"ଭାରତର ସଂସ୍କୃତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସାର୍ନା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଧର୍ମ: ସାର୍ନା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୫୫ କ ଧାଡ଼ି:
 
[[ଇବ୍ରାହିମ ଧର୍ମ | ଅବ୍ରହାମିକ ଧର୍ମ]] ପରେ ଭାରତୀୟ ଧର୍ମ ([[:en:Indian religions|Indian religions]]) ବିଶ୍ୱ ଧର୍ମରେ ପ୍ରମୁଖ ଅଟେ , ଯେଉଁଥିରେ ''ହିନ୍ଦୁ ଧର୍ମ'' , ''ବୌଦ୍ଧ ଧର୍ମ'' , ''ସିଖ୍ ଧର୍ମ'', ''ଜୈନ ଧର୍ମ''ଆଦି,''ସାର୍ନା ଧର୍ମ'' ଧର୍ମ ସାମିଲ ହୋଇଛି । ଆଜିର ସମୟରେ ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମ କ୍ରମଶଃ ଦୁନିଆରେ ତୃତୀୟ ଏବଂ ଚତୁର୍ଥ ସବୁଠାରୁ ବଡ ଧର୍ମ ଅଟେ ।
 
ବିଶ୍ୱ ବ୍ରହ୍ମାଣ୍ଡରେ [[ଭାରତ]]ର ଧର୍ମରେ ବିଭିନ୍ନତା ସବୁଠାରୁ ଅଧିକ ଅଟେ , ଯେଉଁଥିରେ କିଛି ସାଂସ୍କୃତିୟ ସଂସ୍ଥାର ଧର୍ମ ସାମିଲ ଅଛନ୍ତି । ଆଜି ମଧ୍ୟ ଧର୍ମ ଅଧିକାଂଶ ଲୋକଙ୍କ ମଧ୍ୟରେ ମୁଖ୍ୟ ଏବଂ ନିଶ୍ଚିତ ଭୂମିକା ନିଭାଇ ଥାଏ ।