ ସୁଯୋଗ ଦେଇଥିଲେ ଦୀପକ ବାହାରେ ।
==ବାହାର ଆଧାର==
{{Commons category|Ayesha Jhulka|ଆୟେଶା
*{{IMDb name|nm0422586}}
|