"ବୀରେନ୍ଦ୍ରନାଥ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଜନ୍ମତାରିଖ ଆଧାର
ଅଧିକ ତଥ୍ୟ
୬ କ ଧାଡ଼ି:
| alt =
| caption =
<!-- | birth_name = ବିଚିତ୍ର -->
| birth_date = {{Birth date and age|df=y|1962|4|8}}
| birth_place = ଅଳଗୁମ, ସତ୍ୟବାଦୀ ଥାନା, ପୁରୀ ଜିଲ୍ଲା
୨୮ କ ଧାଡ଼ି:
| known_for =
| notable_works =
| parents = ଦାଶରଥୀ ମହାନ୍ତି, ତିଳୋତ୍ତମା
| spouse = ମିନତୀ ପଟ୍ଟନାୟକ
| children =
୪୫ କ ଧାଡ଼ି:
 
== ଜନ୍ମ ଓ ଶିକ୍ଷା ==
ବୀରେନ୍ଦ୍ରନାଥ ମହାନ୍ତି ୧୯୬୨ ମସିହାର ଅପ୍ରେଲ ମାସ ୮ ତାରିଖରେ [[ପୁରୀ ଜିଲ୍ଲା]]ର ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ନ୍ମଗ୍ରହଣ କରିଥିଲେ ।<ref>{{cite web |title=ଲେଖିବାବେଳେ ଶିଶୁ ପାଲଟିଯାଏ |url=http://dharitriepaper.in/edition/8853/chhutidina/page/6 |publisher=ଛୁଟିଦିନ (ଧରିତ୍ରୀ) |accessdate=19 September 2021 |page=୬ |date=୧୯ ସେପ୍ଟେମ୍ବର ୨୦୨୧}}</ref> ତାଙ୍କ ପିତାଙ୍କ ନାମ ଥିଲା ଦାଶରଥୀ ମହାନ୍ତି ଓ ମାତାଙ୍କ ନାମ ତିଳୋତ୍ତମା । ସେମାନେ ଥିଲେ ୪ ଭାଇ ଓ ଜଣେ ଭଉଣୀ । ଗୋପବନ୍ଧୁ ଉଚ୍ଚ ମୌଳିକ ବିଦ୍ୟାଳୟରୁ ସେ ଶିକ୍ଷାରମ୍ଭ କରିଥିଲେ । ଜାଗେଶ୍ୱରୀ ବିଦ୍ୟାଳୟରୁ ସେ ମାଟ୍ରିକ ପାସ କରିଥିଲେ । ସ୍କୁଲ ସମୟରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । [[ପୁରୀ|ପୁରୀର]] [[ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ]]ରୁ ୧୯୮୦ ମସିହାରେ ସ୍ନାତକ ଓ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ ସ୍ନାତକୋତ୍ତର ଏବଂ ଏମଫିଲ ଶିକ୍ଷା ଶେଷ କରିଥିଲେ । ୧୯୮୭ ମସିହାରେ ବୀରେନ୍ଦ୍ରନାଥ ମିନତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।
 
== ସାହିତ୍ୟ ସର୍ଜନା ==
== ରଚନାବଳୀ ==
ସେ ବିଦ୍ୟାଳୟରେ ପଢିବାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ପୁସ୍ତକ ''ଥକୁଲୁ ଥୁକୁଲୁ ଥା'' ୧୯୯୫ ମସିହାରେ ପ୍ରକାଶିତ ହୋଇଥିଲା ।
=== ରଚନାବଳୀ ===
* ଥକୁଲୁ ଥୁକୁଲୁ ଥା (୧୯୯୫)
* ରୁମ୍‌କୁ ଝୁମା (୨୦୧୮)