"ଗୋପବନ୍ଧୁ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 2401:4900:313D:9130:0:33:F79E:3201 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 117.237.242.135ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
ଲିଖନଶୈଳୀର ଉଇକିକରଣ
୩୦ କ ଧାଡ଼ି:
}}
 
ଉତ୍କଳମଣି '''ଗୋପବନ୍ଧୁ ଦାସ''' (୯ ଅକ୍ଟୋବର ୧୮୭୭ - ୧୭ ଜୁନ ୧୯୨୮) ଉତ୍କଳମଣି (ଓଡ଼ିଶାର ମଣି) ନାମରେ ଖ୍ୟାତ । [[ଓଡ଼ିଶା]]ର ଜଣେ ସ୍ୱାଧିନତାସ୍ୱାଧୀନତା ସଂଗ୍ରାମୀ, କବିସମାଜସେବୀ, ଲେଖକକବି ଲେଖକ ଥିଲେ । ସେ ଦୈନିକ ଓଡ଼ିଆ ଖବର କାଗଜ [[ସମାଜ (ଖବରକାଗଜ)|''ସମାଜ'']] ଓ ''ସତ୍ୟବାଦୀ'' ପତ୍ରିକାର ପ୍ରତିଷ୍ଠାତା ଥିଲେ ।<ref>http://thesamaja.com/home.php</ref>
 
== ଜୀବନୀ ==
== ପିଲାବେଳ ଓ ଛାତ୍ରାବସ୍ଥା ==
ଗୋପବନ୍ଧୁ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ [[ପୁରୀ ଜିଲ୍ଲା]]ର [[ସୁଆଣ୍ଡୋ]] ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର [[ରାମଚନ୍ଦ୍ର ଦାସ]]ଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ [[ପୁରୀ]]ରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ [[ପୁରୀ ସେବା ସମିତି]] ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।<ref name="ପୁରୀ ସେବା ସମିତି">{{cite news|url=https://sambad.in/editorial/abhimata-1-04-2020-499937/|title=ଓଡ଼ିଶାର କେତେକ ରଚନାତ୍ମକ ଅନୁଷ୍ଠାନ|last=|first=|date=31 March 2020|work=ସମ୍ବାଦ|accessdate=27 September 2020|archiveurl=https://web.archive.org/web/20200927161644/https://sambad.in/editorial/abhimata-1-04-2020-499937/|archivedate=27 September 2020|publisher=sambad.in|location=[[ଭୁବନେଶ୍ୱର]]|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>
[[ଫାଇଲ:Gopabandhu_Das_OSM.jpg|thumb|ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ]]
 
=== ପ୍ରାରମ୍ଭିକ ଜୀବନ ===
ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ [[କଟକ]]ର [[ରେଭେନ୍ସା ମହାବିଦ୍ୟାଳୟ]]ରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ [[ଓଡ଼ିଆ ଭାଷା]]ର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, 'କର୍ତ୍ତବ୍ୟ ବୋଧିନୀ ସମିତି' ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ୱାନ ଥିଲା, 'ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ।' [[ରମ୍ଭା]]ଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ [[ଉତ୍କଳ ସମ୍ମିଳନୀ]]ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ [[ମଧୁସୂଦନ ଦାସ]]ଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ [[କଲିକତା]]ରେ ବିଏଲ ପଢ଼ିଲେ ।<ref>{{cite web |url= http://www.123orissa.com/person/person.asp?sno=31&cat=f |title=UTKALAMANI PUNDIT GOPABANDHU DAS|first= |last= |work=123orissa.com |quote=He passed his B.A from Revenshaw College in 1904 and later passed B.L. from Calcutta University in 1906. |accessdate=9 October 2012}}</ref> ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ 'ଓଡ଼ିଆ ଶ୍ରମିକ ସଂଘ' ଓ 'ସାନ୍ଧ୍ୟ ବିଦ୍ୟାଳୟ' ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।
ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ [[ପୁରୀ ଜିଲ୍ଲା]]ର [[ସୁଆଣ୍ଡୋ]] ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା ।
:-ଧୃତି ବଲ୍ଲଭ ପଣ୍ଡା
 
