"ଦୂତୀବାହନ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Fixed typo
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ iOS app edit
୨୩ କ ଧାଡ଼ି:
}}
 
'''ଦୂତୀ ବାହନ ଓଷା''' ('''ଦୁତିଆ ଓଷା''', '''ଦୂତୀଆ ଓଷା''', '''ପୁଅ ଜିଉଁତିଆ ଓଷା''', '''ଦୁତିବାମନ ଓଷା''' ବା '''ଜୀମୂତବାହନ ଉପବାସ''' ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି ।<ref>{{cite web|last=ପ୍ରହରାଜ|first=ଗୋପାଳ ଚନ୍ଦ୍ର|title=ଦୁତୀଆ ଓଷା|url=http://dsalsrv02.uchicago.edu/cgi-bin/philologic/getobject.pl?c.25:3234.praharaj|accessdate=3 May 2014}}</ref> ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିଯତପାଳିତ ହୋଇଥାଏ । <ref>{{cite web |url= http://newindianexpress.com/states/odisha/article1290244.ece |title=Pua Juintia: Celebrating a special bond - The New Indian Express |first= |last= |work=newindianexpress.com |year=2012 |quote=‘Dutibahana Osha’ is observed on Ashwina Krushna Pakhya Astami (eighth day of dark fortnight of Ashwina month as per the Odia calendar) |accessdate=2 November 2012}}</ref>ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି ।<ref name="samaja">{{cite news|title=ଆଜି ବାତ୍ସଲ୍ୟ ମମତାର ଓଷା "ପୋ ଜିଉଁତିଆ"|accessdate=16 September 2014|newspaper=ସମାଜ|date=16 September 2014}}</ref> କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।
 
== କାରଣ ==