"ଭାବନା ସୋମାୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox person | name = ଭାବନା ସୋମାୟା | image = Bhawana Somaaya.jpg | alt = | caption = Bhawana Somaaya in 2000 | birth_name = | birth_date = <!-- {{Birth date and age|df=yes|YYYY|MM|DD}} or {{Birth-date and age|df=yes|Month DD, YYYY}} --> | birth_place = | death_date = <!-- {{Death date and age|df=yes|YYYY|MM|DD|YYYY|MM|DD}} or {{Death-date and age|Month DD, YYYY|..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧୬ କ ଧାଡ଼ି:
|website= {{URL|http://www.bhawanasomaaya.com/}}
}}
ଭାବନା ସୋମାୟା‌<ref>Her name is often misspelled as Bhavana Somaiya or Bhavana Somaya.</ref> ଜଣେ ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକ, ସମାଲୋଚକ, ଲେଖକ ଏବଂ ଐତିହାସିକ ଅଟନ୍ତି । ତାଙ୍କୁ ୨୦୧୭ ମସିହାରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।<ref>{{cite web|url=http://www.business-standard.com/article/news-ians/humbled-honoured-to-receive-padma-shri-bhawana-somaaya-117012800525_1.html|title=Humbled, honoured to receive Padma Shri: Bhawana Somaaya|last=IANS|date=28 January 2017|work=Business Standard}}</ref> ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ଭାବେ ନିଜର କ୍ୟାରିଅର ଆରମ୍ଭ କରି ସେ ୧୯୮୦ ରୁ ୧୯୯୦ ଦଶକ ମଧ୍ୟରେ ଅନେକ ଚଳଚ୍ଚିତ୍ର ପତ୍ରିକା ସହିତ କାମ କରିଛନ୍ତି । ପରେ ସେ ୨୦୦୦ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଏକ ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକାରେ ସ୍କ୍ରିନର ସମ୍ପାଦକ ରହିଥିଲେ । ସେ ହିନ୍ଦୀ ସିନେମାର ଇତିହାସ ଏବଂ ବଲିଉଡ ତାରକାଙ୍କ ଜୀବନୀ ଉପରେ ସଲାମ ବଲିଉଡ (୨୦୦୦), ଷ୍ଟୋରୀ ସୋ ଫାର (୨୦୦୩) ଇତ୍ୟାଦି ୧୩ରୁ ଅଧିକ ପୁସ୍ତକ ଲେଖିଛନ୍ତି ।
 
==ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି==
 
==ଆଧାର==