=== ସ୍କୁଲ ===
== କର୍ମଜୀବନ ==
ମାତାଙ୍କ ମୃତ୍ୟୁ ପରେ ସେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର [[ରାମଚନ୍ଦ୍ର ଦାସ]]ଙ୍କ ସହିତ ପରିଚୟ ହୋଇଥିଲା ଓ ତାଙ୍କଠାରୁ ପରେ ସେ ଦେଶସେବା ବାବଦରେ ଶିକ୍ଷା ପାଇଥିଲେ । ୧୨ ବର୍ଷ ବୟସରେ ବିବାହ କରି ତାହା ପରେ ମଧ୍ୟ ସେ ପାଠପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ [[କଟକ]]ର [[ରେଭେନ୍ସା ମହାବିଦ୍ୟାଳୟ]]ରେ ଅଧ୍ୟୟନ କଲେ ।
ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ଭକ୍ତକବି, [[ମଧୁସୂଦନ ରାଓ]]ଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ [[ସାକ୍ଷୀଗୋପାଳ]]ର ବକୁଳ ଓ ଛୁରିଆନା କୁଞ୍ଜରେ [[ସତ୍ୟବାଦୀ ବନ ବିଦ୍ୟାଳୟ]] ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।<ref>{{cite web |url= http://independent.academia.edu/KrishanShri/Papers/623017/An_experiment_in_nationalist_education_Satyavadi_school_in_Orissa_1909-1926_ |title=An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu |work=academia.edu |year=2012|quote=Satyavadi was a uniqueexperimental school in the history of modern Orissa. Establishedby Gopabandhu Das (1877-1928), |accessdate=20 June 2012}}</ref>
୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।
== ସମାଜ ସମ୍ବାଦପତ୍ର , ଓଡ଼ିଆ ଜାତି ପାଇଁ ଏକ ଅନୁଷ୍ଠାନ ==
 
=== ସମାଜସେବା ===
ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, [[ମୋହନଦାସ କରମଚାନ୍ଦ ଗାନ୍ଧୀ|ମହାତ୍ମା ଗାନ୍ଧୀ]]ଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ 'ସାପ୍ତାହିକ ସମାଜ' ।<ref>{{cite web |url= http://www.publishyourarticles.org/knowledge-hub/biography/biography-of-utkalmani-gopabandhu-das.html |title=Biography of Utkalmani Gopabandhu Das &#124; Biography &#124; Knowledge Hub|work=publishyourarticles.org |year=2012 |quote= He started the newspaper Samaja |accessdate=23 May 2012}}</ref> ପ୍ରଥମେ ଏହା ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । 'ସମାଜ'ର ପ୍ରଥମ ସମ୍ପାଦକୀୟରେ, ମାନବବାଦୀ ଗୋପବନ୍ଧୁ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନା କରିଥିଲେ । ୧୯୩୦ରେ 'ସାପ୍ତାହିକ ସମାଜ', 'ଦୈନିକ ସମାଜ'ରେ ପରିଣତ ହୋଇଥିଲା । 'ସମାଜ'ରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା' ଓ 'ବନ୍ଦୀର ଆତ୍ମକଥା' । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ 'ଉତ୍କଳମଣି' ବୋଲି ସମ୍ବୋଧନ କରିଥିଲେ ।<ref>{{cite web |url= http://www.talentodisha.com/component/k2/item/126-utkalamani-pandit-gopabandhu-das.html |title=UTKALAMANI PANDIT GOPABANDHU DAS |first= Chandra Sekhar |last=Biswal|work=talentodisha.com |quote=Acharya Prafulla Chandra Ray on 28.6.1924 the veteran scientist and patriot of Bengal assigned the title of Utkalamani, (Jewel of Utakala) to his name. |accessdate=9 October 2012}}</ref>
ଗୋପବନ୍ଧୁ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ [[ପୁରୀ ଜିଲ୍ଲା]]ର [[ସୁଆଣ୍ଡୋ]] ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର [[ରାମଚନ୍ଦ୍ର ଦାସ]]ଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ [[ପୁରୀ]]ରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ [[ପୁରୀ ସେବା ସମିତି]] ପ୍ରତିଷ୍ଠା କରାଯାଇଥିଲାକରିଥିଲେପୁରୀଏହି ସେବାସଂଗଠନର ସମିତିସାଥୀମାନଙ୍କ ଗଠନ କରି,ସହ ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେକାମ ଲାଗିପଡ଼ିଥିଲେକରୁଥିଲେ ।<ref name="ପୁରୀ ସେବା ସମିତି">{{cite news|url=https://sambad.in/editorial/abhimata-1-04-2020-499937/|title=ଓଡ଼ିଶାର କେତେକ ରଚନାତ୍ମକ ଅନୁଷ୍ଠାନ|last=|first=|date=31 March 2020|work=ସମ୍ବାଦ|accessdate=27 September 2020|archiveurl=https://web.archive.org/web/20200927161644/https://sambad.in/editorial/abhimata-1-04-2020-499937/|archivedate=27 September 2020|publisher=sambad.in|location=[[ଭୁବନେଶ୍ୱର]]|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>
ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ୱିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ, [[ଲାଲା ଲାଜପତ ରାୟ]], ତାଙ୍କୁ [[ଲୋକସେବକ ମଣ୍ଡଳ]]ର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ, ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।
===ଗୋପବନ୍ଧୁଙ୍କ ଅନ୍ତିମ ଜୀବନ ===
 
