"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
୫୨୯ କ ଧାଡ଼ି:
* ପର୍ଯ୍ୟଟକଙ୍କ ପାଇଁ ସମୁଦ୍ର କୁଳ ଓ ପ୍ରମୋଦ ଉଦ୍ୟାନ ଖୋଲା ରହିବ ।
* ବିବାହରେ ସର୍ବାଧିକ ୨୫ ଜଣ ଏବଂ ବ୍ରତ ତଥା ଶେଷ କୃତ୍ୟରେ ସର୍ବାଧିକ ୨୦ ଜଣ ରହିପାରିବ । ଇତ୍ୟାଦି
 
=== ଅନଲକ ଅକ୍ଟୋବର-୨୦୨୧ ନିର୍ଦ୍ଦେଶାବଳୀ ===
ଓଡ଼ିଶା ସରକାରଙ୍କ ପରିବର୍ତ୍ତିତ ନିର୍ଦେଶାବଳୀ ଅନୁସାରେ ୧ ଅଗଷ୍ଟ (ସକାଳ ୬ଟା)ରୁ ୧ ସେପ୍ଟେମ୍ବର (ସକାଳ ୬ଟା) ଯାଏଁ ଆଂଶିକ ଲକଡ଼ାଉନ ନିମ୍ନ କଟକଣା ସହ ଜାରି ରହିବ ।<ref name="srcodisha.nic.in.">{{cite web |title=Order |url=https://srcodisha.nic.in/5659-%20Covid%20Guidelines%20for%20October,2021.pdf |website=www.srcodisha.nic.in |accessdate=3 October 2021}}</ref>
 
* ଜିଲ୍ଲାର କେବଳ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତ୍ର ୧୦ଟାରୁ ସକାଲ ୫ଟା ଯାଏଁ ଜାରି ରହିବ ।
* ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ ।
* ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲିବ ।
* ପର୍ଯ୍ୟଟକଙ୍କ ପାଇଁ ସମୁଦ୍ର କୁଳ ଓ ପ୍ରମୋଦ ଉଦ୍ୟାନ ଖୋଲା ରହିବ, ଇତ୍ୟାଦି
 
== ମିଡିଆର ଭୂମିକା ==