"ଭାରତର ସଂସ୍କୃତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଧର୍ମ: ଧର୍ମ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ଆଧାର
୩ କ ଧାଡ଼ି:
 
[[File:Cultural regional areas of India.png||thumb|ଭାରତ ''ଉପମହାଦ୍ୱୀପ''ର କ୍ଷେତ୍ରର ସାଂସ୍କୃତିକ ସୀମା , ସ୍ଥିରତା ଏବଂ ଐତିହାସିକ ସ୍ଥାୟୀତ୍ୱକୁ ପ୍ରଦର୍ଶିତ କରୁଥିବା ''ମାନଚିତ୍ର'']]
'''[[ଭାରତ]]ର [[ସଂସ୍କୃତି]]''', ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା [[ବୈଦିକ ରୀତି|ବୈଦିକ ଯୁଗ]]ରେ ପ୍ରଭାବ , ଭାରତରେ [[ବୌଦ୍ଧ ଧର୍ମ]] , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ [[ଭାରତ]]ର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ [[ଧର୍ମ]] ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
 
<!--
୪୫୯ କ ଧାଡ଼ି:
ବିଶ୍ୱ ବ୍ରହ୍ମାଣ୍ଡରେ [[ଭାରତ]]ର ଧର୍ମରେ ବିଭିନ୍ନତା ସବୁଠାରୁ ଅଧିକ ଅଟେ , ଯେଉଁଥିରେ କିଛି ସାଂସ୍କୃତିୟ ସଂସ୍ଥାର ଧର୍ମ ସାମିଲ ଅଛନ୍ତି । ଆଜି ମଧ୍ୟ ଧର୍ମ ଅଧିକାଂଶ ଲୋକଙ୍କ ମଧ୍ୟରେ ମୁଖ୍ୟ ଏବଂ ନିଶ୍ଚିତ ଭୂମିକା ନିଭାଇ ଥାଏ ।
 
୮୦.୦୪%ରୁ ଅଧିକ ଲୋକ ମାନଙ୍କର ଧର୍ମ [[ହିନ୍ଦୁ ଧର୍ମ]] ଅଟେ । କୁଳ ଭାରତୀୟ ଜନସଂଖ୍ୟାର ୧୩.୦୪% ଅଂଶ [[ଇସ୍ଲାମ ଧର୍ମ]]କୁ ମାନିଥାଏ । <ref name=muslimreligion>{ସାର୍ନାcite{cite web
| url =http://www.censusindia.net/religiondata/Summary%20Muslims.pdf
| title =Religions Muslim
୫୩୬ କ ଧାଡ଼ି:
 
ରଙ୍ଗୋଲି କିମ୍ବା (କୋଲମ) ଏକ ପରମ୍ପରାଗତ କଳଆ ଅଟେ ଯାହା ଭାରତୀୟ ମହିଳଆ ମାନଙ୍କ ମଧ୍ୟରେ ବହୁ ଲୋକପ୍ରୀୟ ହୋଇଥାଏ, ଲୋକପ୍ରୀୟ ମହିଳା ପତ୍ରିକା ଯେଉଁଥିରେ ଫେମିନା (ଭାରତ) ([[:en:Femina (India)|Femina]]), ଗୃହଶୋଭା ([[:en:Grihshobha|Grihshobha]]), ବନିତା ([[:en:vanita|vanita]]), ବୂମେନସ ଏରା ଆଦି ସାମିଲ ରହିଛି ।
<center><big>''';ବିବାହ'''</big></center>
<center><gallery>
File:A Hindu bridal procession in the 1890s.jpg|thumb|୧୮୯୦ ମସିହାରେ ଅଟୋମୋବାଇଲ ବୟସ ପୂର୍ବରୁ ଆମେରିକାର ଚିତ୍ରକାର ଏଡୱିନ ବୀକଙ୍କଦ୍ୱାରା ଚିତ୍ରିତ ଫୋଟୋ ।
୫୪୨ କ ଧାଡ଼ି:
File:HinduBrideIndia.jpg|thumb|ଏକ ହିନ୍ଦୁ ବିବାହ ଅନୁଶାରେ ଜଣେ କନ୍ୟାର ଫୋଟୋ
File:Ring ceremony, Indian Hindu wedding.jpg|thumb|ଏକ ହିନ୍ଦୁ ଭାରତୀୟ ବିବାହରେ କନ୍ୟା (ଶାଢୀ)ରେ ଏବଂ ବର (ଶେରୁୱାନୀ)ରେ ଛିଡା ହୋଇଥିବାର ଫୋଟୋ
</gallery></center>
 