=== ସତ୍ୟବାଦୀ ବନ ବିଦ୍ୟାଳୟ ===
୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, [[ଲାହୋର]] ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ [[ଆନ୍ତ୍ରିକ ଜ୍ୱର]]ରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, 'ସମାଜ' ଓ 'ସତ୍ୟବାଦୀ ପ୍ରେସ'ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ.୭-୨୫ମିନିଟରେ, ଗୋପବନ୍ଧୁ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।<ref>{{cite web |url= http://www.odisha360.com/infopedia/odia-personalities/utkalmani-gopabandhu-das/ |title=Utkalmani Gopabandhu Das |work=odisha360.com |year=2009 |quote=He died on 17th June, 1928 |accessdate=23 May 2012}}</ref><ref>ଦୈନିକ ସମାଜ ୦୯/୧୦/୨୦୧୨ରେ ପ୍ରକାଶିତ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲେଖା</ref>
ଗୋପବନ୍ଧୁ ଦାସ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେମଧ୍ୟରୁ ଅନ୍ୟତମ ଥିଲେ ଭକ୍ତକବି, [[ମଧୁସୂଦନ ରାଓ]]ଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁତାଙ୍କ ନେତୃତ୍ୱରେ ପଞ୍ଚସଖାମାନେ ମିଶି [[ସାକ୍ଷୀଗୋପାଳ]]ର ବକୁଳ ଓ ଛୁରିଆନା କୁଞ୍ଜରେ [[ସତ୍ୟବାଦୀ ବନ ବିଦ୍ୟାଳୟ]] ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା ।<ref>{{cite web |url= http://independent.academia.edu/KrishanShri/Papers/623017/An_experiment_in_nationalist_education_Satyavadi_school_in_Orissa_1909-1926_ |title=An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu |year=2012|work=academia.edu |yearaccessdate=20 June 2012|quote=Satyavadi was a uniqueexperimental school in the history of modern Orissa. Establishedby Gopabandhu Das (1877-1928), |accessdate=20 June 2012}}</ref> ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।
[[ଫାଇଲ:Gopabandhu_Das_OSM.jpg|thumb|ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀପ୍ରତିମୂର୍ତ୍ତି]]
 
=== ଓଡ଼ିଆ ଭାଷା ଆନ୍ଦୋଳନ ===
==ରାଜନୀତି ଜୀବନ==
କଟକରେ ଅଧ୍ୟୟନ ସମୟରେ [[ଓଡ଼ିଆ ଭାଷା]]ର ବିଲୋପ ଚକ୍ରାନ୍ତ ବିରୋଧରେ ଗୋପବନ୍ଧୁଙ୍କ ସମେତ ଅନେକ ଓଡ଼ିଆ ନେତା ଆନ୍ଦୋଳନ ଆରମ୍ଭ କରିଥିଲେ । ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା "ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ" । ସେ ଓ ରାମଚନ୍ଦ୍ର ଦାଶ [[ରମ୍ଭା]]ଠାରେ [[ଉତ୍କଳ ସମ୍ମିଳନୀ]]ର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ । ସେ ୧୯୦୩ରେ [[ମଧୁସୂଦନ ଦାସ]]ଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗନେଇଥିଲେ । ଏହି ଆନ୍ଦୋଳନ କ୍ରମେ ତୀବ୍ର ହୋଇ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗକୁ ମୁହାଁଇଥିଲା ।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଦାସ [[ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି]]ର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।
 
