"ସୁସ୍ମିତା ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ଗାଳ୍ପିକା
Content deleted Content added
ସୁସ୍ମିତା ରଥ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୦:୨୯, ୨୨ ସେପ୍ଟେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ସୁସ୍ମିତା ରଥ (ଜନ୍ମ : ୦୬ ଅକ୍ଟୋବର ୧୯୫୮ ) ଜଣେ ଓଡ଼ିଆ ସାହିତ୍ୟିକା । ସେ ମୁଖ୍ୟତଃ ଗପ ଲେଖନ୍ତି । ସେ ଗଙ୍ଗାଧର ରଥ ଫାଉଣ୍ଡେସନର ସମ୍ପାଦିକା ଓ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଭାବରେ କାର୍ଯ୍ୟ କରିଛନ୍ତି ।[୧]

ସୁସ୍ମିତା ରଥ
Born (1958-10-06) ୬ ଅକ୍ଟୋବର ୧୯୫୮ (ବୟସ ୬୫)
Nationalityଭାରତୀୟ
Citizenshipଭାରତୀୟ
Spouseଜୟନ୍ତ ରଥ
Relativesଭାନୁଜୀ ରାଓ, ମଧୁସୂଦନ ରାଓ
Awardsଝଙ୍କାର ପୁରସ୍କାର

ରଚନାବଳୀ

  • ଭିନ୍ନ ପୃଥିବୀ - ୨୦୦୬ (ଗ୍ରନ୍ଥମନ୍ଦିର କଟକ)
  • ଦୃଷ୍ଟିର ଏପାଖ ସେପାଖ - ୨୦୦୯ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
  • ପରିବର୍ତ୍ତିତ ମୁହୂର୍ତ୍ତ କେତୋଟିକୁ ନେଇ - ୨୦୧୧ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
  • ସ୍ମୃତିର ରଙ୍ଗ - ୨୦୦୪ (ଗ୍ରନ୍ଥମନ୍ଦିର କଟକ)
  • କବି ଭାନୁଜୀ ରାଓ - ୨୦୧୩ (ଓଡିଶା ସାହିତ୍ୟ ଏକାଡେମୀ)[୨]
  • ଅଦ୍ଵିତୀୟା
  • ଶ୍ରେଷ୍ଠ ଗଳ୍ପ
  • ଅସ୍ତିତ୍ଵ

ସମ୍ମାନ ଓ ପୁରସ୍କାର

  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ) - ୨୦୧୦[୩]
  • ସହକାର ଗଳ୍ପ ସମ୍ମାନ
  • ଅଞ୍ଜନ ପ୍ରଧାନ ସ୍ମୃତି ସମ୍ମାନ
  • ଫକୀରମୋହନ ଗଳ୍ପ ପୁରସ୍କାର
  • ଲେଖିକା ସଂସଦ ପୁରସ୍କାର[୪]

ଆଧାର

  1. "ବର୍ତ୍ତମାନ ପରିସ୍ଥିତିରେ ସାହିତ୍ୟ ହିଁ ସତ୍ୟ କହିପାରିବ: ସୌମ୍ୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 22 September 2021. Retrieved 22 September 2021.
  2. [www.opac.nationallibrary.gov.in/ "National Library of India Online Catalogue"]. www.opac.nationallibrary.gov.in/. National Library of India. Retrieved 21 September 2021. {{cite web}}: Check |url= value (help)
  3. "ଝଙ୍କାର ପୁରସ୍କାର ବିଜେତା" (PDF). www.theprajatantra.org. ପ୍ରଜାତନ୍ତ୍ର. Archived from the original (PDF) on 8 October 2020. Retrieved 29 June 2021.
  4. "ସଫଳ ଗଳ୍ପ ଜଣଙ୍କୁ କିଛି ସମୟ ପାଇଁ ଚୁପ୍ କରେଇଦିଏ: ସୁସ୍ମିତା ରଥ". www.odishasambad.in. Odisha Sambad. Archived from the original on 22 September 2021. Retrieved 22 September 2021.