ଆଧାର ଓ ଉଇକିକରଣ
ଟିକେ (ବ/ୱ ଫଳା ବଦଳ) |
Psubhashish (ଆଲୋଚନା | ଅବଦାନ) (ଆଧାର ଓ ଉଇକିକରଣ) |
||
{{Infobox person
| name = ତପନ କୁମାର ପ୍ରଧାନ
| image = File:Tapan Kumar Pradhan (cropped).jpg
| image_size =
| alt =
| citizenship = ଭାରତୀୟ
| education = ଡକ୍ଟରେଟ (ସମାଜତତ୍ତ୍ୱ)
| alma_mater =
| occupation = ବ୍ୟାଙ୍କ ଅଧିକାରୀ, ସୃଜନଶୀଳ ସାହିତ୍ୟ
| years_active =
| box_width =
}}
== ଜୀବନୀ ==
ତପନ କୁମାର ପ୍ରଧାନ ଓଡ଼ିଶାର [[ଭୁବନେଶ୍ୱର]]ଠାରେ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ ।
== ରଚନାବଳୀ ==
* ''[[Equation (ଇଂରାଜୀ କବିତା)]]''
* ''[[Hour of Coming (ଇଂରାଜୀ କବିତା)]]''
* ''[[The Storm (ଇଂରାଜୀ କବିତା)]]''
* ''ଏପିଟାଫ''
* ''[[ବୋଧିସତ୍ତ୍ୱ (କବିତା)]]''
== ସମ୍ମାନ ==
ସେ ତାଙ୍କର [[କଳାହାଣ୍ଡି (କବିତା)|କଳାହାଣ୍ଡି]] କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ [[କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର]]ରେ ସମ୍ମାନିତ ।<ref name="Akademi"/> ୨୦୦୭ ମସିହାରେ ସେ ସାମ୍ପ୍ରଦାୟିକ ସୌହାର୍ଦ୍ଧ ଉପରେ ସାହିତ୍ୟ ରଚନା ନିମନ୍ତେ ଇଣ୍ଡିଆନ ଏକ୍ସପ୍ରେସ "ସିଟିଜେନ ଫର ପିସ" ପୁରସ୍କାର ପାଇଥିଲେ ।<ref>{{cite web|url=http://www.indianexpress.com/news/15-essays-in-indian-expresscitizens-for-peace-contest/252588|title=Indian Express Citizen for Peace Short List}}</ref><ref>{{cite web|url=http://citizensforpeace.in/blog/2008/01/10/secular-rethink-essay-contest-results|title=Citizens for Peace Essays on Secularism}}</ref> ଏହା ତାଙ୍କୁ [[ଶ୍ୟାମ ବେନେଗାଲ]]ଙ୍କ ଦ୍ୱାରା ଦିଆଯାଇଥିଲା ।<ref>{{cite web|url=http://citizensforpeace.in/index.php/secular-rethink/132|title=Living with Differences : Dr Tapan Kumar Pradhan on Communal Harmony in Bhadrak}}</ref>
== ଆଧାର ==
{{ଆଧାର}}
{{Hide text|Pradhan, Tapan Kumar}}
|