=== କଲେଜ ===
ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ ତାହାପରେ [[କଲିକତା]]ରେ ବିଏଲ ପଢ଼ିଲେ ।<ref>{{cite web|url=http://www.123orissa.com/person/person.asp?sno=31&cat=f|title=UTKALAMANI PUNDIT GOPABANDHU DAS|last=|first=|work=123orissa.com|accessdate=9 October 2012|quote=He passed his B.A from Revenshaw College in 1904 and later passed B.L. from Calcutta University in 1906.}}</ref>
 
=== କଲିକତାରେ ଶ୍ରମିକ ପାଇଁ କାର୍ଯ୍ୟ ===
କଲିକତାରେ ବିଏଲ ପଢ଼ିବା ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସେ "ଓଡ଼ିଆ ଶ୍ରମିକ ସଂଘ" ଓ "ସାନ୍ଧ୍ୟ ବିଦ୍ୟାଳୟ" ପ୍ରତିଷ୍ଠା କରିଥିଲେ ।
 
=== ପରିବାର ===
ମାତ୍ର ୧୨ ବର୍ଷ ବୟସରେ ସେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧୯୦୩ରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ ସମୟରେ ସମୟରେ ତାଙ୍କର ପ୍ରଥମ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । କଲିକତାରେ ବିଏଲ ପଢ଼ୁଥିବା ବେଳେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେପରେ ସେ ବିଏଲ ପାସ କରିବା ଖବର ପାଇବା ଦିନ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
 
=== ସମାଜ ସମ୍ବାଦପତ୍ର ===
 
ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, [[ମୋହନଦାସ କରମଚାନ୍ଦ ଗାନ୍ଧୀ|ମହାତ୍ମା ଗାନ୍ଧୀ]]ଙ୍କ ବାର୍ତ୍ତା ଓ [[ଭାରତୀୟ ଜାତୀୟ କଂଗ୍ରେସରକଂଗ୍ରେସ]]<nowiki/>ର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାରକରାଇବା ଅଭିପ୍ରାୟରେ,ନିମନ୍ତେ ଗୋପବନ୍ଧୁସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ 'ସାପ୍ତାହିକ ''"ସମାଜ''" ଖବରକାଗଜ ପ୍ରକାଶ କରିଥିଲେ ।<ref>{{cite web |url= http://www.publishyourarticles.org/knowledge-hub/biography/biography-of-utkalmani-gopabandhu-das.html |title=Biography of Utkalmani Gopabandhu Das &#124; Biography &#124; Knowledge Hub|work=publishyourarticles.org |year=2012 |quote= He started the newspaper Samaja |accessdate=23 May 2012}}</ref> ପ୍ରଥମେ ଏହା ୧୯୧୯ ମସିହାରେ ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ଶେଷରେ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । ''ସମାଜ''ର ପ୍ରଥମ ସମ୍ପାଦକୀୟରେ, ମାନବବାଦୀ ଗୋପବନ୍ଧୁସେ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନା କରିଥିଲେକାମନାକରିଥିଲେ । ୧୯୩୦ରେ "''ସାପ୍ତାହିକ ସମାଜ','" 'ସାପ୍ତାହିକରୁ ଦୈନିକ ସମାଜ'ରେଖବରକାଗଜରେ ପରିଣତ ହୋଇଥିଲା । 'ସମାଜ'ରେଲୋକମାନଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା'ସମାଜ'ବନ୍ଦୀର ଆତ୍ମକଥା'ରେ ସମ୍ବାଦ ୧୯୨୪ରେପ୍ରକାଶ ଜେଲରୁକରିବା ଖଲାସପରେ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ରଇଂରେଜ ରାୟସରକାର ତାଙ୍କୁ 'ଉତ୍କଳମଣି'୧୯୨୨ ବୋଲିମସିହାରେ ସମ୍ବୋଧନକାରାବଦ୍ଧ କରିଥିଲେ ।<ref>{{cite web |url= http://www.talentodisha.com/component/k2/item/126-utkalamani-pandit-gopabandhu-das.html |title=UTKALAMANI PANDIT GOPABANDHU DAS |first= Chandra Sekhar |last=Biswal|work=talentodisha.com |quote=Acharya Prafulla Chandra Ray on 28.6.1924 the veteran scientist and patriot of Bengal assigned the title of Utkalamani, (Jewel of Utakala) to his name. |accessdate=9 October 2012}}</ref>
 
