"ଭାବନା ସୋମାୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୯ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି==
ସୋମାୟା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ଆଠ ଭାଇଭଉଣୀଙ୍କ ମଧ୍ୟରେ ସାନ ସନ୍ତାନ ଅଟନ୍ତି ।
 
ସେ ମୁମ୍ବାଇର ସିଓନର ଆମ ଲେଡି ଅଫ ଗୁଡ଼ କାଉନସେଲ ହାଇସ୍କୁଲରୁ ନିଜର ପାଠପଢ଼ା ସାରିଥିଲେ ଏବଂ ଅନ୍ଧେରି ପାଶ୍ଚାତ୍ୟର ଭାଲାବ ସଙ୍ଗିତାଳୟରେ ଭାରତନାଟ୍ୟମ ନୃତ୍ୟରେ ତାଲିମ ପ୍ରାପ୍ତ କରିଥିଲେ ।
 
ତାଙ୍କ ପାଠପଢ଼ା ପରେ ସେ ସାଇକୋଲୋଜିରେ ସ୍ନାତକ ହାସଲ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟର ସରକାରୀ ଆଇନ କଲେଜରୁ L.L.Bରେ ଡିଗ୍ରୀ ହାସଲ କରିଥିଲେ । ସେ ମୁମ୍ବାଇର kc କଲେଜରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ ।
 
==ବୃତ୍ତି==
 
==ଆଧାର==