"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
 
| occupation = ଗାଳ୍ପିକା, ଅନୁବାଦିକା
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = [[ଭାରତ|ଭାରତୀୟ]]
| citizenship = [[ଭାରତ|ଭାରତୀୟ]]
| education =
| alma_mater =
}}
 
'''ବସନ୍ତ କୁମାରୀ ଦେବୀ'''(୧୨ ମାର୍ଚ୍ଚ ୧୯୩୧- ୧୪ ମଇ ୧୯୯୮) ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖିକା ଓ ଅନୁବାଦିକା ଥିଲେ ।
 
== ଆଦ୍ୟ ଜୀବନ ==
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ [[ପାର୍ବତୀପୁରମ, ଆନ୍ଧ୍ରପ୍ରଦେଶ|ପାର୍ବତୀପୁରମ]]ରେ ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ [[ସତ୍ୟନାରାୟଣ ରାଜଗୁରୁ]] । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ଆରତି (ଉପନ୍ୟାସ) |date=1949 |publisher=କଟକ ବୁକ୍ ଏମ୍ପୋରିୟମ |location=କଟକ ଓଡି‌ଶାଓଡ଼ିଶା |page=i |edition=ପ୍ରଥମ |url=https://drive.google.com/file/d/1MwPog4Q38KLySZwVHtUYAgxtvjKjhryQ/view |accessdate=20 January 2019}}</ref> । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।
 
== ସାହିତ୍ୟ କୃତି ==
== ଆଧାର ==
{{Reflist|30em}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)}}
{{Authority control}}
[[ଶ୍ରେଣୀ:ଓଡ଼ିଆ ଅନୁବାଦକ]]
[[ଶ୍ରେଣୀ:ଓଡ଼ିଆ ଶିଶୁ ସାହିତ୍ୟିକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
୨୫,୬୩୩

ଗୋଟି ସମ୍ପାଦନା