=== ସାହିତ୍ୟ ରଚନା ===
କାରାଗାରରେ ଥିବା ବେଳେ ସେ "''କାରାକବିତା''" ଓ "''ବନ୍ଦୀର ଆତ୍ମକଥା''" ନାମରେ ଦୁଇଟି କାବ୍ୟଗ୍ରନ୍ଥ ରଚନା କରିଥିଲା । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନିକ [[ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ]] ତାଙ୍କୁ "ଉତ୍କଳମଣି" ବୋଲି ସମ୍ବୋଧନ କରିଥିଲେ ।<ref>{{cite web |url= http://www.talentodisha.com/component/k2/item/126-utkalamani-pandit-gopabandhu-das.html |title=UTKALAMANI PANDIT GOPABANDHU DAS |first= Chandra Sekhar |last=Biswal|work=talentodisha.com |quote=Acharya Prafulla Chandra Ray on 28.6.1924 the veteran scientist and patriot of Bengal assigned the title of Utkalamani, (Jewel of Utakala) to his name. |accessdate=9 October 2012}}</ref> ସେଠାରେ ଉପସ୍ଥିତ ଜନତା କରତାଳି ମାଧ୍ୟମରେ ଏହି ଉପାଧୀକୁ ସ୍ୱୀକୃତି ଦେଇଥିଲେ ।
 
=== ଲୋକସେବକ ମଣ୍ଡଳରେ ସଦସ୍ୟତା ===
ସମବେତଗୋପବନ୍ଧୁ ଜନତାଦାସଙ୍କ କରତାଳିଦେଶସେବାରେ ମାଧ୍ୟମରେଅବଦାନ ଏହି ଉପାଧିକୁ ସ୍ୱିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ,ପାଇଁ [[ଲାଲା ଲାଜପତ ରାୟ]], ତାଙ୍କୁ [[ଲୋକସେବକ ମଣ୍ଡଳ]]ର ଆଜୀବନ ସଦସ୍ୟ ରୂପେ ଗ୍ରହଣ କରିଥିଲେଗ୍ରହଣକରିଥିଲେ । ପରେ, ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।
 
===ରାଜନୀତିରେ ଅଂଶଗ୍ରହଣ===
ଉତ୍କଳ ଗୌରବ[[ମଧୁସୂଦନ ଦାସ|ମଧୁସୂଦନ ଦାସଙ୍କ]] ପ୍ରରୋଚନାରେପ୍ରେରଣାରୁ ଗୋପବନ୍ଧୁସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ଗୋପବନ୍ଧୁ ଦାସସେ [[ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି]]ର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।
===ମୃତ୍ୟୁ ===
 
୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, [[ଲାହୋର]] ଯିବାବାଟରେ,ଯିବା ଗୋପବନ୍ଧୁବାଟରେ ସେ କଲିକତାଠାରେ [[ଆନ୍ତ୍ରିକ ଜ୍ୱର]]ରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁଏହାପରେ ଦିନଧୀରେଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, 'ସମାଜ' ଓ 'ସତ୍ୟବାଦୀ ପ୍ରେସ'ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ.୭-୭ଟା ୨୫ମିନିଟରେ, ଗୋପବନ୍ଧୁତାଙ୍କର ଶେଷନିଃଶ୍ୱାସମୃତ୍ୟୁ ତ୍ୟାଗ କରିଥିଲେହୋଇଥିଲା ।<ref>{{cite web |url= http://www.odisha360.com/infopedia/odia-personalities/utkalmani-gopabandhu-das/ |title=Utkalmani Gopabandhu Das |year=2009|work=odisha360.com |yearaccessdate=200923 May 2012|quote=He died on 17th June, 1928 |accessdate=23 May 2012}}</ref><ref>ଦୈନିକ ସମାଜ ୦୯/୧୦/୨୦୧୨ରେ ପ୍ରକାଶିତ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଲେଖା</ref> ମୃତ୍ୟୁର ଦୁଇ ଘଣ୍ଟା ଆଗରୁ ସେ ନିଜ ଇଚ୍ଛାପତ୍ରରେ ''ସମାଜ'' ଓ ସତ୍ୟବାଦୀ ପ୍ରେସର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ ।
 
== ରଚନାବଳୀ ==