"ମୁକ୍ତେଶ୍ୱର ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ଅଧିକ ତଥ୍ୟରେ ଥିବା ଲିଙ୍କ୍‌ଗୁଡ଼ିକ ଅଚଳ ଥିବାରୁ ତାକୁ ବାହାର କରାଗଲା ଏବଂ ପୂର୍ଣ୍ଣଛେଦଟିଏ ଯୋଡ଼ାଗଲା ।
୪୨ କ ଧାଡ଼ି:
|website =
}}
'''ମୁକ୍ତେଶ୍ୱର ଦେଉଳ''' [[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ୱର]]ଠାରେ [[ପର୍ଶୁରାମ ମନ୍ଦିର]]ର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ ; ଯାହା ଭୁବନେଶ୍ୱରରେ ସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ ।<ref>https://books.google.com/books?id=y0MQmNx8g2gC&pg=PR11&dq=muktesvara+temple&hl=en&sa=X&ei=Fov9UIaEPYnm9ASt64DIBw&ved=0CDkQ6AEwAQ#v=onepage&q=muktesvara%20temple&f=false</ref> ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ ।<ref>{{Cite book|url=http://archive.org/details/indiathroughages00mada|title=India through the ages|last=Madan Gopal|date=1990|publisher=Publications Division, Ministry of Information & Broadcasting, Government of India|others=Public Resource}}</ref>
 
== ଇତିହାସ ==
ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି [[ପର୍ଶୁରାମେଶ୍ୱର ମନ୍ଦିର]] ଏବଂ [[ବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱର|ବ୍ରହ୍ମେଶ୍ୱର ମନ୍ଦିର]] ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । [[ଓଡ଼ିଶା]]ର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଅଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ [[ଶୈବ]] ଧାର୍ମିକ ସ୍ଥଳ ସହ ଏହା [[ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀ]]ର ଏକ ଉପାସନା ସ୍ଥଳ
 
== ନିର୍ମାଣ ଶୈଳୀ ==
୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ '''ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟ''ର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।
 
== ସାଂସ୍କୃତିକ କାର୍ଯ୍ୟକ୍ରମ ==
୭୫ କ ଧାଡ଼ି:
== ଆଧାର ==
{{ଆଧାର}}
*
 
== ଅଧିକ ତଥ୍ୟ ==
* [http://www.indyahills.com/orissa/temple.html Places of Worship in Orissa]
* [http://www.cyberorissa.com/myorissa/temples/temples2.htm Temples of Orissa]
* [http://www.cultureholidays.com/Temples/mukteswara.htm Mukteswara Temple]
 
{{ଓଡ଼ିଶାର ଶିବ ମନ୍ଦିର}}