"ଆୟେଶା ଜୁଲ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (Psubhashish ପୃଷ୍ଠାଟିକୁ ଆୟେଶା ଝୁଲ୍କାରୁ ଆୟେଶା ଜୁଲ୍କାକୁ ଘୁଞ୍ଚାଇଲେ: ପ୍ରଚଳିତ ବନାନ)
ଟିକେ
 
{{ଛୋଟ|Ayesha Jhulka}}
{{Infobox person
| name = ଆୟେଶା ଝୁଲ୍କାଜୁଲ୍କା
| image = AyeshaJhulka.jpg
| image_size =
| caption = ୨୦୧୦ରେ ଆୟେଶା ତାଙ୍କର ସ୍ପା ଅନନ୍ତା ସେଲୁନ୍‌ରେ
| birth_name = ଆୟେଶା ଝୁଲ୍କାଜୁଲ୍କା
| birth_date = {{birth date and age|df=yes|1972|07|28}}<ref>{{cite web|author=Dailybhaskar.com|url=http://daily.bhaskar.com/news/ENT-BOW-ayesha-jhulka-controversies-on-her-birthday-5066643-PHO.html|title=Remember Ayesha Jhulka? Here's what made her famous and infamous!|accessdate=14 May 2017}}</ref><ref>{{cite web|author=iluvcinema.in|url=http://www.iluvcinema.in/hindi/happy-birthday-ayesha-jhulka/|title=Happy Birthday Ayesha Jhulka!!|accessdate=14 May 2017}}</ref>
| birth_place = ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର, ଭାରତ
}}
 
'''ଆୟେଶା ଝୁଲ୍କାଜୁଲ୍କା''' (ଜନ୍ମସ୍ଥାନ: ଶ୍ରୀନଗର; ଜନ୍ମ: ୨୮ ଜୁଲାଇ ୧୯୭୨), ଜଣେ ପ୍ରାକ୍ତନ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ<ref>{{cite web|author=Bharati Dubey|url=http://timesofindia.indiatimes.com/city/bombay-times/Catfight/articleshow/1420026.cms|title=Catfight! - The Times of India |publisher=Timesofindia.indiatimes.com|accessdate=21 March 2015}}</ref> ଏବଂ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର କାର୍ଯ୍ୟ କରୁଥିଲେ । ଶ୍ରୀନଗରରେ ଜନ୍ମିତା ଆୟେଶାଙ୍କର ପିତା ଇନ୍ଦ୍ର କୁମାର ଝୁଲ୍କାଜୁଲ୍କା ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍ କମାଣ୍ଡର୍ ।<ref name=ht>{{cite web|url=http://www.hindustantimes.com/Entertainment/Bollywood/Retiring-at-the-peak-of-my-career-was-a-right-choice-Ayesha-Jhulka/Article1-970974.aspx|title=Retiring at the peak of my career was a right choice: Ayesha Jhulka|publisher=Hindustan Times|accessdate=21 March 2015}}</ref>
 
ଆୟେଶା ୧୯୮୩ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ହିନ୍ଦୀ କଥାଚିତ୍ର କୈସେ କୈସେ ଲୋଗ୍‌ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ ଜଣେ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରେ ଅଭିନୟ କରିଥିଲେ ।<ref name="Ayesha"/> ଏହାର ୭ ବର୍ଷ ପରେ ୧୯୯୦ରେ ଆୟେଶାଙ୍କୁ ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ଅକ୍କିନେନି ନାଗାର୍ଜୁନଙ୍କ ସ‌ହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ । ଏହାପର ବର୍ଷ ୧୯୯୧ ମସିହାରେ ଆୟେଶାଙ୍କୁ ହିନ୍ଦୀ କଥାଚିତ୍ର କୁର୍‌ବାନ୍‌ରେ ଅଭିନେତା ସଲମାନ ଖାଁଙ୍କ ସ‌ହ ନାୟିକା ଭୂମିକରେ ସୁଯୋଗ ଦେଇଥିଲେ ଦୀପକ ବାହାରେ ।
 
==ବାହାର ଆଧାର==
{{Commons category|Ayesha Jhulka|ଆୟେଶା ଝୁଲ୍କାଜୁଲ୍କା}}
*{{IMDb name|nm0422586}}
 
୧୮,୫୬୭

ଗୋଟି ସମ୍ପାଦନା