===''ପଶୁ''===
୫୮୧ କ ଧାଡ଼ି:
ଭାରତରେ "ଇସ୍ଲାମୀ" ଧର୍ମ ୨୦୧୧ ମସିହା ଜନଗଣନା ଅନୁଶାରେ ୧୭୨ ମିଲିୟନ ମୁସଲମାନଙ୍କ ସହିତ ଦ୍ୱିତୀୟ ସବୁଠାରୁ ବଡ ଧର୍ମ ଅଟେ । ସେମାନେ ସାଧାରଣତଃ ଇସ୍ଲାମିକ ପର୍ବ ପାଳନ କରିଥାନ୍ତି ଓ ଭାରତରେ ସାର୍ବଜନିକ ଅବକାଶ ଘୋଷିତ କରିଥାନ୍ତି । "ଇଦ୍-ଉଲ୍-ଫିତର", "ଇଦ୍-ଉଲ୍-ଆଧା", "ମିଲାଦ ଏନ ନବୀ", "ମୁହରମ" ଏବଂ "ଶବ୍-ଏ-ବାରାତ" ଆଦି ସେମାନଙ୍କର ପ୍ରମୁଖ ପର୍ବ ଅଟେ ।<ref name=ph10>{{cite web|title=Central Government Holidays|publisher=Government of India|year=2010|url=http://india.gov.in/govt/pdf/govt_holiday_list_10.pdf}}</ref> ଈସାଈ ଧର୍ମ ଭାରତର ତୃତୀୟ ସବୁଠାରୁ ବଡ ଧର୍ମ ଅଟେ । ୨୩ ମିଲିୟନରୁ ଅଧିକ ଈସାଈ ମାନଙ୍କ ସହିତ ୧୭ ମିଲିୟନ ରୋମାନ କୌଥଳିକ ମଧ୍ୟ ରହିଛନ୍ତି । ସେମାନେ ସାଧାରଣତଃ "ଖ୍ରୀଷ୍ଟମାସ" ଓ "ଗୁଡ୍ ଫ୍ରାଇଡେ" ପରି ପର୍ବକୁ ବହୁ ଜାକଜକମରେ ବନେଇଥା'ନ୍ତି ।
 
