"ଅନାରକଲି ଆକାର୍ଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୬ କ ଧାଡ଼ି:
| awards = [[Sarasaviya Most Popular Actress Award]] (2004), Presidential Award for performance in Anjalika (2005) Derena LUX Film award most popular actress (2012) & Miss Sri Lanka (2004)
}}
ଅନାରକଲି ଆକାର୍ଶା‌ (ସିଂହାଲା: අනර්කලී ආකර්ෂා, ଜନ୍ମ: ୧୨ ଜୁଲାଇ ୧୯୮୭) ଜଣେ ଶ୍ରୀଲଙ୍କା ଚଳଚ୍ଚିତ୍ର ଅଭିନେତ୍ରୀ, ମଡେଲ, ଗାୟିକା, ଟିଭି ହୋଷ୍ଟ ଏବଂ ଜଣେ ରାଜନେତା ଅଟନ୍ତି ।<ref name=nfc>{{cite web|title=Anarkalli Aakarsha|url=http://www.nfc.gov.lk/artist/anarkalli-aakarsha-172/|access-date=10 September 2017|publisher=National Film Corporation Of Sri Lanka}}</ref> ସେ ୨୦୦୪ ମସିହାରେ ମିସ ଶ୍ରୀଲଙ୍କା ମୁକୁଟ ପିନ୍ଧିଥିଲେ ଏବଂ ୨୦୦୪ ମସିହାରେ ମିସ ୱାର୍ଲଡ଼ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଶ୍ରୀଲଙ୍କାର ପ୍ରତିନିଧିତ୍ଵ କରିଥିଲେ । ସେ ଏକ ବ୍ରାଣ୍ଡ ଆମ୍ବାସଡ଼ର ଏବଂ ଏକ ପାଣ୍ଠି ସଂଗ୍ରହକାରୀ ଭାବେ କାର୍ଯ୍ୟ କରିଛନ୍ତି ।<ref>http://lkgirls.weebly.com/1/post/2008/12/anarkali-washing-a-car-car-wash.html</ref> ସେ କଲମ୍ବୋ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ିଛନ୍ତି ।
 
==ଚଳଚ୍ଚିତ୍ର କ୍ୟାରିଅର==
 
 
==ଆଧାର==
[[ଶ୍ରେଣୀ:୧୯୮୭ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]