"ଶୀଳାବତୀ ଗୋପାଳବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୪ କ ଧାଡ଼ି:
==ଜୀବନୀ==
ଗୋପାଳବା ମାର୍ଚ୍ଚ ୮, ୧୯୨୮ ମସିହାରେ ମାଟାଲେ ଅର୍ବାନ କାଉନସିଲର , ଜଣେ ଓକିଲ ତଥା ତତ୍କାଳୀନ ସଦସ୍ୟ ଉଇଲିୟମ ଗୋପାଳବାଙ୍କୁ ବିବାହ କରିଥିଲେ ।<ref name=dn>{{cite news |first=Richard |last=Basnayake |title=William Gopallawa:Gentleman par excellence |url=http://archives.dailynews.lk/2012/01/30/fea02.asp |work=[[Daily News (Sri Lanka)]] |date=2012-01-30 |access-date=2019-11-23 |archive-url=https://web.archive.org/web/20181114062635/http://archives.dailynews.lk/2012/01/30/fea02.asp |archive-date=2018-11-14 |url-status=live}}</ref><ref name=island>{{cite news |first=Walter|last=Wijenayake |title=William Gopallawa: Illustrious, unassuming |url=http://www.island.lk/2009/01/30/features7.html |work=[[The Island (Sri Lanka)]] |date=2009-01-30 |access-date=2019-11-23 |archive-url=https://web.archive.org/web/20191123135338/http://www.island.lk/2009/01/30/features7.html |archive-date=2019-11-23 |url-status=live}}</ref> ଏହି ଦମ୍ପତିଙ୍କର ଚାରୋଟି ସନ୍ତାନ ଥିଲେ : ଦୁଇ ଝିଅ ଇରାନଗାନି ଓ ଚିନ୍ଥା ଏବଂ ଦୁଇ ପୁଅ ଅଶୋକା ଓ ମଣ୍ଟି ।<ref name=so>{{cite news |title=Chintha Gopallawa |url=http://archives.sundayobserver.lk/2013/04/21/main_Obituaries.asp |work=[[Sunday Observer (Sri Lanka)]] |date=2013-04-21 |access-date=2019-11-23 }}</ref> ତାଙ୍କ ସାନ ପୁଅ ମଣ୍ଟି ଗୋପାଳବା ୨୦୦୦ ରୁ ୨୦୦୧ ପର୍ଯ୍ୟନ୍ତ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ଏବଂ ୨୦୦୨ ରୁ ୨୦୦୫ ପର୍ଯ୍ୟନ୍ତ କେନ୍ଦ୍ରୀୟ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।
 
ଶୀଳାବତୀଙ୍କ ସ୍ୱାମୀ ଉଇଲିୟମ ଗୋପାଳବା ୧୯୬୨ ରୁ ୧୯୭୨ ମସିହା ପର୍ଯ୍ୟନ୍ତ ସିଲୋନର ଗଭର୍ଣ୍ଣର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ । ୧୯୭୨ ମସିହାରେ ଶୀଳାବତୀ ଗୋପାଳବା ଶ୍ରୀଲଙ୍କାର ପ୍ରଥମ ମହିଳା ହୋଇଥିଲେ, ଯେତେବେଳେ ଶ୍ରୀଲଙ୍କା ଏକ ଗଣତନ୍ତ୍ରରେ ପରିଣତ ହୋଇଥିଲେ ଏବଂ ତାଙ୍କ ସ୍ୱାମୀ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ ।
 
==ଆଧାର==