<center><big>''';ପର୍ବ'''</big></center>
<center><gallery>
file:Oil lamp on rangoli.jpg|"|thumb|"ଦୀପାବଳି ଏକ ପ୍ରକାଶ ପର୍ବ ଅଟେ ଯାହା ସମଗ୍ର ଭାରତରେ ହିନ୍ଦୁ ମାନଙ୍କଦ୍ୱାରା "ଦୀପ"([[:en:Diya (light)|diyas]]) ସହିତ ଭିନ୍ନ-ଭିନ୍ନ ଆକୃତିର "ରଙ୍ଗୋଲୀ" ବନେଇ ପାଳନ କରାଯାଏ ।<ref>[http://www.ibtimes.com/diwali-2013-hindu-festival-lights-celebrated-all-over-world-photos-1450014 Diwali 2013: Hindu Festival Of Lights Celebrated All Over The World] Nadine DeNinno, International Business Times (November 02 2013)</ref>
୬୦୦ କ ଧାଡ଼ି:
ଭାରତୀୟ ଭୋଜନ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଶାକାହାରୀ ଅଟେ । କିନ୍ତୁ କିଛି ଭାରତୀୟ ବ୍ୟଞ୍ଜନରେ ମାଂସ: (ଚିକେନ, ମଟନ, ଗୋ ମାଂସ ଇତ୍ୟାଦି) ସାମିଲ ଥାଏ, ମାଛ, ଅଣ୍ଡା ଓ ଅନ୍ୟ ସାମୁଦ୍ରୀକ ଭୋଜନ ଏହାସହ ଜଡିତ ଥାଏ । ଭାରତର ପୂର୍ବ ରାଜ୍ୟ ବିଶେଷ ଋପେ ପଶ୍ଚୀମ ବଙ୍ଗଳା ଓ ପଶ୍ଚୀମ ରାଜ୍ୟ କେରଳରେ ମାଛ ଆଧାରିତ ବ୍ୟଞ୍ଜନ ସାଧାରଣ ଅଟେ ।<ref>{{cite book|last=Banerji|first=Chitrita|title=Bengali Cooking: Seasons and Festivals|year=1997|publisher=Serif|isbn=978-1-897959-50-3}}</ref> ଭାରତୀୟ ବ୍ୟଞ୍ଜନ ସମଗ୍ର ଦୁନିଆରେ ସବୁଠାରୁ ଲୋକପ୍ରୀୟ ବ୍ୟଞ୍ଜନ ଅଟେ ।<ref>{{cite news|url=http://www.accessmylibrary.com/coms2/summary_0286-19130531_ITM|title=Indian food now attracts wider market. | work=Asia Africa Intelligence Wire | date=16 March 2005}}</ref> କ୍ଷେତ୍ରୀୟ ଭାରତୀୟ ବ୍ୟଞ୍ଜନ ବିକଶିତ ହେବାରେ ଲାଗିଛି । ପାରମ୍ପରିକ ବ୍ୟଞ୍ଜନ ସହିତ ପୂର୍ବ ଏସିଆ ଏବଂ ପଶ୍ଚୀମ ଏସିଆର ଖାଦ୍ୟ ପ୍ରସ୍ତୁତିର ପକ୍ରୀୟା ଭାରତୀୟ ସହରରେ ପ୍ରମୁଖ ଅଟେ ।<ref>{{cite journal|title=The Changing Popular Culture of Indian Food|author=Ashis Nandy|doi=10.1177/0262728004042760|journal=South Asia Research|date=May 2004|volume=24|number=1|pages=9–19}}</ref> ତେଲେଙ୍ଗାନାର ବ୍ୟଞ୍ଜନରେ ତେଲୁଗୁ ବ୍ୟଞ୍ଜନ ସହିତ ହାଇଦ୍ରାବାଦୀ ମୁସଲିମ ସମୁଦାୟର ବ୍ୟଞ୍ଜନ (ନିଜାମୀ ବ୍ୟଞ୍ଜନ) ସାମିଲ ଥାଏ ।<ref name="Dubey and Pat">{{cite book|title=The Indian cuisine|url=https://books.google.com/books?id=_xiwkbgJbSQC&printsec=frontcover&source=gbs_ge_summary_r&cad=0#v=onepage&q&f=false|publisher=PHI Learning|last=Dubey|first=Krishna gopal|page=233|isbn=978-81-203-4170-8|year=2011|accessdate=28 June 2012}}</ref><ref name="Pat">{{cite book|title=India: food & cooking: The ultimate book on Indian cuisine|url=https://books.google.com/books?id=orHWFRMKf4EC&|publisher=[[New Holland Publishers]]|last=Chapman|first=Pat|pages=38–39|isbn=978-18-453-7619-2|year=2009|accessdate=7 July 2012}}</ref> ହାଇଦ୍ରାବାଦୀ ବ୍ୟଞ୍ଜନ ଶାକାହାରୀ ଓ ମାଂସାହାରୀ ଉଭୟ ସାମଗ୍ରୀର ମିଶ୍ରଣ ରହିଥାଏ । କିନ୍ତୁ ତେଲୁଗୁ ଭୋଜନରେ ଶାକାହାରୀ ସାମଗ୍ରୀର ଭାରୀ ଆଧାରିତ ହୋଇଥାଏ । ତେଲୁଗୁ ବ୍ୟଞ୍ଜନ ମସଲା ଓ ଲଙ୍କାର ଭରପୁର ବ୍ୟବହାର କରାଯାଏ । ଭୋଜନ ସାଧାରଣତଃ ତେନ୍ତୁଳୀ ଓ ଲେମ୍ବୁ ରସ ସହିତ ଟାଙ୍ଗୀ ପକ୍ଷରେ ଅଧିକ ହୋଇଥାଏ । ଦ୍ୱୟକୁ ଉଦାରତା ପୂର୍ବକ ଏଜେଣ୍ଟ ଋପେ ବ୍ୟବହାର କରାଯାଏ । ଭାତ, ତେଲୁଗୁ ଲୋକ ମାନଙ୍କର ପ୍ରମୂଖ ଖାଦ୍ୟ ଅଟେ ।<ref name="Edelstein2011">{{cite book|title=Food, Cuisine, and Cultural Competency for Culinary, Hospitality, and Nutrition Professionals|url=https://books.google.com/books?id=NQoWQTVcpVIC&pg=PA276|last=Edelstein|first=Sari|publisher=Jones & Bartlett Publishers|isbn=978-1-4496-1811-7|page=276|accessdate=4 June 2012|year=2011}}</ref><ref>{{cite web|title=Andhra Pradesh cuisine|url=http://www.indianfoodforever.com/andhra/|accessdate=4 June 2012|publisher=Indianfoodforever.com}}</ref> "ଦହି" ଚଟପଟିର ଋପ ଅଟେ, ଯାହା ଭୋଜନ ପାଇଁ ଏକ ଅସ୍ଥାୟୀ ସଂଯୋଗ ଅଟେ ।<ref name="Dum Pukht cooking">{{cite web|title=Dum Pukht cooking|url=http://www.theflavoursofhistory.com/appendix9more.htm|work=Compendium of food terms|publisher=theflavoursofhistory.com|accessdate=4 June 2012|url-status=dead|archiveurl=https://web.archive.org/web/20120402220521/http://theflavoursofhistory.com/appendix9more.htm|archivedate=2 April 2012|df=dmy-all}}</ref>
 
<center><big>;'''ଖାଦ୍ୟ'''</big></center>
<center><gallery>
File:Indiandishes.jpg
୬୧୯ କ ଧାଡ଼ି:
 
 
<center><big>;'''ବସ୍ତ୍ର ପରିଧାନ'''</big></center>
<center><gallery>
File:Raja Ravi Varma, Malayalee Lady.jpg|upright|thumb|right|ଏକ ମହିଳା ସାଢୀ ପିନ୍ଧିବାର ଚିତ୍ର
୬୩୬ କ ଧାଡ଼ି:
===ମହାକାବ୍ୟ===
 
ମହାଭାରତ ଓ ରାମାୟଣ, [[ଭାରତ]]ର ସବୁଠାରୁ ପୁରୁଣା ସଂରକ୍ଷିତ ଏବଂ ଜଣାଶୁଣା ମହାକାବ୍ୟ ଅଟେ । ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ମ୍ୟାଲେସିଆ ଓ ଇଣ୍ଡିନେସିଆ ପରି ଦକ୍ଷିଣପୂର୍ବ ଏସିଆ ଦେଶର ମହାକାବ୍ୟ ଋପେ ସଂସ୍କରଣକୁ ନିଜର କରାଯାଇଛି । ରାମାୟଣରେ ସାତୋଟି ପୁସ୍ତକ ('' {{IAST | kāṇḍas}} '') ଓ ୫୦୦ଟି କାବ୍ୟର ସର୍ଗ '' {{IAST | sargas}} ''ରେ ୨୪,୦୦୦ଟି ଛନ୍ଦ ସାମିଲ ରହିଛି ।<ref>{{Harvnb|Dutt|2004}}, p.198</ref>
 
<center><big>'''ମହାକାବ୍ୟ'''</center>
<gallery><center>
File:Kurukshetra.jpg
File:Rama and Hanuman fighting Ravana, an album painting on paper, c1820.jpg
File:Puhar-ILango.jpg
File:Battle at Lanka, Ramayana, Udaipur, 1649-53.jpg
</gallery>
 
==ପ୍ରଦର୍ଶନ କଳା==